କଳାଧଳା କହି ସମସ୍ତେ ମଜାକ୍ ଉଡଉଥିବା ଏହି ଯୋଡିଙ୍କ ବିଷୟରେ ସତ ଜାଣିଲେ ଆପଣ ଲଜ୍ଜିତ ହୋଇଯିବେ

ଆମ ଦେଶରେ କଳା ରଙ୍ଗକୁ ଲୋକେ ଏପରି ହୀନ ଦୃଷ୍ଟିରେ ଦେଖନ୍ତି, ଯେମିତି କଳା ରଙ୍ଗର ମଣିଷ ମଣିଷ ନୁହଁ। କଳା ଗୋରା ଭେଦଭାବ ଆମ ଦେଶରେ କେବେଠୁ ଚାଲିଆସୁଛି। ଲୋକମାନେ କଳା ରଙ୍ଗର ଲୋକର ମଜାକ୍ ବନେଇଥାନ୍ତି। କଳା ରଙ୍ଗର ଲୋକକୁ ସବୁବେଳେ ନୀଚ ଦୃଷ୍ଟିରେ ଦେଖାଯାଏ। ହେଲେ କୁହାଯାଏ ନା ସୁନ୍ଦରତା ଚେହେରାରୁ ନୁହେଁ ବରଂ ହୃଦୟରୁ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଯୋଡିଙ୍କ ବିଷୟରେ ବତେଇବୁ ଯାହାଙ୍କ ଫଟୋକୁ
 
କଳାଧଳା କହି ସମସ୍ତେ ମଜାକ୍ ଉଡଉଥିବା ଏହି ଯୋଡିଙ୍କ ବିଷୟରେ ସତ ଜାଣିଲେ ଆପଣ ଲଜ୍ଜିତ ହୋଇଯିବେ

ଆମ ଦେଶରେ କଳା ରଙ୍ଗକୁ ଲୋକେ ଏପରି ହୀନ ଦୃଷ୍ଟିରେ ଦେଖନ୍ତି, ଯେମିତି କଳା ରଙ୍ଗର ମଣିଷ ମଣିଷ ନୁହଁ। କଳା ଗୋରା ଭେଦଭାବ ଆମ ଦେଶରେ କେବେଠୁ ଚାଲିଆସୁଛି। ଲୋକମାନେ କଳା ରଙ୍ଗର ଲୋକର ମଜାକ୍ ବନେଇଥାନ୍ତି। କଳା ରଙ୍ଗର ଲୋକକୁ ସବୁବେଳେ ନୀଚ ଦୃଷ୍ଟିରେ ଦେଖାଯାଏ। ହେଲେ କୁହାଯାଏ ନା ସୁନ୍ଦରତା ଚେହେରାରୁ ନୁହେଁ ବରଂ ହୃଦୟରୁ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଯୋଡିଙ୍କ ବିଷୟରେ ବତେଇବୁ ଯାହାଙ୍କ ଫଟୋକୁ ଲୋକମାନେ ସବୁବେଳେ ମଜାକ୍ କରନ୍ତି ଯାହାକୁ ଆପଣ ନିଶ୍ଚିତ ସୋସିଆଲ ମିଡ଼ିଆରେ ଦେଖିଥିବେ।

କଳାଧଳା କହି ସମସ୍ତେ ମଜାକ୍ ଉଡଉଥିବା ଏହି ଯୋଡିଙ୍କ ବିଷୟରେ ସତ ଜାଣିଲେ ଆପଣ ଲଜ୍ଜିତ ହୋଇଯିବେ

ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡ଼ିଆରେ ବହୁତ୍ ଟ୍ରଲ୍ କରାଯାଏ। ସମସ୍ତେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କହି ମଜାକ୍ ଉଡାନ୍ତି। ହେଲେ ଯେବେ ମଣିଷର ପ୍ରକୃତ ପରିଚୟ ସାମ୍ନାକୁ ଆସେ ମଜାକ୍ ଉଡଉଥିବା ଲୋକଙ୍କ ମୁହଁ ବନ୍ଦ ହୋଇଯାଏ। କାରଣ ଏମାନେ କୋଉ ସାଧାରଣ ପୁଅ ଝିଅ ନୁହନ୍ତି। ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଦକ୍ଷିଣ ଭାରତୀୟ ସିନେମାର ମାନେ ତାମିଲ୍ ଫିଲ୍ମର ଜଣେ ଜଣାଶୁଣା ଡାଇରେକ୍ଟର। ତାଙ୍କ ନାମ ହେଉଛି ଏଟଲି କୁମାର ସେ ୨୦୧୩ରେ ଆସିଥିବା ଫିଲ୍ମ ରାଜା ରାନୀରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

କଳାଧଳା କହି ସମସ୍ତେ ମଜାକ୍ ଉଡଉଥିବା ଏହି ଯୋଡିଙ୍କ ବିଷୟରେ ସତ ଜାଣିଲେ ଆପଣ ଲଜ୍ଜିତ ହୋଇଯିବେ

ଏଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶନା ପ୍ରଥମ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଫିଲ୍ମ ପାଇଁ ଏଟଲି କୁମାରଙ୍କୁ ବେଷ୍ଟ ଡେବ୍ୟୁ ଡାଇରେକ୍ଟରର ଆୱାର୍ଡ ମିଳିଥିଲା। ଏହି ଫଟୋରେ ଯେଉଁ ମହିଳା ଜଣଙ୍କ ଅଛନ୍ତି ସେ ହେଉଛନ୍ତି ତାଙ୍କ ସ୍ତ୍ରୀ କୃଷ୍ଣା ପ୍ରିୟା ଅଟନ୍ତି। ଯିଏକି ଜଣେ ଅଭିନେତ୍ରୀ। ଆପଣଙ୍କୁ ବତେଇଦେଉଛୁ ଦୁଇଜଣ ବାହାଘର ପୂର୍ବରୁ ଆଠ ବର୍ଷ ପ୍ରେମ ସମ୍ପର୍କରେ ରହିଥିଲେ। ତେବେ ୨୦୧୪ ରେ ଦୁଇଜଣ ବିବାହ କରିଥିଲେ। ତାଙ୍କୁ ପଚାରାଯିବାରୁ ସେମାନେ କହିଥିଲେ ଆମେ ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉ ପ୍ରେମ ରଙ୍ଗ ଦେଖି ହୋଇନଥାଏ ପ୍ରେମ ହୃଦୟରୁ ହୋଇଥାଏ। ଏହାକୁ ପାଇବାକୁ ହେଲେ ହୃଦୟ ଓ ମନ ମିଶିବା ଦରକାର।