କଉ କାରଣରୁ କୈରବ ଓ ପାଣ୍ଡବ ଙ୍କ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ବସିଥିଲେ ହନୁମାନ।

୨୯ ଡିସେମ୍ବର, ଶନିବାର ହନୁମାନ ଅଷ୍ଟମି। ହନୁମାନ ଙ୍କ ସହ ଜଡିତ କିଛି ତଥ୍ଯ କହିବା ପାଇଁ ଯାଉଛୁ। ମହାଭାରତ ଅନୁଯୀୟୀ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ହନୁମାନ ବିରାଜିତ ଥିଲେ। ଯୁଧ୍ଯ ସମାପ୍ତ ହେବା ପରେ ସେ ଚାଲିଗଲା ପରେ କ’ଣ ହୋଇଥିଲା ଆସନ୍ତୁ ଜାଣିବା। ମହାଭାରତ ଅନୁଯାୟୀ, କୈରବ ସେନା ଧ୍ବଂଶ ହେଲା ପରେ ଧୁର୍ଯ୍ଯଧନ ଲୁଚିଗଲେ। ପାଣ୍ଡବ ଏହା ଜାଣି ତାଙ୍କୁ ଯୁଧ୍ଯ ପାଇଁ ଆହ୍ବାନ ଦେଲେ। ଧୁର୍ଯ୍ଯଧନ ବାହାରିଲା
 
କଉ କାରଣରୁ କୈରବ ଓ ପାଣ୍ଡବ ଙ୍କ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ବସିଥିଲେ ହନୁମାନ।

୨୯ ଡିସେମ୍ବର, ଶନିବାର ହନୁମାନ ଅଷ୍ଟମି। ହନୁମାନ ଙ୍କ ସହ ଜଡିତ କିଛି ତଥ୍ଯ କହିବା ପାଇଁ ଯାଉଛୁ। ମହାଭାରତ ଅନୁଯୀୟୀ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ହନୁମାନ ବିରାଜିତ ଥିଲେ। ଯୁଧ୍ଯ ସମାପ୍ତ ହେବା ପରେ ସେ ଚାଲିଗଲା ପରେ କ’ଣ ହୋଇଥିଲା ଆସନ୍ତୁ ଜାଣିବା।

କଉ କାରଣରୁ କୈରବ ଓ ପାଣ୍ଡବ ଙ୍କ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ବସିଥିଲେ ହନୁମାନ।

ମହାଭାରତ ଅନୁଯାୟୀ, କୈରବ ସେନା ଧ୍ବଂଶ ହେଲା ପରେ ଧୁର୍ଯ୍ଯଧନ ଲୁଚିଗଲେ। ପାଣ୍ଡବ ଏହା ଜାଣି ତାଙ୍କୁ ଯୁଧ୍ଯ ପାଇଁ ଆହ୍ବାନ ଦେଲେ। ଧୁର୍ଯ୍ଯଧନ ବାହାରିଲା ପରେ ଭୀମ ତାଙ୍କୁ ପରାସ୍ତ କରି ମରଣାନ୍ତ କରିଦେଲେ। ପାଣ୍ଡବ ନିଜ ନିଜ ରଥ ରେ କୈରବ ଙ୍କ ଶିବିର କୁ ଗଲେ। ଆସିବା ସମୟ ରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ରଥ ରୁ ଓଲ୍ଲାଇବା ପାଇଁ କହିଲେ ତା ପରେ ନିଜେ ଓଲ୍ଲାଇଲେ।

ଶ୍ରୀକୃଷ୍ଣ ରଥ ରୁ ଓଲ୍ଲାଇବା ପରେ ହନୁମାନ ମଧ୍ଯ ଉଡିଗଲେ। ତାପରେ ରଥ ଟି ଆଖି ପିଛୁଳାକେ ଜଳିଗଲା। ଏହା ଦେଖି ଅର୍ଜୁନ ଏହାର କାରଣ ପଚାରିଲେ। ଶ୍ରୀକୃଷ୍ଣ କହିଲେ ଏହି ରଥ ଦିବ୍ଯାସ୍ତ୍ର ର ପ୍ରହାର ରେ କେତେବେଳୁ ଜଳି ସାରିଥିଲା, ମୁଁ ବସିଥିଲି ବଲି ଏହା ଭସ୍ମ ହୋଇ ନଥିଲା। ତୁମର କାର୍ଯ୍ଯ ପୁରା ହେଲା ,ତା ପରେ ମୁଁ ରଥ କୁ ଛାଡିଲି।

ପାଣ୍ଡବ ଙ୍କ ବନବାସ ସହ ଯୋଡିତ ହନୁମାନ ଙ୍କ କଥା:-

କଉ କାରଣରୁ କୈରବ ଓ ପାଣ୍ଡବ ଙ୍କ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ବସିଥିଲେ ହନୁମାନ।

ବନବାସ ସମୟରେ ପାଣ୍ଡବ ମାନେ ଯେତେବେଳେ ଦ୍ବାରିକା ରେ ବାସ କରୁଥିଲେ, ଏକ ପଦ୍ମ ଉଡି ଆସି ପଡିଲା। ଦ୍ରୋପଦୀ ଭୀମ ଙ୍କୁ ସେହି ପରି ପଦ୍ମ ଆଣିବାକୁ କହଲେ। ଭୀମ ପଦ୍ମ ପାଇଁ ଗନ୍ଧମାର୍ଧନ ପର୍ବତ ଗଲେ। ଭୀମ ଙ୍କ ଆସିବା କଥା ଜାଣି ହନୁମାନ ବୁଢା ମାଙ୍କଡ ରୂପ ଧରି ରାସ୍ତାରେ ବସି ରହିଲେ। ଭୀମ ତାଙ୍କୁ ରାସ୍ତା ଛାଡିବା ପାଇଁ କହିଲେ। ହନୁମାନ କହିଲେ ଲାଙ୍ଗୁଡ କୁ ଉଠେଇ ଚାଲିଯାଅ। ଭୀମ ଅନେକ ଚେଷ୍ଟା କରିବା ସତ୍ତ୍ବେ ପାରିଲେ ନାହିଁ।

କଉ କାରଣରୁ କୈରବ ଓ ପାଣ୍ଡବ ଙ୍କ ଯୁଧ୍ଯ ସମୟରେ ଅର୍ଜୁନ ଙ୍କ ରଥ ଉପରେ ବସିଥିଲେ ହନୁମାନ।

ଭୀମ ନିଜର ଅସହାୟତା ଜଣାଇ ପ୍ରକୃତ ରୂପ ରେ ଆସିବା କୁ ବୃଦ୍ଧମାଙ୍କଡ କୁ ପ୍ରାର୍ଥନା କଲେ। ହନୁମାନ କହିଲେ ଏହି ପର୍ବତ ଦେବତା ମାନଙ୍କ ନିବାସ ସ୍ଥାନ ସେଥିପାଇଁ ମୁଁ ତୁମକୁ ଅଟକାଉ ଥିଲି।ହନୁମାନ ଭୀମ ଙ୍କୁ ବରଦାନ ଦେଇ କହିଲେ, ପାଣ୍ଡବ ଓ କୈରବ ଙ୍କ ଯୁଧ୍ଯ ସମୟ ରେ ମୁଁ ଅର୍ଜୁନ ଙ୍କ ରଥ ଉପରେ ବିରାଜିତ ହୋଇ ଗର୍ଜନ କରିବି ଯାହା ଦ୍ବାରା ଶତ୍ରୁ ମାନେ ପ୍ରାଣ ମୂର୍ଛା ହୋଇଯିବେ।