ବାହାଘର ପରେ ସ୍ତ୍ରୀ ର ପ୍ରେମିକ ଅଛି ଜାଣିଲା ପରେ ସ୍ୱାମୀ କଲା କିଛି ଏପରି କାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏହା ତ ଆପଣ ଶୁଣିଥିବେ ଯେ ପ୍ରେମ ଆଗରେ ପୂରା ଦୁନିଆ ହାର ମାନିଯାଏ। ହେଲେ କଥାଟି ଯେତେ ଫିଲ୍ମ ଲାଗେ ସେତିକି ବାସ୍ତବରେ ବି ହୋଇଥାଏ। ଏକ ଏମିତି ହିଁ ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ଯେଉଁଥିରେ ଜଣେ ସ୍ୱାମୀ ବାହାଘର ପରେ ଜାଣିବାକୁ ପାଇଲା ଯେ ତା ସ୍ତ୍ରୀ ଆଉ କାହାକୁ ଭଲ ପାଉଛି ଯେବେ ଏହା ସ୍ୱାମୀ ଜାଣି ପାରିଲା ସେବେ ସେ ତା ସ୍ତ୍ରୀକୁ ତା
 
ବାହାଘର ପରେ ସ୍ତ୍ରୀ ର ପ୍ରେମିକ ଅଛି ଜାଣିଲା ପରେ ସ୍ୱାମୀ କଲା କିଛି ଏପରି କାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏହା ତ ଆପଣ ଶୁଣିଥିବେ ଯେ ପ୍ରେମ ଆଗରେ ପୂରା ଦୁନିଆ ହାର ମାନିଯାଏ। ହେଲେ କଥାଟି ଯେତେ ଫିଲ୍ମ ଲାଗେ ସେତିକି ବାସ୍ତବରେ ବି ହୋଇଥାଏ। ଏକ ଏମିତି ହିଁ ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ଯେଉଁଥିରେ ଜଣେ ସ୍ୱାମୀ ବାହାଘର ପରେ ଜାଣିବାକୁ ପାଇଲା ଯେ ତା ସ୍ତ୍ରୀ ଆଉ କାହାକୁ ଭଲ ପାଉଛି ଯେବେ ଏହା ସ୍ୱାମୀ ଜାଣି ପାରିଲା ସେବେ ସେ ତା ସ୍ତ୍ରୀକୁ ତା ପ୍ରେମିକ ସହ ବାହାଘର କରେଇଦେଲେ। ଏହି ଘଟଣାଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ।

ବାହାଘର ପରେ ସ୍ତ୍ରୀ ର ପ୍ରେମିକ ଅଛି ଜାଣିଲା ପରେ ସ୍ୱାମୀ କଲା କିଛି ଏପରି କାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଘଟଣାଟି ହେଉଛି କାନପୁର ଉତ୍ତର ପ୍ରଦେଶର। ସ୍ୱାମୀ ସୁଜିତ୍ ଗୁପ୍ତାଙ୍କ ବାହାଘର ଚାରି ମାସ ପୂର୍ବରୁ ଶାନ୍ତି ସହ ହୋଇଥିଲା, ଯେବେ ବାହାଘରର ଦୁଇ ମାସ ବିତିଗଲା ସେବେ ସ୍ତ୍ରୀ ଶାନ୍ତି ଆତ୍ମହତ୍ୟା କରିବାକୁ ବାରମ୍ବାର ଉଦ୍ୟମ କରିବାକୁ ଲାଗିଲା। ଯେବେ ସୁଜିତ୍ ପଚାରିଲା କଣ ପାଇଁ ଏପରି କରୁଛ କଣ କଥା ଅଛି କୁହ ମତେ, ତେବେ ସ୍ତ୍ରୀ ସୁଜିତକୁ ସଫା ସଫା କହିଦେଲା କି ମୁଁ ଆଉ ଜଣକୁ ଭଲ ପାଉଛି ହେଲେ ଘରଲୋକ ମୋ ବାହାଘର ତମ ସାଥିରେ କରେଇଦେଲେ।

ବାହାଘର ପରେ ସ୍ତ୍ରୀ ର ପ୍ରେମିକ ଅଛି ଜାଣିଲା ପରେ ସ୍ୱାମୀ କଲା କିଛି ଏପରି କାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏହା ଶୁଣିବା ପରେ ସୁଜିତ୍ ଆଶ୍ଚର୍ଯ୍ୟ ହୋଇଗଲା, ହେଲେ ଯେବେ ସୁଜିତ୍ ଙ୍କୁ ଲାଗିଲା କି ଏଥିରେ ଦୁଇଜଣଙ୍କ କ୍ଷତି ଅଛି ସେବେ ସେ ତା ସ୍ତ୍ରୀ ଓ ତା ପ୍ରେମିକ ଓ ତା ମା ବାପାଙ୍କୁ ଡାକି ଦୁଇଜଣଙ୍କ ବାହାଘର ପୂରା ଗାଁ ସାମ୍ନାରେ ଧୁମଧାମରେ କରେଇଦେଲା। ଆଉ ସବୁଠୁ ଭଲ କଥା ହେଲା ଏଥିରେ କାହାର କିଛି ଆପତ୍ତି ନଥିଲା। ଏହାପରେ ସମସ୍ତେ ସୁଜିତ୍ ଙ୍କ ପ୍ରସଂଶା କରିଥିଲେ।