ଉଚିତ ସମୟ ରେ ଉଚିତ ନିଷ୍ପତି ନ ନେଲେ ପରେ ଅନୁତାପ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ଯମରେ।

ଗୋଟିଏ କଲେଜ ରେ ଜଣେ ଫିଲୋସଫି ପ୍ରୋଫେସର ନିଜର ଛାତ୍ର ମାନଙ୍କୁ ଜୀବନ ର ଛୋଟ ଛୋଟ କଥା କୁ ବୁଝେଇବା ପାଇଁ ବିଭିନ୍ନ ଉପାୟ ରେ ବୁଝାଉଥିଲେ। ଗୋଟିଏ ଦିନ ସେ ପାଣି ରେ ଭର୍ତ୍ତି ଗୋଟିଏ ପାତ୍ର ଆଣି ବେଙ୍ଗ ଟିଏ ଛାଡିଦେଲେ। ସେ ଆରମ ରେ ପହଁରିବାକୁ ଲାଗିଲା। ତାପରେ ପ୍ରଫେସର ସେହି ପାତ୍ର କୁ ନିଆଁ ଉପରେ ବସାଇ ଗରମ କରିବା ଆରମ୍ଭ କଲେ। ପାଣି ଧିରେ ଗରମ ହେବାକୁ ଲାଗିଲା,
 
ଉଚିତ ସମୟ ରେ ଉଚିତ ନିଷ୍ପତି ନ ନେଲେ ପରେ ଅନୁତାପ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ଯମରେ।

ଗୋଟିଏ କଲେଜ ରେ ଜଣେ ଫିଲୋସଫି ପ୍ରୋଫେସର ନିଜର ଛାତ୍ର ମାନଙ୍କୁ ଜୀବନ ର ଛୋଟ ଛୋଟ କଥା କୁ ବୁଝେଇବା ପାଇଁ ବିଭିନ୍ନ ଉପାୟ ରେ ବୁଝାଉଥିଲେ। ଗୋଟିଏ ଦିନ ସେ ପାଣି ରେ ଭର୍ତ୍ତି ଗୋଟିଏ ପାତ୍ର ଆଣି ବେଙ୍ଗ ଟିଏ ଛାଡିଦେଲେ। ସେ ଆରମ ରେ ପହଁରିବାକୁ ଲାଗିଲା। ତାପରେ ପ୍ରଫେସର ସେହି ପାତ୍ର କୁ ନିଆଁ ଉପରେ ବସାଇ ଗରମ କରିବା ଆରମ୍ଭ କଲେ।

ଉଚିତ ସମୟ ରେ ଉଚିତ ନିଷ୍ପତି ନ ନେଲେ ପରେ ଅନୁତାପ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ଯମରେ।

ପାଣି ଧିରେ ଗରମ ହେବାକୁ ଲାଗିଲା, ବେଙ୍ଗ ନିଜକୁ ତାପମାତ୍ରା ସହ ତାଳ ଦେଇ ସାଧାରଣ ଭାବେ ରହିଲା। କିନ୍ତୁ ପାଣି ଅଧିକ ଗରମ ହୋଇଯିବାରୁ ବେଙ୍ଗ ପାଣି ରେ ରହିବା ସମ୍ଭବ ହେଲା ନାହିଁ ସେ ଡିଆଁ ମାରି ବାହରକୁ ଆସିବାକୁ ଚେଷ୍ଟା କଲା। କିନ୍ତୁ ଅନେକ ଚେଷ୍ଟା କରିବା ସତ୍ତ୍ବେ ସେ ପାରିଲା ନାହିଁ।

ଉଚିତ ସମୟ ରେ ଉଚିତ ନିଷ୍ପତି ନ ନେଲେ ପରେ ଅନୁତାପ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ଯମରେ।

ପ୍ରୋଫେସର ବେଙ୍ଗ କୁ ପାଣି ରୁ କାଢିଦେଲେ ଓ ଷ୍ଟୁଡେଣ୍ଟ ମାନଙ୍କୁ କହିଲେ ଯେ ମୁଁ ଯେତେବେଳେ ପାଣି ମଧ୍ଯ ରେ ବେଙ୍ଗ କୁ ରଖିଲି ସେ ସେତବେଳେ ଯାଏଁ ସେ ପାଣି ରୁ ବାହାରିବା ପାଇଁ ଚେଷ୍ଟା ନ କରି ପରିବେଶ କୁ ଅନୁକୁଳ କରି ରହିଲା, ତାପରେ ପାଣି ଗରମ କଲା ପରେ ସେ ସହିବା ଅନୁଯାୟୀ ପାଣି ରେ ସାଧାରଣ ଭାବେ ରହିଲା କିନ୍ତୁ ସହିବା ର ଖ୍ଯମତା ସରିବା ପରେ ସେଠାରୁ ବାହାରିବାକୁ ଚେଷ୍ଟା କଲା।

ଉଚିତ ସମୟ ରେ ଉଚିତ ନିଷ୍ପତି ନ ନେଲେ ପରେ ଅନୁତାପ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଏହି କାହାଣୀ ମାଧ୍ଯମରେ।

ପରିବେଶ କୁ ଅନୁକୁଳ କରିବା ପାଇଁ ସେ ନୁଜର ସମସ୍ତ ସହିବା ଶକ୍ତି ସାରିଦେଇଥିଲା ଏଣୁ ସେ ପରେ ଗରମ ପାଣି ର ବାହାରିବାକୁ ସଖ୍ଯମ ହେଲା ନାହିଁ। ପ୍ରଫେସର କହିଲେ ମୁଁ ତାକୁ ଗରମ ପାଣି ରୁ ବାହାର ନ କରିଥିଲେ ସେ ମରିଯାଇଥାନ୍ତା। ଆମ ମାନଙ୍କ ଜୀବନ ରେ ମଧ୍ଯ ରେ ମଧ୍ଯ ଆମେ ସେମିତି କରୁ ପରିସ୍ଥିତି ଅସହନୀୟ ହେବା ଯାଏଁ ଆମେ ନିଜକୁ ପରିସ୍ଥିତି ସହ ଆଡଜଷ୍ଟ କରି ଚଳିଥାଉ। ସମୟ ଥିବା ଆଗରୁ ସେଥିରୁ ବାହାରିବା ର ଉପାୟ କଲେ ପରେ ଅସୁବିଧା ରେ ପଡିବା ନାହିଁ। ଏଣୁ ଉଚିତ ସମୟ ରେ ଉଚିତ ନିଷ୍ପତ୍ତି ନେବା ଉଚିତ।