କଣ ପାଇଁ ଆଜିକାଲି ଦାଢି ରଖିଥିବା ପୁଅ ଝିଅମାନଙ୍କୁ ଅଧିକ ପସନ୍ଦ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ଆଧୁନିକ ଯୁଗ, ସମସ୍ତେ ନିଜ ଭିତରେ କିଛି ଅଲଗା କରି ସମସ୍ତଙ୍କ ଆଖିରେ ନିଜକୁ ସୁନ୍ଦର ଦେଖା ଯିବାର ପ୍ରୟାସରେ ବ୍ୟସ୍ତ। ତେବେ ଆଜିକାଲି ଅଧିକାଂଶ ପୁଅମାନେ ଦାଢି ରଖିବାକୁ ପସନ୍ଦ କରୁଛନ୍ତି। କାରଣ ସେମାନଙ୍କ ଧାରଣା ଯେ ଦାଢି ରଖିଲେ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା। ଆଜିକାର ସମୟରେ ଝିଅଙ୍କୁ ଇମପ୍ରେସ କରିବା ପାଇଁ ପୁଅମାନେ କେତେ କଣ କରୁଛନ୍ତି। ଆଉ ଆଜିକାଲିର ମହିଳାମାନେ ବି ଦାଢି ରଖିଥିବା ପୁରୁଷ ମାନଙ୍କୁ ଅଧିକ
 
କଣ ପାଇଁ ଆଜିକାଲି ଦାଢି ରଖିଥିବା ପୁଅ ଝିଅମାନଙ୍କୁ ଅଧିକ ପସନ୍ଦ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ଆଧୁନିକ ଯୁଗ, ସମସ୍ତେ ନିଜ ଭିତରେ କିଛି ଅଲଗା କରି ସମସ୍ତଙ୍କ ଆଖିରେ ନିଜକୁ ସୁନ୍ଦର ଦେଖା ଯିବାର ପ୍ରୟାସରେ ବ୍ୟସ୍ତ। ତେବେ ଆଜିକାଲି ଅଧିକାଂଶ ପୁଅମାନେ ଦାଢି ରଖିବାକୁ ପସନ୍ଦ କରୁଛନ୍ତି। କାରଣ ସେମାନଙ୍କ ଧାରଣା ଯେ ଦାଢି ରଖିଲେ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା। ଆଜିକାର ସମୟରେ ଝିଅଙ୍କୁ ଇମପ୍ରେସ କରିବା ପାଇଁ ପୁଅମାନେ କେତେ କଣ କରୁଛନ୍ତି। ଆଉ ଆଜିକାଲିର ମହିଳାମାନେ ବି ଦାଢି ରଖିଥିବା ପୁରୁଷ ମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଦାଢି ରଖିବା ଏବେ ଖୁବ୍ ଟ୍ରେଣ୍ଡରେ ଅଛି। ହେଲେ ମହିଳାଙ୍କର କାହିଁକି ପସନ୍ଦ ଦାଢ଼ି ରଖିଥିବା ପୁରୁଷ ଆସନ୍ତୁ ଜାଣିବା।

କଣ ପାଇଁ ଆଜିକାଲି ଦାଢି ରଖିଥିବା ପୁଅ ଝିଅମାନଙ୍କୁ ଅଧିକ ପସନ୍ଦ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ସାଧାରଣତଃ ପୁରୁଷମାନେ ବିନା ଦାଢିରେ ରହିବାକୁ ପସନ୍ଦ କରନ୍ତି। ହେଲେ ପୂର୍ବ କିଛି ବର୍ଷର ଟ୍ରେଣ୍ଡ୍ ଅନୁଯାୟୀ ଏବେ ଦାଢି ରଖିବାର ଷ୍ଟାଇଲ ବଦଳିଛି। ଏବେ ପୁରୁଷମାନେ ବିନା କୌଣସି ଚିନ୍ତାରେ ଦାଢି ବଢାଇବାରେ ଲାଗିଛନ୍ତି। କିଏ ଟ୍ରିମ୍ କରି ଦାଢ଼ି ରଖୁଛି, କିଏ ଫ୍ରେଞ୍ଚ କଟ୍ ରଖୁଛି ପୁଣି କିଏ ଲମ୍ବା ଦାଢ଼ି ରଖୁଛି। ଏପରିକି ଦାଢ଼ି ରଖିବା ଏକ ପ୍ରକାର ରୁଚିରେ ବଦଳି ଯାଇଛି ପୁରୁଷଙ୍କ ପାଇଁ। ଦାଢ଼ି ବଢ଼ାଇବା ପାଇଁ ପୁରୁଷମାନେ ସ୍ୱତନ୍ତ୍ର ତେଲ ଓ କ୍ରିମ ମଧ୍ୟ ବ୍ୟବହାର କରୁଛନ୍ତି।

କଣ ପାଇଁ ଆଜିକାଲି ଦାଢି ରଖିଥିବା ପୁଅ ଝିଅମାନଙ୍କୁ ଅଧିକ ପସନ୍ଦ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ସୂଚନାଯୋଗ୍ୟ, ଜେନେରାଲ ଅଫ ଇବଲ୍ୟୁସନ ବାୟାଲୋଜିରେ ଏଡି ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇଛି। ଦ ମସ୍କୋଲିନିଟି ପାରାଡକ୍ସରେ ୮,୫୨୦ ଜଣ ମହିଳାଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା। ରିସର୍ଚ୍ଚ ସମୟରେ ମହିଳାଙ୍କୁ ଦାଢି ରଖିଥିବା ପୁରୁଷ ଓ ବିନା ଦାଢି ଥିବା ପୁରୁୁଷଙ୍କୁ ରେଟିଙ୍ଗ ଦେବା ପାଇଁ କୁହାଯାଇଥିଲା। ଏହି ରେଟିଙ୍ଗରେ ଜଣାପଡିଛି ଦାଢିଥିବା ପୁରୁଷଙ୍କୁ ଅଧିକ ରେଟିଙ୍ଗ ମିଳିଛି। ଅର୍ଥାତ ମହିଳାମାନେ ଅଧିକ ଦାଢି ଥିବା ପୁରୁଷଙ୍କୁ ପସନ୍ଦ କରୁଛନ୍ତି। ଯଦି ଲଙ୍ଗ ଟର୍ମ ରିଲେସନଶିପର କଥା ଆସୁଛି ତାହାଲେ ମହିଳାମାନେ ଦାଢି ଥିବା ପୁରୁଷଙ୍କ ଉପରେ ଅଧିକ ଭରସା କରୁଛନ୍ତି।

କଣ ପାଇଁ ଆଜିକାଲି ଦାଢି ରଖିଥିବା ପୁଅ ଝିଅମାନଙ୍କୁ ଅଧିକ ପସନ୍ଦ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଏହାସହ ତାଙ୍କ ଆଡକୁ ବେଶି ଆର୍କଷିତ ମଧ୍ୟ ହେଉଛନ୍ତି। ଯେଉଁ ପୁରୁଷମାନେ ଅଧିକ ଦାଢି ରଖିଛନ୍ତି ମହିଳାମାନେ ସେମାନଙ୍କୁ ଅଧିକ ଭରସାଯୋଗ୍ୟ, ମସ୍କୁଲିନ୍, ମ୍ୟାରେଜ ମେଟେରିଆଲ ବୋଲି କହିଛନ୍ତି। ଏହାସହ ମହିଳାମାନେ ସେହି ପୁରୁଷମାନଙ୍କୁ ପସନ୍ଦ କରନ୍ତିନି ଯେଉଁମାନେ ଅଧିକ ଫେମିନିନ୍ ଓ ଅଧିକ ମସ୍କୋଲିନ ହୋଇଥାନ୍ତି। ବିନା ଦାଢି ଥିବା ପୁରୁଷଙ୍କୁ ସେମାନେ ଭରସା କରିପାରନ୍ତି ନାହିଁ। ସେମାନଙ୍କୁ ଲାଗେ ବିନା ଦାଢି ଥିବା ପୁରୁଷ ଅଧିକ ଦିନ ରିଲେସନସିପରେ ତିଷ୍ଠି ପାରନ୍ତି ନାହିଁ।