ଜର୍ଜ ହେବା ପରେ ଝିଅ ବୟଫ୍ରେଣ୍ଡକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ଛାଡି ଚାଲିଯାଇଥିଲା, ପୁଅ ଏ କଥାକୁ ଦେହକୁ ନେଇ ହୋଇଗଲା ଏତେବଡ ଅଫିସର୍

ରାଜକୁମାର ରାଓଙ୍କ ଗୋଟେ ଫିଲ୍ମ ଆସିଥିଲା ଯାହାର ନାମ ଥିଲା ‘ମେରୀ ସାଦି ମେ ଜରୁର୍ ଆନା’ ଫିଲ୍ମରେ ହିରୋଇନ୍ ପିସିଏସ ଅଫିସର ହେବା ପରେ ହିରୋକୁ ଅପମାନିତ କରି ତା ଠାରୁ ଅଲଗା ହେଇଯାଏ। ଏହାପରେ ହିରୋ ପ୍ରତିଶୋଧ ନେବା ପାଇଁ କଠିନ ପରିଶ୍ରମ କରି ହିରୋଇନ୍ ଠାରୁ ବଡ ଅଫିସର ବନେ। ଠିକ୍ ଏହିପରି କାହାଣୀ ଘଟିଛି ଗାଜିପୁରରେ ରହୁଥିବା ଅମିତ ବର୍ମାଙ୍କ ସହ। ଗାଜିପୁରର ଅଡିହାରରେ ରହୁଥିବା ଅମିତକୁ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜ
 
ଜର୍ଜ ହେବା ପରେ ଝିଅ ବୟଫ୍ରେଣ୍ଡକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ଛାଡି ଚାଲିଯାଇଥିଲା, ପୁଅ ଏ କଥାକୁ ଦେହକୁ ନେଇ ହୋଇଗଲା ଏତେବଡ ଅଫିସର୍

ରାଜକୁମାର ରାଓଙ୍କ ଗୋଟେ ଫିଲ୍ମ ଆସିଥିଲା ଯାହାର ନାମ ଥିଲା ‘ମେରୀ ସାଦି ମେ ଜରୁର୍ ଆନା’ ଫିଲ୍ମରେ ହିରୋଇନ୍ ପିସିଏସ ଅଫିସର ହେବା ପରେ ହିରୋକୁ ଅପମାନିତ କରି ତା ଠାରୁ ଅଲଗା ହେଇଯାଏ। ଏହାପରେ ହିରୋ ପ୍ରତିଶୋଧ ନେବା ପାଇଁ କଠିନ ପରିଶ୍ରମ କରି ହିରୋଇନ୍ ଠାରୁ ବଡ ଅଫିସର ବନେ। ଠିକ୍ ଏହିପରି କାହାଣୀ ଘଟିଛି ଗାଜିପୁରରେ ରହୁଥିବା ଅମିତ ବର୍ମାଙ୍କ ସହ। ଗାଜିପୁରର ଅଡିହାରରେ ରହୁଥିବା ଅମିତକୁ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜ ହେବା ପରେ ଅମିତକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ନିଜ ଗୋଡରେ ଆଡେଇ ଦେଇ ଚାଲିଯାଇଥିଲା। ହେଲେ ଏହାକୁ ଦେହକୁ ନେଇ ଅମିତ ଜର୍ଜ ବନିକରି ଦେଖାଇଛନ୍ତି।

ଜର୍ଜ ହେବା ପରେ ଝିଅ ବୟଫ୍ରେଣ୍ଡକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ଛାଡି ଚାଲିଯାଇଥିଲା, ପୁଅ ଏ କଥାକୁ ଦେହକୁ ନେଇ ହୋଇଗଲା ଏତେବଡ ଅଫିସର୍

ଅମିତଙ୍କ ବାପା ଚାହୁଁ ଥିଲେ କି ପୁଅ ବଡ ହୈଇ ଜର୍ଜ ହେଉ ବୋଲି ହେଲେ ଅମିତଙ୍କ ମନ ଥିଲା କିଛି ଅଲଗା ହେବା ପାଇଁ। ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେ ୨୦୦୪ ରେ ଅମିତ ଆଲ୍ଲାହାବାଦର law କଲେଜରେ ଆଡମିସନ ନେଇ ଥିଲେ। ହେଲେ ପାଠକୁ ସେ ପୂରଣ କରିନଥିଲେ। ୨୦୧୨ରେ ଅମିତ କଲିକତାରେ ଏକ ପରୀକ୍ଷା ଦେବା ସମୟରେ ଏକ ଝିଅର ସମ୍ପର୍କରେ ଆସିଥିଲେ। ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ପରେ ସମ୍ପର୍କ ପ୍ରେମର ରୂପ ନେଇଥିଲା ଆଉ କଥା ବାହାଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ହେଲେ ଏହା ଭିତରେ ଝିଅଟି ଜର୍ଜ ପରିକ୍ଷାରେ ପାସ୍ ହେଇ ଜର୍ଜ ହୋଇଥିଲା।

ଜର୍ଜ ହେବା ପରେ ଝିଅ ବୟଫ୍ରେଣ୍ଡକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ଛାଡି ଚାଲିଯାଇଥିଲା, ପୁଅ ଏ କଥାକୁ ଦେହକୁ ନେଇ ହୋଇଗଲା ଏତେବଡ ଅଫିସର୍

ଜର୍ଜ ହେବା ପରେ କିଛି ଦିନ ପରେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଝିଅଟି ସବୁବେଳେ ଅମିତକୁ ବେରୋଜଗାର କହି ଅପମାନ ଦେଲା। ଅମିତକୁ ଏହା ଅତ୍ୟନ୍ତ ବାଧିଥିଲା ଆଉ ସେଥିପାଇଁ ଅମିତ୍ ଦିଲ୍ଲୀରେ ଏକ ପ୍ରାଇଭେଟ୍ ଯବ୍ ବି କରିବାକୁ ଲାଗିଲେ , ଜବ୍ କରୁଥିବା ସମୟରେ ତାଙ୍କ ବାପାଙ୍କ ସ୍ୱପ୍ନ ତାଙ୍କ ଆଖି ସାମନାରେ ଝଲସି ଉଠୁଥିଲା , ଏଥିପାଇଁ ସେ ଦିଏ ୨୦୧୫ ରେ ଏଲ୍ ଏଲ୍ ଏମ୍ କରିବା ପାଈଁ ବିଏଚ୍ ୟୁ ରେ ଆଡମିଶନ୍ ନେଲେ।

ଜର୍ଜ ହେବା ପରେ ଝିଅ ବୟଫ୍ରେଣ୍ଡକୁ ‘ତୁ ମୋ ପାଇଁ ଯୋଗ୍ୟ ନୁହେଁ’ କହି ଛାଡି ଚାଲିଯାଇଥିଲା, ପୁଅ ଏ କଥାକୁ ଦେହକୁ ନେଇ ହୋଇଗଲା ଏତେବଡ ଅଫିସର୍

ଏହି ଭିତରେ ସେ ଭଲ ପାଉଥିବା ଝିଅର ବାହାଘର ହୋଇଗଲା ଯାହାକୁ ନେଇ ସେ ଅଧିକ ଡିପ୍ରେସନକୁ ଆସି ଯେମିତି ବି ହେଲେ ଜର୍ଜ ହେଇ ଦେଖେଇବିର ଜିଦ ଧରିଲେ ଆଉ ୨୦୧୭ରେ ସିଭିଲ୍ ଜଜ୍ ଏଣ୍ଟ୍ରାସ ପରିକ୍ଷା ଦେଇଥିଲେ ଯାହାର ଫଳ ଅକ୍ଟୋବର ୧୩ ତାରିଖରେ ଜାରି କରାଗଲା , ଯେଉଁଥିରେ ଗାଜିପୁରର ଓଡିହାରରେ ରହୁଥିବା ଅମିତ ବର୍ମା ୧୫୨ ନମ୍ବର ରାଙ୍କ୍ ରେ ଆସିଥିଲେ। ଏହି ସଫଳତା ପାଇ ଅମିତ କହିଥିଲେ ମୋ ମା ଜଣେ ସାଧାରଣ ଗୃହିଣୀ ଅଟନ୍ତି ଓ ମୋ ବାପା ୨୦୧୧ ରେ କ୍ୟାନସର ଯୋଗୁଁ ଦେହାନ୍ତ କରିବସିଥିଲେ। ଏମିତିରେ ଭାଇ ସହ ଛୋଟ ମୋଟ ବିଜନେସ୍ କରି ଘର ଖର୍ଚ୍ଚ ଚଳୁଥିଲା , ବାପାଙ୍କର ସବୁବେଳେ ଇଚ୍ଛା ଥିଲା କି ମୁଁ ଜର୍ଜ ହୁଏ, କିନ୍ତୁ ମୁଁ ତାଙ୍କ ସ୍ୱପ୍ନ ପୂରା କରିଛି। ହେଲେ ସେ ଆଜି ମୋ ପାଖରେ ନାହାନ୍ତି।