ମହାଭାରତ ଯୁଦ୍ଧ ପରେ, ମହାଦେବ ଙ୍କ ଅସ୍ତ୍ର ରେ ଅଶ୍ବଥମା ହତ୍ଯା କରିଥିଲେ ପାଣ୍ଡବ ପୁତ୍ର ମାନଙ୍କ। ମାତ୍ର କେମିତି?

ମହାଭାରତ ରେ ଅନେକ କଥା ଏମିତି ଅଛି ଯାହାକି ସମସ୍ତେ ଜାଣି ନଥିବେ। ସମସ୍ତେ ଜାଣିଛନ୍ତି ଯେ ଅଶ୍ବଥମା ରାତ୍ରି ସମୟ ରେ ଅଧର୍ମ ପୂର୍ବକ ପାଣ୍ଡବ ପୁତ୍ର ମାନଙ୍କର ବଧ କରିଥିଲେ। କିନ୍ତୁ କମ ଲୋକ ଜାଣିଛନ୍ତି ଯେ ପାଣ୍ଡବ ଙ୍କ ଶିବିର ର ରଖ୍ଯା ସ୍ବୟଂ ମହାଦେବ କରୁଥିଲେ। ତାଙ୍କ ଅସ୍ତ୍ର ରେ ହିଁ ଅଶ୍ବଥମା ପାଣ୍ଡବ ପୁତ୍ର ଙ୍କୁ ହତ୍ଯା କରିଥିଲେ। ଯେତେବେଳେ ଭୀମ ଦୁର୍ଯ୍ଯଧନ ର ଜଂଘ ଭାଂଗି ଦେଇ ସେହି
 
ମହାଭାରତ ଯୁଦ୍ଧ ପରେ, ମହାଦେବ ଙ୍କ ଅସ୍ତ୍ର ରେ ଅଶ୍ବଥମା ହତ୍ଯା କରିଥିଲେ ପାଣ୍ଡବ ପୁତ୍ର ମାନଙ୍କ। ମାତ୍ର କେମିତି?

ମହାଭାରତ ରେ ଅନେକ କଥା ଏମିତି ଅଛି ଯାହାକି ସମସ୍ତେ ଜାଣି ନଥିବେ। ସମସ୍ତେ ଜାଣିଛନ୍ତି ଯେ ଅଶ୍ବଥମା ରାତ୍ରି ସମୟ ରେ ଅଧର୍ମ ପୂର୍ବକ ପାଣ୍ଡବ ପୁତ୍ର ମାନଙ୍କର ବଧ କରିଥିଲେ। କିନ୍ତୁ କମ ଲୋକ ଜାଣିଛନ୍ତି ଯେ ପାଣ୍ଡବ ଙ୍କ ଶିବିର ର ରଖ୍ଯା ସ୍ବୟଂ ମହାଦେବ କରୁଥିଲେ। ତାଙ୍କ ଅସ୍ତ୍ର ରେ ହିଁ ଅଶ୍ବଥମା ପାଣ୍ଡବ ପୁତ୍ର ଙ୍କୁ ହତ୍ଯା କରିଥିଲେ।

ମହାଭାରତ ଯୁଦ୍ଧ ପରେ, ମହାଦେବ ଙ୍କ ଅସ୍ତ୍ର ରେ ଅଶ୍ବଥମା ହତ୍ଯା କରିଥିଲେ ପାଣ୍ଡବ ପୁତ୍ର ମାନଙ୍କ। ମାତ୍ର କେମିତି?

ଯେତେବେଳେ ଭୀମ ଦୁର୍ଯ୍ଯଧନ ର ଜଂଘ ଭାଂଗି ଦେଇ ସେହି ଅବସ୍ଥା ରେ ହିଁ ତାଙ୍କୁ ଛାଡି ଦେଲେ। ଅଶ୍ବଥମା, କୃତବର୍ମା ଓ କୃପାଚାର୍ଯ୍ଯ ତାଙ୍କ ପାଖକୁ ଗଲେ। ସେଠାରେ ଅଶ୍ବଥମା ପାଣ୍ଡବ ଙ୍କୁ ଶେଷ କରିବା ପାଇଁ ସଂକଳ୍ପ ନେଲେ। ରାତ୍ରି ସମୟ ରେ ତିନି ଜଣ ଶିବିର କୁ ଗଲେ, ସେଠାରେ ଅଶ୍ବଥମା ଦେଖିଲେ, ସ୍ବୟଂ ମହାଦେବ ସେହି ଶିବିର ର ରଖ୍ଯା କରୁଛନ୍ତି।

ମହାଭାରତ ଯୁଦ୍ଧ ପରେ, ମହାଦେବ ଙ୍କ ଅସ୍ତ୍ର ରେ ଅଶ୍ବଥମା ହତ୍ଯା କରିଥିଲେ ପାଣ୍ଡବ ପୁତ୍ର ମାନଙ୍କ। ମାତ୍ର କେମିତି?

ଏହା ଦେଖି ଅଶ୍ବଥମା ମହାଦେବ ଙ୍କ ଉପରେ ଦିବ୍ଯସ୍ତ୍ର ପ୍ରୟୋଗ କଲେ କିନ୍ତୁ ମହାଦେବ ଙ୍କ ର କିଛି ପ୍ରଭାବ ପଡିଲା ନାହିଁ। ଏହା ଦେଖି ଅଶ୍ବଥମା ସ୍ବୟଂ ନିଜର ବଳି ଦେବାକୁ ଲାଗିଲେ।
ଏହା ଦେଖି ମହାଦେବ କହିଲେ, ଶ୍ରୀକୃଷ୍ଣ ତପସ୍ଯା, ନିୟମ, ନିଷ୍ଠା ବାଣି ରେ ମୋର ଆରଧାନା କରିଥିଲେ। ତେଣୁ ତାଙ୍କ ଠାରୁ ପ୍ରିୟ ମୋର କେହି ନୁହଁନ୍ତି। ଏଥିପାଇଁ ଏବେ ଯାଏଁ ମୁଁ ଶିବିର ର ରଖ୍ଯା କରୁଥିଲି। କିନ୍ତୁ ଏବେ ଏମାନଙ୍କ ର ଶେଷ ସମୟ ଆସିଗଲା।

ମହାଭାରତ ଯୁଦ୍ଧ ପରେ, ମହାଦେବ ଙ୍କ ଅସ୍ତ୍ର ରେ ଅଶ୍ବଥମା ହତ୍ଯା କରିଥିଲେ ପାଣ୍ଡବ ପୁତ୍ର ମାନଙ୍କ। ମାତ୍ର କେମିତି?

ଏହା କହି ମହାଦେବ ଅଶ୍ବଥମା ଙ୍କୁ ନିଜର ତଲୱାର ଦେଇ ନିଜେ ଅଶ୍ବଥମା ଙ୍କ ମଧ୍ଯ ରେ ଲୀନ ହୋଇଗଲେ। ମହାଦେବ ଙ୍କ ବର ପାଇ ଅଶ୍ବଥମା ଦ୍ରପଦୀ ଙ୍କ ଭାଇ ଧୃଷ୍ଟଧୃମ୍ନ, ଉତ୍ତମୌଜା, ୟୁଧାମନ୍ଯୁ, ଶିଖଂଡି ଆଦି ବୀର ଙ୍କୁ ବଧ କରିଦେଲେ। ତାପରେ ଅଶ୍ବଥମା ଙ୍କୁ ଅଟକାଇ ବା ପାଇଁ ଦୈପଦୀ ଙ୍କ ପୁତ୍ର ମାନେ ଆସିଲେ, କିନ୍ତୁ ସେ ମହାଦେବ ଙ୍କ ତଲୱାର ରେ ସେମାନଙ୍କୁ ମଧ୍ଯ ବଧ କରିଦେଲେ।ଧୁର୍ଯ୍ଯଧନ ଏହି କଥା ଜାଣି ଅନେକ ଖୁସି ହେଲେ କିନ୍ତୁ କିଛି ସମୟ ମଧ୍ଯରେ ସେ ପ୍ରାଣ ତ୍ଯାଗ କଲେ।`