ପିଏମ ନରେନ୍ଦ୍ର ମୋଦି ବାୟୋପିକ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ, ଏମିତି ଦେଖାଯିବେ ବିବେକ। ଦେଖନ୍ତୁ ଫୋଟୋ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଫିଲ୍ମ “ପିଏମ ନରେନ୍ଦ୍ର ମୋଦି” ର ପୋଷ୍ଟର ରିଲିଜ ହୋଇଯାଇଛି। ବିବେକ ଓବୋରାଁୟ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଭୂମିକା ରେ ନଜର ଆସିବେ।ତାଙ୍କ ପଛ ରେ ରାଷ୍ଟ୍ରିୟ ପତାକା ଉଡୁଥିବା ର ନଜର ଆସିଛି। ଫିଲ୍ମ ର ପନ୍ଚ ଲାଇନ- ଦେଶ ଭକ୍ତି ହି ମେରା ଭକ୍ତି। ଫିଲ୍ମ ର ପୋଷ୍ଟର ୨୩ ଟି ଭାଷା ରେ ଲନ୍ଚ କରାଯାଇଛି। ୨୦୧୯ ର ନିର୍ବାଚନ ପୂର୍ବରୁ ଏହି
 
ପିଏମ ନରେନ୍ଦ୍ର ମୋଦି ବାୟୋପିକ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ, ଏମିତି ଦେଖାଯିବେ ବିବେକ। ଦେଖନ୍ତୁ ଫୋଟୋ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଫିଲ୍ମ “ପିଏମ ନରେନ୍ଦ୍ର ମୋଦି” ର ପୋଷ୍ଟର ରିଲିଜ ହୋଇଯାଇଛି। ବିବେକ ଓବୋରାଁୟ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଭୂମିକା ରେ ନଜର ଆସିବେ।ତାଙ୍କ ପଛ ରେ ରାଷ୍ଟ୍ରିୟ ପତାକା ଉଡୁଥିବା ର ନଜର ଆସିଛି। ଫିଲ୍ମ ର ପନ୍ଚ ଲାଇନ- ଦେଶ ଭକ୍ତି ହି ମେରା ଭକ୍ତି।

ପିଏମ ନରେନ୍ଦ୍ର ମୋଦି ବାୟୋପିକ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ, ଏମିତି ଦେଖାଯିବେ ବିବେକ। ଦେଖନ୍ତୁ ଫୋଟୋ

ଫିଲ୍ମ ର ପୋଷ୍ଟର ୨୩ ଟି ଭାଷା ରେ ଲନ୍ଚ କରାଯାଇଛି। ୨୦୧୯ ର ନିର୍ବାଚନ ପୂର୍ବରୁ ଏହି ଫିଲ୍ମ ମୋଦି ଙ୍କ ପାଇଁ ବେଶ ଲାଭଦାୟ ହେବ। ବିବେକ ଓବୋରାଁୟ ଫିଲ୍ମ ର ପୋଷ୍ଟର ଟ୍ବବିଟ କରି କ୍ଯାପ୍ସନ ରେ ଲେଖିଛନ୍ତି-ହାମ ଇସ ଅଦୃତ ସଫଲ କେ ଲିଏ ଆପକି ପ୍ରାର୍ଥନାଅଁ ଅର ଆଶିର୍ବାଦ କି କାମନା କରତେ ହେଁ।

ପିଏମ ନରେନ୍ଦ୍ର ମୋଦି ବାୟୋପିକ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ, ଏମିତି ଦେଖାଯିବେ ବିବେକ। ଦେଖନ୍ତୁ ଫୋଟୋ

ଓମଂଗ କୁମାର ଙ୍କ ନିର୍ଦ୍ଦେଶନା ଓ ସୁରେଶ ଓବୋରାଁୟ ଓ ସଂଦିପ ସିଂହ ଙ୍କ ପ୍ରୋଡକ୍ସନ ରେ ଏହି ଫିଲ୍ମ ରିଲିଜ ହେବ। ଏହି ପ୍ରଜେକ୍ଟ ଉପରେ ଗତ ୨ ବର୍ଷ ଧରି କାମ ଚାଲିଛି। ଅନେକ ସମୟ ଧରି ଚର୍ଚ୍ଚା ଚାଲିଥିଲା ମୋଦି ଙ୍କ ଭୂମିକା ରେ କିଏ ଅଭିନୟ କରିବେ। କିନ୍ତୁ ଏବେ ବିବେକ ଓବୋରାଁୟ ଙ୍କୁ ଘୋଷଣା କରାଯାଇଛି।

ପିଏମ ନରେନ୍ଦ୍ର ମୋଦି ବାୟୋପିକ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ, ଏମିତି ଦେଖାଯିବେ ବିବେକ। ଦେଖନ୍ତୁ ଫୋଟୋ

ପୋଷ୍ଟର ରିଲିଜ ହେବା ପରେ ଏବେ ଟ୍ରେଲୋର ଭିଡିଓ ପାଇଁ ଅପେଖ୍ଯା ରହିଛି। ୨୦୧୪ ରେ ଲୋକସଭା ନିର୍ବାଚନ ରେ ଭାଜପା ଶୋସିଆଲ ମିଡିଆ କୁ ନିଜର ମୁଖ୍ଯ ଅସ୍ତ୍ର ବନାଇଥିଲେ। ଯାହାକି ବେଶ ଲାଭପ୍ରଦ ହୋଇଥିଲା ବିଜେପି ପାଇଁ। ଏବେ ୨୦୧୯ ର ନିର୍ବାଚନ ପହଁନ୍ଚିଲାଣି। ପିଏମ ମୋଦି ଙ୍କ ପାଇଁ ମଧ୍ଯ ଏହି ବାୟୋପିକ ଫିଲ୍ମ ବେଶ ଲାଭପ୍ରଦ ହେବ ବୋଲି ଆଶାବକରାଯାଉଛି।