ଏକା ଆତଙ୍କବାଦୀମାନଙ୍କ ସହ ଲଢ଼ିଲେ, ଆଖି କୁ ଗୁଳି ବାଜିଲା ପରେ ବି ମାରିଦେଲେ ୩ ଜଣ ଆତଙ୍କବାଦୀ କୁ ।

ଚେତନ ଚିତା, ଯିଏକି ସିଆରପିଏଫ କିର୍ତି ଚକ୍ର ବିଜେତା, କେନ୍ଦିୟ ରିଜର୍ବ ପେଲିସ ର କମାଣ୍ଡିଂଗ ଅଫିସର ଥିଲେ। କାଶ୍ମିର ର ବାଂଦିପିରା ରେ ହୋଇଥିବା ଗୁଳି ବର୍ଷଣ ରେ ଗୁରୁତର ଭାବରେ ଆଘାତ ପାଇଥିଲେ। ତାଙ୍କ ମୁହଁ ରୁ ଶୁଣିବା ସେ ଦିନ ର ଘଟଣା। ଆଗ ଦିନ ଆମକୁ ଖବର ଆସିଥିଲା କିଛି ମିଲିଟେଁଟ ଗୋଟିଏ ଲେକେସନ ରାତିରେ ଅଟକିବା ପାଇଁ। ଆମେ ସକାଳରୁ ଆସି ସେଠାରେ ଘେରାବଂନ୍ଦି କଲୁ। ସେହି ସମୟରେ ସେମାନଙ୍କୁ
 
ଏକା ଆତଙ୍କବାଦୀମାନଙ୍କ ସହ ଲଢ଼ିଲେ, ଆଖି କୁ ଗୁଳି ବାଜିଲା ପରେ ବି ମାରିଦେଲେ ୩  ଜଣ ଆତଙ୍କବାଦୀ କୁ ।

ଚେତନ ଚିତା, ଯିଏକି ସିଆରପିଏଫ କିର୍ତି ଚକ୍ର ବିଜେତା, କେନ୍ଦିୟ ରିଜର୍ବ ପେଲିସ ର କମାଣ୍ଡିଂଗ ଅଫିସର ଥିଲେ। କାଶ୍ମିର ର ବାଂଦିପିରା ରେ ହୋଇଥିବା ଗୁଳି ବର୍ଷଣ ରେ ଗୁରୁତର ଭାବରେ ଆଘାତ ପାଇଥିଲେ। ତାଙ୍କ ମୁହଁ ରୁ ଶୁଣିବା ସେ ଦିନ ର ଘଟଣା। ଆଗ ଦିନ ଆମକୁ ଖବର ଆସିଥିଲା କିଛି ମିଲିଟେଁଟ ଗୋଟିଏ ଲେକେସନ ରାତିରେ ଅଟକିବା ପାଇଁ। ଆମେ ସକାଳରୁ ଆସି ସେଠାରେ ଘେରାବଂନ୍ଦି କଲୁ।

ଏକା ଆତଙ୍କବାଦୀମାନଙ୍କ ସହ ଲଢ଼ିଲେ, ଆଖି କୁ ଗୁଳି ବାଜିଲା ପରେ ବି ମାରିଦେଲେ ୩  ଜଣ ଆତଙ୍କବାଦୀ କୁ ।

ସେହି ସମୟରେ ସେମାନଙ୍କୁ ଆମେ ଆସିବାର ଖବର ମିଳିଯାଇଥିଲା। ଏହା ପରେ ବହୁଳ ଭାବରେ ଗୁଳି ବର୍ଷଣ ହେଲା। ସେଦିନ ଗୁଳି ବର୍ଷଣ ରେ ମୋ ଦେହ ରେ ୯ ଟି ଗୁଳି ବାଜିଥିଲା। ୧୫ ଟି ମୋ ବୁଲେଟ ପ୍ରୁଫ ରେ ଥିଲା। ସେଦିନ ବୁଲେଟ ପ୍ରୁଫ ପିନ୍ଧି ନଥିଲେ ଆଜି ଆପଣ ମାନଙ୍କ ସାମ୍ନା ରେ ଇଣ୍ଟରଭ୍ଯୁ ଦେଉ ନଥାନ୍ତି।

ଏକା ଆତଙ୍କବାଦୀମାନଙ୍କ ସହ ଲଢ଼ିଲେ, ଆଖି କୁ ଗୁଳି ବାଜିଲା ପରେ ବି ମାରିଦେଲେ ୩  ଜଣ ଆତଙ୍କବାଦୀ କୁ ।

ଭାରତ ସେବା ସଂବାଦ ପଖ୍ଯ ରୁ ଘୋଡଦୈଡ ରୋଡ ଈଂଦୈର ଷ୍ଟାଡିୟମ ରେ ଇଂସ୍ପାୟର ଟୁ ଏସ୍ପାୟର ର ସୁତ୍ର ରୁ ରାଷ୍ଟ୍ରିୟ ଯୁବା ଦିନ ପାଳନ କରାଗଲା। ଯେଉଁଥିରେ ଭାରତୀୟ ଯୁବ ଆଈକାଁନ ଶରଦ ବିବେକ ସାଗର, ଚେନ ଚିତା, ଏଂଟରପ୍ରିନ୍ୟର ପଝାଖି କଳ୍ପନା ସରୋଜ, ପର୍ଯାବରଣ ଏକ୍ଟିବିସ୍ଟ ପଝାଖି ଜାଦବ ମୋଲୟ, ସ୍ଟାର୍ଟ ଅପ ମେନ୍ଟର ରାହୁଲ ନାର୍ବିକର, ଆଈଏଏସ ସୁରଭି ଗୈତମ, ପର୍ବତାରୋହୀ ସାଚି, ସିନେ ଟିଭି ଏକ୍ଟର ଆଶା ଝା, ୟୁଟ୍ଯୁବ ଅକ୍ଟର ଶିବାଂକିତ ପରିହାର, ଟେବଲ ଟେନିସ ଚୈମ୍ପିୟନ ପ୍ଲେୟର ହରମିତ ଦେଶାଇ, ଫାସ୍ଟେସ୍ଟ ଫର୍ମୁଲା ରେସର ସ୍ନେହା ଶର୍ମା, ଟେକ ଇନୋବେଟର ତଦରର ଅନଂଗ, ଲେଖକ ବିଚଲ ତଲେକର, ଯୋଗ ଚାମ୍ପିୟାନ କୁଶୀ ଏଚ, ଦେଶର ପ୍ରତିଭା ମାନଙ୍କୁ ସମ୍ମନିତ କରିବା ପାଇଁ କରାଯାଇଥିଲା।

ଏକା ଆତଙ୍କବାଦୀମାନଙ୍କ ସହ ଲଢ଼ିଲେ, ଆଖି କୁ ଗୁଳି ବାଜିଲା ପରେ ବି ମାରିଦେଲେ ୩  ଜଣ ଆତଙ୍କବାଦୀ କୁ ।

ଚେତନ ଚିତା କହିଛନ୍ତି। ସେ ୧୬ ରାଉଂଡ ଗୁଳି ଫାୟାର କରିଥିଲେ। ଆତଙ୍କବାଦି ୩୦ ରାଉଂଡ ଗୁଳି ଚଲେଇ ଥିଲେ। ଗୋଟିଏ ଆତଙ୍କି ପଳାଇ ଯାଇ ଥିବା ବେଳେ ଅନ୍ଯଟି ର ମୃତ୍ଯୁ ହୋଇଥିଲା। ୪୫ ଜଣ ବାଟାଲିୟନ ରେ ସେ କମାଡିଂଗ ଅଫିସର ଥିଲେ। ତାଙ୍କୁ ୯ ଟି ଗୁଳି ଲାଗିଥିଲା। ଦେଢମାସ କୋମା ରେ ରହିବା ପରେ ତାଙ୍କୁ ହୋଶ ଆସିଥିଲା