ରୋହିତ ଶର୍ମା ଙ୍କ ପତ୍ନୀ ରିତିକା ମଧ୍ୟ ନିନ୍ଦା କରି ଏମିତି କିଛି କହିଲେ ହାର୍ଦିକ ଙ୍କୁ ଭାଇରଲ ହେଲା ଫୋଟୋ।

ଭାରତୀୟ ଟିମ ର ସୁପରିଚିତ ଖେଳାଳୀ ହାର୍ଦିକ ପାଣ୍ଡିଆ ତଥା କେ ଏଲ ରାହୁଲ କରଣ ଜୈହର ଙ୍କ ଶୋ “କଫି ୱିଥ କରଣ” ରେ ଦେଇଥିବା ମନ୍ତବ୍ଯ ଏବେ ବିବାଦୀୟ ରୂପ ଧାରଣ କରିଛି। ସୋଶିଆଲ ମିଡିଆ ରେ ଏହି ଦୁଇ କ୍ରିକେଟର ଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି। ବିସିସିିଆଈ ଏହି ଦୁଇ କ୍ରିକେଟ ଙ୍କୁ ତତ୍କାଳ ବେନ କରିଛି। ଏହି ବିବାଦ ପରେ ସମସ୍ତେ ନିଜ ନିଜ ର ପ୍ରତିକ୍ରିୟା ଦେଇଛନ୍ତି। ଭାରତୀୟ କ୍ରିକେଟ
 
ରୋହିତ ଶର୍ମା ଙ୍କ ପତ୍ନୀ ରିତିକା ମଧ୍ୟ ନିନ୍ଦା କରି ଏମିତି କିଛି କହିଲେ ହାର୍ଦିକ ଙ୍କୁ ଭାଇରଲ ହେଲା ଫୋଟୋ।

ଭାରତୀୟ ଟିମ ର ସୁପରିଚିତ ଖେଳାଳୀ ହାର୍ଦିକ ପାଣ୍ଡିଆ ତଥା କେ ଏଲ ରାହୁଲ କରଣ ଜୈହର ଙ୍କ ଶୋ “କଫି ୱିଥ କରଣ” ରେ ଦେଇଥିବା ମନ୍ତବ୍ଯ ଏବେ ବିବାଦୀୟ ରୂପ ଧାରଣ କରିଛି। ସୋଶିଆଲ ମିଡିଆ ରେ ଏହି ଦୁଇ କ୍ରିକେଟର ଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି। ବିସିସିିଆଈ ଏହି ଦୁଇ କ୍ରିକେଟ ଙ୍କୁ ତତ୍କାଳ ବେନ କରିଛି।

ରୋହିତ ଶର୍ମା ଙ୍କ ପତ୍ନୀ ରିତିକା ମଧ୍ୟ ନିନ୍ଦା କରି ଏମିତି କିଛି କହିଲେ ହାର୍ଦିକ ଙ୍କୁ ଭାଇରଲ ହେଲା ଫୋଟୋ।

ଏହି ବିବାଦ ପରେ ସମସ୍ତେ ନିଜ ନିଜ ର ପ୍ରତିକ୍ରିୟା ଦେଇଛନ୍ତି। ଭାରତୀୟ କ୍ରିକେଟ ଟିମ ର ପ୍ରସିଦ୍ଧ ଖେଳାଳୀ ରୋହିତ ଶର୍ମା ଙ୍କ ଧର୍ମପତ୍ନୀ ରିତିକା ସଜଦେହ ବି ନିଜର ପ୍ରତିକ୍ରିୟା କୁ ନେଇ ସୋଶିଆଲ ମିଡିଆ ରେ ଏକ ପୋଷ୍ଟ କରିଛନ୍ତି କିନ୍ତୁ ସେଠାରେ ସେ ହାର୍ଦିକ ଙ୍କ ନାମ ଲେଖି ନାହାଁନ୍ତି।

ରୋହିତ ଶର୍ମା ଙ୍କ ପତ୍ନୀ ରିତିକା ମଧ୍ୟ ନିନ୍ଦା କରି ଏମିତି କିଛି କହିଲେ ହାର୍ଦିକ ଙ୍କୁ ଭାଇରଲ ହେଲା ଫୋଟୋ।

ତଥାପି ଲୋକମାନେ ଜାଣିଗୋଲେ ଯେ ରିତିକା, ହାର୍ଦିକ କୁ ନେଇ ହିଁ ପୋଷ୍ଟ ଦେଇଛନ୍ତି। ତାପରେ ଫୋଲର ମାନେ ରିତିକା ଙ୍କୁ ଅନେକ ପ୍ରଶଂସା କରି କମେଣ୍ଟ ଦେଇଛନ୍ତି। ରିତିକା ସୋଶିଆଲ ମିଡିଆ ଆକାଉଁଟ ରେ ପୋଷ୍ଟ ରେ ଲେଖିଛନ୍ତି,”ପୁଅମାନେ ସମସ୍ତେ ନିଜ ଆଖି ବନ୍ଦ କର ଆଉ ଭାବ କି ତୁମର ଗୋଟେ ଝିଅ ଅଛି ତାକୁ ତୁମ ଭଳି ପୁଅ ଡେଟ କରୁଛି, ଏହା ପରେ ବି ତୁମେ ହସିପାରିବ”? ଯଦି ନା, ବଦଳି ଯାଅ।