ଭାରତ ର ସେଟ ରେ ସଲମାନ ମାରିଲେ ଚୌକା ଛକା, ଲୋକେ କହିଲେ ବେଟ ରେ ହରିଣ ମରିବ।

ସଲମାନ ନିଜର ଆଗକୁ ଆସୁଥିବା ଫିଲ୍ମ ଭାରତ ର ସୁଟିଂଗ ରେ ବ୍ଯାସ୍ତ ଅଛନ୍ତି। ସେ ଈନଷ୍ଟାଗ୍ରାମ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି। କ୍ଯାପସନ ରେ ଲେଖିଛନ୍ତି -Bharat khelega.#onlocationstories@bharat ସଲମାନ ରାଇଟ ହ୍ଯାଂଡ ହୋଇଥିବା ବେଳେ ସେ ଲେଫ୍ଟ ହ୍ଯାଂଡ ରେ କ୍ରିକେଟ ଖେଳୁଥିବାର ନଜର ଆସିଥିଲେ। ସେ ବହୁତ ଭଲ ଚୈକା ଛକା ମାରୁଛନ୍ତି।ସୋଶିଆଲ ମିଡିଆ ରେ ଭିଡିଓ ଟି ଭାୟରାଲ ହେବାରେ ଲାଗିଛି।
 
ପ୍ରଶଂସକ ମାନଙ୍କର କମେଣ୍ଟ ର ସୁଅ ଛୁଟି ଚାଲିଛି। କେହି କେହି କମେଣ୍ଟ ତାଙ୍କୁ କ୍ରିକେଟ ଖେଳିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। କ୍ରିକେଟ ଖେଳିବା ସମୟ ରେ ସଲମାନ ପୁରା ଝାଳ ରେ ଭିଜି ଯାଇଥିଲେ। ସେ ଖେଳିବା ସମୟରେ ବ୍ଲାକ ଓ ହ୍ବଇଟ କଲର ଟି ସାର୍ଟ ପିନ୍ଧିଥିଲେ।

ଭାରତ ର ସେଟ ରେ ସଲମାନ ମାରିଲେ ଚୌକା ଛକା, ଲୋକେ କହିଲେ ବେଟ ରେ ହରିଣ ମରିବ।

ଅନେକ ପ୍ରଶଂସକ ତାଙ୍କୁ ବିରାଟ ଙ୍କ ଠାରୁ ମଧ୍ଯ ଭଲ ଖେଳୁଛନ୍ତି।ଜଣେ ପଚାରିଛନ୍ତି କ୍ରିକେଟ ଟିମ ଖୋଲିବେ କି।ଏହିପରି ଅନେକ ପ୍ରଶଂସା ମିଳିଛି ତାଙ୍କୁ। ଡାୟରେକ୍ଟର ଅଲୀ ଅବ୍ବାସ ଜଫର ଙ୍କ ଫିଲ୍ମ “ଭାରତ” ଏହି ବର୍ଷ ଜୁନ ରେ ଈଦ ରେ ରିଲିଜ କରିବେ। ଫିଲ୍ମ ରେ ସଲମାନ ଙ୍କ ସହ କୈଟ୍ରିନା କୈଫ, ଦିଶା ପାଟନୀ,ତବ୍ବୁ,ଜୈକି ଶ୍ରାଫ, ସୁନିଲ ଗ୍ରୋବର ଅଛନ୍ତି। ଏହି ଫିଲ୍ମ ର ସୁଟିଂଗ ସରିଲା ପରେ ସଲମାନ “ଦବଙ୍ଗ3” ସୁଟିଂଗ କରିବେ।