ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

ଆପଣ ବଲିଉଡର ବହୁତ ସାରା ଅଭିନେତ୍ରୀ ଙ୍କୁ ଜାଣିଥିବେ। ଆଉ ଆପଣ ଏହି ଅଭିନେତ୍ରୀ ମାନଙ୍କ ବହୁତ ବଡ ଫ୍ୟାନ ମଧ୍ୟ ହୋଇଥିବେ। ହେଲେ ଯଦି ମୋଟି ହୋଇଯିବେ ତ କିପରି ଦେଖାଯିବେ। ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଅଭିନେତ୍ରୀଙ୍କ ମଜାଳିଆ ଫଟୋ ଦେଖେଇବୁ ଯାହା ଆପଣଙ୍କୁ ନିଶ୍ଚିତ ହସେଇବ। (ସମସ୍ତ ଫଟୋ କେବଳ ମନୋରଞ୍ଜନ ପାଇଁ କାହାକୁ ମଜାକ୍ କରିବା ଆମର ଜମାରୁ ବି ଉଦ୍ଧେଶ୍ୟ ନୁହଁ) ୧) ପ୍ରିୟଙ୍କା ଚୋପ୍ରାଙ୍କ ଏହି ଫଟୋ
 
ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

ଆପଣ ବଲିଉଡର ବହୁତ ସାରା ଅଭିନେତ୍ରୀ ଙ୍କୁ ଜାଣିଥିବେ। ଆଉ ଆପଣ ଏହି ଅଭିନେତ୍ରୀ ମାନଙ୍କ ବହୁତ ବଡ ଫ୍ୟାନ ମଧ୍ୟ ହୋଇଥିବେ। ହେଲେ ଯଦି ମୋଟି ହୋଇଯିବେ ତ କିପରି ଦେଖାଯିବେ। ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଅଭିନେତ୍ରୀଙ୍କ ମଜାଳିଆ ଫଟୋ ଦେଖେଇବୁ ଯାହା ଆପଣଙ୍କୁ ନିଶ୍ଚିତ ହସେଇବ। (ସମସ୍ତ ଫଟୋ କେବଳ ମନୋରଞ୍ଜନ ପାଇଁ କାହାକୁ ମଜାକ୍ କରିବା ଆମର ଜମାରୁ ବି ଉଦ୍ଧେଶ୍ୟ ନୁହଁ)

୧) ପ୍ରିୟଙ୍କା ଚୋପ୍ରାଙ୍କ ଏହି ଫଟୋ ପୂର୍ବରୁ ଅନେକ ଥର ଭାଇରାଲ୍ ହୋଇଛି। ଏହି ଫଟୋକୁ ଦେଖି ଏମିତି ଲାଗୁଛି ଯେମିତି ପ୍ରିୟଙ୍କାଙ୍କ ଓଜନ ୮୦ କିଲୋ।

ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

୨) ସୋନାକ୍ଷୀ ସିହ୍ନା ବଲିଉଡର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସଲମାନ ଖାନ ଙ୍କ ସହ ଦବଙ୍ଗ ଫିଲ୍ମରେ କ୍ୟାରିୟର ଆରମ୍ଭ କରି ସେ ବେଶ୍ ପରିଚିତ। ଏହି ଫଟୋ ରେ ସୋନାକ୍ଷୀ ଖୁବ୍ ମୋଟି ଦେଖାଯାଉଛନ୍ତି।

ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

୩) ଦୀପିକା ପାଦୁକନ୍ ବଲିଉଡରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଦୀପିକା ଏହି ଫଟୋରେ ଅତ୍ୟନ୍ତ ମୋଟୀ ଓଜନଦାର ଦେଖାଯାଉଛନ୍ତି।

ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

୪) ଏହି ଫଟୋ ଆହୁରି ବି ମଜାଦାର କାରଣ ଏହି ଫଟୋରେ ରାଣି ମୂଖାର୍ଜୀ ଙ୍କୁ ଏମିତି ଲାଗୁଛି ଯେମିତି ସେ ୧୦୦ କିଲୋର।

ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ

୫) କ୍ୟୁଟ ଅଭିନେତ୍ରୀ ଭାବେ ଜଣାଶୁଣା ଆଲିଆଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ୍ ଭାଇରାଲ୍ ହୋଇଥିଲା। ଏହି ଫଟୋରେ ଆଲିଆ ଖୁବ୍ ମୋଟି ଲାଗୁଛନ୍ତି।

ଦେଖନ୍ତୁ ପ୍ରିୟ ହିରୋଇନ୍ ମାନଙ୍କୁ ଯେଉଁମାନେ ଯଦି ମୋଟି ହୋଇଯିବେ ତେବେ କିଛି ଏହିଭଳି ଦେଖାଯିବେ