ସୈଫ ଖୋଲିଲେ କରିନା ଙ୍କ ଖୋଲିଲେ ଗୋଟେ ରାଜ, ତାହା ଶୁଣି ସାରା ଅଲି ଖାଁ ନିଜ କାନ ବନ୍ଦ କରିଦେଲେ।

ସାରା ଅଲି ଖାନ ନିଜର ଫିଲ୍ମ “କେଦାରନାଥ” ଯୋଗୁଁ ବେଶ ଚର୍ଚ୍ଚା ରେ ଅଛନ୍ତି। ବୋଲିଉଡ ରେ ନିଜର ସ୍ଥାନ ସୁଦୃଢ କରିବାକୁ ସାରା ପ୍ରସ୍ତୁତ ହୋଇଯାଇଛନ୍ତି। ଏହି ଅବସର ରେ କରଣ ଜୈହର ନିଜ ଶୋ “କଫି ୱିଥ କରଣ” କୁ ସୈଫ ଅଲି ଖାନ ଓ ଝିଅ ସାରା ଅଲି ଖାନ ଙ୍କୁ ନିମନ୍ତ୍ରଣ କରିଥିଲେ। କରଣ ସୈଫ ଙ୍କୁ ପଚାରିଥିଲେ, ନିଜ ପତ୍ନୀ କରିନା ଙ୍କ ର ଜିମ ଲୁକ ଜଣା ଅଛି
 
ସୈଫ ଖୋଲିଲେ କରିନା ଙ୍କ ଖୋଲିଲେ ଗୋଟେ ରାଜ, ତାହା ଶୁଣି ସାରା ଅଲି ଖାଁ ନିଜ କାନ ବନ୍ଦ କରିଦେଲେ।

ସାରା ଅଲି ଖାନ ନିଜର ଫିଲ୍ମ “କେଦାରନାଥ” ଯୋଗୁଁ ବେଶ ଚର୍ଚ୍ଚା ରେ ଅଛନ୍ତି। ବୋଲିଉଡ ରେ ନିଜର ସ୍ଥାନ ସୁଦୃଢ କରିବାକୁ ସାରା ପ୍ରସ୍ତୁତ ହୋଇଯାଇଛନ୍ତି। ଏହି ଅବସର ରେ କରଣ ଜୈହର ନିଜ ଶୋ “କଫି ୱିଥ କରଣ” କୁ ସୈଫ ଅଲି ଖାନ ଓ ଝିଅ ସାରା ଅଲି ଖାନ ଙ୍କୁ ନିମନ୍ତ୍ରଣ କରିଥିଲେ।

ସୈଫ ଖୋଲିଲେ କରିନା ଙ୍କ ଖୋଲିଲେ ଗୋଟେ ରାଜ, ତାହା ଶୁଣି ସାରା ଅଲି ଖାଁ ନିଜ କାନ ବନ୍ଦ କରିଦେଲେ।

କରଣ ସୈଫ ଙ୍କୁ ପଚାରିଥିଲେ, ନିଜ ପତ୍ନୀ କରିନା ଙ୍କ ର ଜିମ ଲୁକ ଜଣା ଅଛି କି ନାହିଁ? ସୈଫ ଉତ୍ତର ଦେଲେ କରିନା ଯେତେବେଳେ ବି ଜିମ ଯିବାକୁ ବାହାରନ୍ତି, ବେଡରୁମ ରେ ରେଡି ହୁଅନ୍ତି ସେହି ସମୟ ରେ ସେ ପୁରା ପାଖରୁ ଦେଖନ୍ତି। ସୈଫ କହିଛନ୍ତି କରିନା ଙ୍କ ଯିବା ସମୟ ଓ ଆସିବା ସମୟ କୁ ମୁଁ ଖୋଜୁଥାଏ।

ସୈଫ ଖୋଲିଲେ କରିନା ଙ୍କ ଖୋଲିଲେ ଗୋଟେ ରାଜ, ତାହା ଶୁଣି ସାରା ଅଲି ଖାଁ ନିଜ କାନ ବନ୍ଦ କରିଦେଲେ।

ସୈଫ କିଛି ଆଗକୁ କହିବା ପୂର୍ବରୁ ପାଖରେ ବସିଥିବା ସାରା ଅଲି ଖାନ ନିଜ କାନ ବନ୍ଦ କରିଦେଲେ। ସୈଫ ବୁଝିଗଲେ ଯେ ସେ କିଛି ଅଧିକା କହିଦେଲେ ଘର ର ରାଜ ଟିଭି ରେ। ତାପରେ କରଣ କଥା ବଦଳାଇ ଦେଲେ କଥା।