ସବୁ ମାସରେ ପାଞ୍ଚଜଣ ମହିଳାଙ୍କୁ ମା ବନେଇ ଥାଏ ଏହି ଲୋକଟି, ଏମିତି କରିବାର କାରଣ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ ହେଲେ ଏହା ସମ୍ପୂର୍ଣ୍ଣ ସତ। ଆମେରିକାରେ ରହୁଥିବା ଏହି ଲୋକଟିର ନାମ ହେଉଛି କେଲ ଗାର୍ଡଡି। ଏହି ଲୋକଟିକୁ ଦୁନିଆର ସବୁଠାରୁ କମ ବୟସ୍କ ଓ ସବୁଠାରୁ ବଡ ଶୁକ୍ରାଣୁ(sperm) ଡୋନେଟର ମାନା ଯାଇଥାଏ। ଆସନ୍ତୁ ଜାଣିବା କଣ ପାଇଁ ଏ ଲୋକଟି ପ୍ରତି ମାସରେ ପାଞ୍ଚ ଜଣ ମହିଳାଙ୍କୁ ମା ବନେଇଥାଏ। ଆଉ ୟାକୁ ମହିଳାମାନେ ନିଜେ ଡାକିଥାନ୍ତି। ଏହି ଲୋକଟି ପାଖରେ ଖାସ୍ କଥା ଏହା କି ସେ
 
ସବୁ ମାସରେ ପାଞ୍ଚଜଣ ମହିଳାଙ୍କୁ ମା ବନେଇ ଥାଏ ଏହି ଲୋକଟି, ଏମିତି କରିବାର କାରଣ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ ହେଲେ ଏହା ସମ୍ପୂର୍ଣ୍ଣ ସତ। ଆମେରିକାରେ ରହୁଥିବା ଏହି ଲୋକଟିର ନାମ ହେଉଛି କେଲ ଗାର୍ଡଡି। ଏହି ଲୋକଟିକୁ ଦୁନିଆର ସବୁଠାରୁ କମ ବୟସ୍କ ଓ ସବୁଠାରୁ ବଡ ଶୁକ୍ରାଣୁ(sperm) ଡୋନେଟର ମାନା ଯାଇଥାଏ। ଆସନ୍ତୁ ଜାଣିବା କଣ ପାଇଁ ଏ ଲୋକଟି ପ୍ରତି ମାସରେ ପାଞ୍ଚ ଜଣ ମହିଳାଙ୍କୁ ମା ବନେଇଥାଏ। ଆଉ ୟାକୁ ମହିଳାମାନେ ନିଜେ ଡାକିଥାନ୍ତି।

ସବୁ ମାସରେ ପାଞ୍ଚଜଣ ମହିଳାଙ୍କୁ ମା ବନେଇ ଥାଏ ଏହି ଲୋକଟି, ଏମିତି କରିବାର କାରଣ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

ଏହି ଲୋକଟି ପାଖରେ ଖାସ୍ କଥା ଏହା କି ସେ ପ୍ରତି ମାସରେ ପାଖାପାଖି ୫ ଜଣ ମହିଳାଙ୍କୁ ପ୍ରେଗନେଟ୍ କରିଥାଏ। ଦୁନିଆରେ ସବୁଠାରୁ କମ ବୟସରେ sperm ଡୋନେଟ କରିବାରେ କେଲ ଗାର୍ଡଡି ଏକ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ପାଖକୁ ପ୍ରତି ଦିନ sperm ଡୋନେଟ କରିବା ପାଇଁ ଅନେକ ରିକ୍ୟୁଷ୍ଟ ଆସିଥାଏ। କେଲ ଗାର୍ଡଡିଙ୍କ ବିଷୟରେ କୁହାଯାଏ କି ୨୦ ବର୍ଷରୁ ସେ ଏପରି କରି ଆସୁଛନ୍ତି। ଏହା ପୂର୍ବରୁ ସେ ନିଜ ରିଲେସନସିପରୁ ବୋର୍ ହୋଇଯାଇଥିଲେ। ସେ ଆମେରିକାର ଲସ୍ ଏଞେଲରେ ପାଖାପାଖି ୪ ବର୍ଷରେ ୨୪ ଛୁଆର ବାପା ବନି ସାରିଛନ୍ତି। ହେଲେ ଏହି ଛୁଆ ତାଙ୍କର ଦାୟିତ୍ବ ନୁହେଁ।

ସବୁ ମାସରେ ପାଞ୍ଚଜଣ ମହିଳାଙ୍କୁ ମା ବନେଇ ଥାଏ ଏହି ଲୋକଟି, ଏମିତି କରିବାର କାରଣ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

କେଲ ଗାର୍ଡଡି ଖାଲି ଆମେରିକା ନୁହେଁ ଏହା ଛଡା ସେ ୟୁରୋପ,ଏସିଆ, ଆଫ୍ରିକା ଦେଶରେ ଏମିତି ସିଙ୍ଗଲ ଓ ବାପ ବନିପାରୁନଥିବା ସ୍ୱାମୀ ସ୍ତ୍ରୀଙ୍କୁ ସାହାଯ୍ୟ କରିଥାନ୍ତି। ସେ ୪ ବର୍ଷ ପୂର୍ବରୁ sperm ଡୋନେଟକୁ ନେଇ ଫେସବୁକରେ ବିଞାପନ ଦେଇଥିଲେ ଏହାର କିଛି ସମୟ ପରେ ଏଥିରେ ଅନେକ କମେଣ୍ଟ ଆସିବାକୁ ଲାଗିଥିଲା ଯାହା ପରେ ବହୁତ୍ ପପୁଲାର୍ ହୋଇଯାଇଥିଲେ। ତାଙ୍କ sperm ଚାହିଦା ବଜାରରେ ଦିନ ପ୍ରତିଦିନ ବଢିବାରେ ଲାଗିଥିଲା।

ସବୁ ମାସରେ ପାଞ୍ଚଜଣ ମହିଳାଙ୍କୁ ମା ବନେଇ ଥାଏ ଏହି ଲୋକଟି, ଏମିତି କରିବାର କାରଣ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

କେଲ ଗାର୍ଡଡି କୁହନ୍ତି ସେ ଭଲ ପରିବାରରୁ ଅସିଛନ୍ତି ତାଙ୍କ ପିତା ଇଂଜିନିୟର ତ ମାତା ପ୍ରୋଫେସର ଏଥିପାଇଁ ସେ ସେ ଅତ୍ୟନ୍ତ ଶିକ୍ଷିତ ବୁଦ୍ଧିମାନ ସୁନ୍ଦର ବୋଲି ମା ହୋଇ ପାରୁନଥିବା ପ୍ରତ୍ୟେକ ମହିଳା ତାଙ୍କ ଠାରୁ ଛୁଆ ଜନ୍ମ ପାଇଁ ନିବେଦନ କରିଥାନ୍ତି। କେଲ ଗାର୍ଡଡିଙ୍କ ପାଖକୁ ପ୍ରତି ମାସରେ ପାଖାପାଖି ୧୦୦ରୁ ଅଧିକ ଲୋକଙ୍କ ଡିମାଣ୍ଡ ଆସିଥାଏ। ହେଲେ ସେ କେବଳ ୫ ଜଣଙ୍କ ଡିମାଣ୍ଡ ପୂରଣ କରିଥାନ୍ତି। ସେ କୁହନ୍ତି ତାଙ୍କ ପାଖକୁ ୧୮ ରୁ ନେଇ ୪୨ ବର୍ଷ ପର୍ଯ୍ୟନ୍ତ ମହିଳା ଆସିଥାନ୍ତି। ସେ ମହିଳା ମାନଙ୍କୁ ନିଜ sperm ଦିଅନ୍ତି ସେମାନେ ସିରିଂଜ ମାଧ୍ୟମରେ ନିଜ ଶରୀରକୁ ନେଇ ଥାନ୍ତି।