କଣ ଆପଣ ସକାଳୁ ଉଠି ଖାଲି ପେଟରେ ପାଣି କି ଚା’ ପିଉଛନ୍ତି କି ତେବେ ଭୋଗିପାରନ୍ତି ଏହି କଷ୍ଟ ନିଶ୍ଚିତ ଜାଣି ରଖନ୍ତୁ

ଦେହର ଯତ୍ନ ନେବା ଆମର ଏକ ଗୁରୁତ୍ବପୂର୍ଣ୍ଣ କାମ ଅଟେ। ଶରୀରକୁ ସଠିକ୍ ରୂପରେ ଯତ୍ନ ଖାଦ୍ୟପେୟର ସମୟ ଠିକ୍ ରହିଲେ କେବେ ବି କୌଣସି ରୋଗର ଆଶଙ୍କା ନ ଥାଏ। ପାଣି ଆମ ଶରୀର ପାଇଁ ସବୁଠାରୁ ଅଧିକ ଦରକାରୀ ପଦାର୍ଥ ହୋଇଥାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଏମିତି ଛୋଟ ଛୋଟ ଭୁଲ କରିଥାଉ ଯାହା ଆଗାମୀ ସମୟରେ ଆମ ବିପଦର କାରଣ ହୋଇଥାଏ। ଆସନ୍ତୁ ଜାଣିବା ୨
 
କଣ ଆପଣ ସକାଳୁ ଉଠି ଖାଲି ପେଟରେ ପାଣି କି ଚା’ ପିଉଛନ୍ତି କି ତେବେ ଭୋଗିପାରନ୍ତି ଏହି କଷ୍ଟ ନିଶ୍ଚିତ ଜାଣି ରଖନ୍ତୁ

ଦେହର ଯତ୍ନ ନେବା ଆମର ଏକ ଗୁରୁତ୍ବପୂର୍ଣ୍ଣ କାମ ଅଟେ। ଶରୀରକୁ ସଠିକ୍ ରୂପରେ ଯତ୍ନ ଖାଦ୍ୟପେୟର ସମୟ ଠିକ୍ ରହିଲେ କେବେ ବି କୌଣସି ରୋଗର ଆଶଙ୍କା ନ ଥାଏ। ପାଣି ଆମ ଶରୀର ପାଇଁ ସବୁଠାରୁ ଅଧିକ ଦରକାରୀ ପଦାର୍ଥ ହୋଇଥାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଏମିତି ଛୋଟ ଛୋଟ ଭୁଲ କରିଥାଉ ଯାହା ଆଗାମୀ ସମୟରେ ଆମ ବିପଦର କାରଣ ହୋଇଥାଏ। ଆସନ୍ତୁ ଜାଣିବା ୨ ଛୋଟ ଭୁଲ ଯାହା ଆମେ କରିଥାଉ।

କଣ ଆପଣ ସକାଳୁ ଉଠି ଖାଲି ପେଟରେ ପାଣି କି ଚା’ ପିଉଛନ୍ତି କି ତେବେ ଭୋଗିପାରନ୍ତି ଏହି କଷ୍ଟ ନିଶ୍ଚିତ ଜାଣି ରଖନ୍ତୁ

ସକାଳୁ ଉଠି ଚା’ ପିଇବାର ଅଭ୍ୟାସ- ବହୁତ ଲୋକଙ୍କର ସକାଳୁ ଉଠିବାମାତ୍ରେ ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ରହିଥାଏ।ହେଲେ ଏହା ବିଲ୍‌କୁଲ୍‌ ହିଁ ଠିକ୍‌ ନୁହେଁ।କାରଣ ଏପରି କରିବା ଦ୍ୱାରା ପାଚନ ତନ୍ତ୍ରରେ ଏହା ତାହାର ଖରାପ ପ୍ରଭାବ ପକାଇଥାଏ, ଯାହାକି ବ୍ୟକ୍ତିଠାରେ କୋଷ୍ଠକାଠିନ୍ୟଜନିତ ସମସ୍ୟା,ଗ୍ୟାସ୍‌ଷ୍ଟ୍ରିକ୍‌ ଜନିତ ସମସ୍ୟା ଏବଂ ଏସିଡିଟି ଭଳି ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

କଣ ଆପଣ ସକାଳୁ ଉଠି ଖାଲି ପେଟରେ ପାଣି କି ଚା’ ପିଉଛନ୍ତି କି ତେବେ ଭୋଗିପାରନ୍ତି ଏହି କଷ୍ଟ ନିଶ୍ଚିତ ଜାଣି ରଖନ୍ତୁ

ସକାଳୁ ଉଠି ଖାଲି ପେଟରେ ପାଣି ପିଇବାର ଅଭ୍ୟାସ- ବହୁତ ଲୋକ ଏପରି ଅଛନ୍ତି,ଯେଉଁମାନଙ୍କର କି ସକାଳୁ ଉଠି ମୁହଁ ନ ଧୋଇ ଖାଲି ପେଟରେ ପାଣି ପିଇବାର ଅଭ୍ୟାସ ରହିଛି। ଆଉ ଯଦି ଆପଣ ବି ଏପରି ଅଭ୍ୟାସରେ ଅଭ୍ୟସ୍ତ ଅଛନ୍ତି ତ,ତେବେ ତୁରନ୍ତ ହିଁ ଆପଣଙ୍କର ଏହି ଅଭ୍ୟାସରୁ ଦୂରେଇ ରୁହନ୍ତୁ। କାରଣ ରାତି ମଧ୍ୟରେ ଆମ ମୁହଁରେ ବ୍ୟାକ୍ଟେରିଆ ରହିଥାଆନ୍ତି।ହେଲେ ପାଣି ପିଇବା ଦ୍ୱାରା ଏହା ଆମ ପେଟକୁ ଚାଲି ଯାଇ ପେଟ ଜନିତ ବିଭିନ୍ନ ସମସ୍ୟା ଯଥା ପେଟ ଇମ୍ଫେକ୍‌ସନ୍‌ ଓ ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉତ୍ପନ୍ନ କରିଥା’ନ୍ତି।