ପୁଅମାନଙ୍କୁ ଦେଖିଲା ମାତ୍ରେ ଝିଅମାନଙ୍କ ମନରେ ଉଙ୍କି ମାରିଥାଏ ଏହି କଥା, ଜାଣନ୍ତୁ କ’ଣ?

ସମାଜରେ ପ୍ରତ୍ୟେକ ଝିଅ ତାଙ୍କର ଜୀବନସାଥୀଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ଏହି ସମୟରେ ମହିଳାମାନେ ତାଙ୍କ ଜୀବନସାଥୀଙ୍କ ସହିତ କିଛି କଥା ସେୟାର କରିଥାନ୍ତି, ଏବଂ ଆଉ କିଛି କଥା ନିଜ ମନ ଭିତରେ ରଖିଥାନ୍ତି। ସେମାନଙ୍କ ଇଚ୍ଛା ଥାଏ ଯେ ଜୀବନସାଥୀ ତାଙ୍କର ମନ କଥା ଆପେ ଆପେ ଜାଣି ପାରନ୍ତୁ। ଯଦି କୌଣସି ପୁଅ ତାଙ୍କ ଜୀବନସାଥୀଙ୍କ ମନ କଥା ପଢି ଦିଅନ୍ତି, ତେବେ ତାଙ୍କ ଜୀବନସାଥୀ ତାଙ୍କ ଉପରେ ଫିଦା ହୋଇ
 
ପୁଅମାନଙ୍କୁ ଦେଖିଲା ମାତ୍ରେ ଝିଅମାନଙ୍କ ମନରେ ଉଙ୍କି ମାରିଥାଏ ଏହି କଥା, ଜାଣନ୍ତୁ କ’ଣ?

ସମାଜରେ ପ୍ରତ୍ୟେକ ଝିଅ ତାଙ୍କର ଜୀବନସାଥୀଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ଏହି ସମୟରେ ମହିଳାମାନେ ତାଙ୍କ ଜୀବନସାଥୀଙ୍କ ସହିତ କିଛି କଥା ସେୟାର କରିଥାନ୍ତି, ଏବଂ ଆଉ କିଛି କଥା ନିଜ ମନ ଭିତରେ ରଖିଥାନ୍ତି। ସେମାନଙ୍କ ଇଚ୍ଛା ଥାଏ ଯେ ଜୀବନସାଥୀ ତାଙ୍କର ମନ କଥା ଆପେ ଆପେ ଜାଣି ପାରନ୍ତୁ। ଯଦି କୌଣସି ପୁଅ ତାଙ୍କ ଜୀବନସାଥୀଙ୍କ ମନ କଥା ପଢି ଦିଅନ୍ତି, ତେବେ ତାଙ୍କ ଜୀବନସାଥୀ ତାଙ୍କ ଉପରେ ଫିଦା ହୋଇ ଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି କଥା।

ପୁଅମାନଙ୍କୁ ଦେଖିଲା ମାତ୍ରେ ଝିଅମାନଙ୍କ ମନରେ ଉଙ୍କି ମାରିଥାଏ ଏହି କଥା, ଜାଣନ୍ତୁ କ’ଣ?

ପ୍ରତ୍ୟେକ ଝିଅଙ୍କ ଇଛା ଥାଏ କି ସେ ତାଙ୍କ ଜୀବନସାଥୀଙ୍କ ସହିତ କିଛି ଭଲ ମୁହୁର୍ତ୍ତ ବିତାନ୍ତୁ। ସେଥିମଧ୍ୟରୁ ଏକ ଭଲ ମୁହୁର୍ତ୍ତ ହେଉଛି ଘରେ ଦୁହେଁ ବସି ଏକାଠି ଭୋଜନ କରିବା। ଝିଅମାନେ ବିଲକୁଲ ଏକୁଟିଆ ବସି ଭୋଜନ କରିବାକୁ ପସନ୍ଦ କରନ୍ତି ନାହିଁ। ଝିଅଟି ଯେତେ ସ୍ମାର୍ଟ ହେଇଥାଉ ନା କାହିଁକି। ଯଦି କୌଣସି ସମୟରେ ଅସୁବିଧାରେ ପଡିଥାନ୍ତି, ତେବେ ସେହି ସମୟରେ ସେ ସର୍ବଦା ନିଜ ଜୀବନ ସାଥୀଙ୍କୁ ଖୋଜିଥାନ୍ତି। କାରଣ ତାଙ୍କ ଜୀବନସାଥୀ ତାଙ୍କୁ ଭଲ ଭାବରେ ବୁଝାଇ ପାରିବେ।

ପୁଅମାନଙ୍କୁ ଦେଖିଲା ମାତ୍ରେ ଝିଅମାନଙ୍କ ମନରେ ଉଙ୍କି ମାରିଥାଏ ଏହି କଥା, ଜାଣନ୍ତୁ କ’ଣ?

ଜୀବନସାଥୀଙ୍କ ଠାରୁ ସବୁବେଳେ ସର୍ପରାଇଜ ଆଶା କରିଥାନ୍ତି ଝିଅମାନେ। ଯେପରିକି ହଠାତ୍ ଫୋନ କରିକି ମୁଁ ତୁମକୁ ମିସ୍ କରୁଛି ବୋଲି କହିବା। ସବୁ ଝିଅମାନଙ୍କର ଇଛା ତାଙ୍କ ଜୀବନସାଥୀ ତାଙ୍କର ସମସ୍ତ ଦୁଃଖ ଏବଂ ସୁଖରେ ସମାନ ଭାଗିଦାର ହୁଅନ୍ତୁ। ଏବଂ ପ୍ରତି କ୍ଷେତ୍ରରେ ସାହାର୍ଯ୍ୟ କରିବା ଆଦି।ଆଜ୍ଞା ହଁ ଝିଅଙ୍କ ପରିବାର ଲୋକଙ୍କୁ ସର୍ବଦା ସମ୍ମାନ ମିଳୁ ବୋଲି ସେମାନେ ଅଶା ରଖିଥାନ୍ତି।