୧୯.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ଘନିଷ୍ଠ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ବୃଷ: ସମୟ ଅନୁକୂଳ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଅଚାନକ ଧନପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ମିଥୁନ:
 
୧୯.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ଘନିଷ୍ଠ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ବୃଷ: ସମୟ ଅନୁକୂଳ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଅଚାନକ ଧନପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମିଥୁନ: ଆଜି ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବ୍ୟବସାୟରୁ ମନୋନୁକୂଳ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

କର୍କଟ: ଖୁସ୍ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଶତ୍ରୁଙ୍କ ଗତିବିଧି ଉପରେ ଦୃଷ୍ଟି ଦିଅନ୍ତୁ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ।

୧୯.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।

ସିଂହ : ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ଚିତ୍ତର ପ୍ରସନ୍ନତା ଅନୁଭବ କରିବେ। ମିତ୍ର ମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ।

କନ୍ୟା : ପରିବାରରେ ସୁଖ-ଶାନ୍ତି ଏବଂ କୁଟୁମ୍ବୀ ଜନମାନଙ୍କ ସହିତ ଆନନ୍ଦ ଆଜିର ଦିନକୁ ଖୁସି ବନାଇବ। ଆଜି ଆପଣଙ୍କ ମଧୁରବାଣୀର ଜାଦୁରେ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବେ। ଯାତ୍ରାର ସଂଭାବନା ଅଛି। ମିଷ୍ଟାନ୍ନ ସହିତ ମନପସନ୍ଦ ଭୋଜନ ମିଳିବ।

ତୁଳା : ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ହେବ। ଅଳଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ ହେବ। ଆତ୍ମ ବିଶ୍ଵାସ ବଢ଼ିବ। ଜୀବନସାଥୀ ତଥା ପ୍ରିୟ ବ୍ୟକ୍ତିଙ୍କର ସାନିଧ୍ୟ, ରୋମାଞ୍ଚକ ଏବଂ ଆନନ୍ଦ ଦାୟକ ରହିବ।

ବିଚ୍ଛା : ଆଜି ଦିନରେ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ କରିପାରନ୍ତି। ମାନସିକ ଚିନ୍ତା ଏବଂ ଶାରୀରିକ ଅସୁବିଧାରେ ହଇରାଣ ହୋଇପାରନ୍ତି। ଅନିୟନ୍ତ୍ରିତ ବାଣୀ କିମ୍ବା ବ୍ୟବହାର ଝଗଡ଼ାର କାରଣ ବନିପାରେ।

ଧନୁ: ସମୟର ସଦୁପଯୋଗ କରନ୍ତୁ, ସମୟ ବହୁତ ମୂଲ୍ୟବାନ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ। ଅଫିସରେ ସହକର୍ମୀଙ୍କ ଉପରେ ନାରାଜ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

ମକର: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣଙ୍କ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ।

କୁମ୍ଭ : ଶାରୀରିକ ରୂପରେ ଅସୁସ୍ଥ ରହିବା ଉପରେ ମଧ୍ୟ ମାନସିକ ସୁସ୍ଥତା ବନାଇ ରଖିବେ। ଆଜି କାମ କରିବାର ଉତ୍ସାହ କମ ରହିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କୁ ସମ୍ଭାଳି କରି ରହିବାକୁ ପଡ଼ିବ। ମଉଜ-ସଉକ ତଥା ବୁଲିବା ପଛରେ ଧନ ଖର୍ଚ୍ଚ ହେବ।

ମୀନ : ଆଜି ଆକସ୍ମିକ ଧନଲାଭର ଯୋଗଅଛି। ମାନସିକ ତଥା ଶାରୀରିକ ଶ୍ରମର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସରେ ଅସୁବିଧା, କାଶ ଏବଂ ପେଟ ଯନ୍ତ୍ରଣା ଅଧିକ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ଜଳାଶୟରୁ ଦୂରରେ ରହିବା ସୁରକ୍ଷିତ।