no comments

ସାଉଥ ଫିଲ୍ମ ଜଗତ ର ହାସ୍ଯ ଅଭିନେତା ବ୍ରହ୍ମାନନ୍ଦମ ୩୫୫ କୋଟି ର ମାଲିକ,ଜାଣନ୍ତୁ ତାଙ୍କ ଅବିଶ୍ୱାସନୀୟ ରେକର୍ଡ ବିଷୟରେ

ସାଉଥ ଫିଲ୍ମ ର ଫେମସ କମେଡିଆନ ୬୨ ବର୍ଷିୟା ବ୍ରହ୍ମାନନ୍ଦମ ଙ୍କ ଅବସ୍ଥା ସଂକଟାପର୍ଣ୍ଣ। ହାର୍ଟ ପ୍ରବଲେମ ଥିବାରୁ ସର୍ଜରୀ କରାଯାଇଛି। ବ୍ରହ୍ମାନନ୍ଦ ୩୫୫ କୋଟି ଟଙ୍କା ସମ୍ପତ୍ତି ର ମାଲିକ। ୧୦୦୦ ରୁ ଅଧିକା ଫିଲ୍ମ କରିଥିବାର ୱାର୍ଲ୍ଡ ରେକର୍ଡ କରିଛନ୍ତି।

ବ୍ରହ୍ମାନନ୍ଦମ ଙ୍କ ପାଖରେ Audi R8(2.5 କୋଟି ), Audi Q7(80 ଲଖ୍ଯ), ମାର୍ସିଡିଜ ବେଂଜ ବ୍ଲାକ (30 ଲଖ୍ଯ) ଓ ଇନୋବା(15 ଲଖ୍ଯ)। ତାଙ୍କ ପାଖରେ କୋଟିଏ ର ଟଙ୍କା ଚାଷ ଜମି ଅଛି। ହାଇଦ୍ରାବାଦ ପାଖ ଜୁବଲି ପାହଡ ରେ ଏକ ରାଜକୀୟ ବଙ୍ଗଳା ଅଛି।

ବ୍ରହ୍ମାନନ୍ଦମ ଗୋଟିଏ ଫିଲ୍ମ ର ଚାର୍ଜ ପାଖାପାଖି ୧ କୋଟି ନିଅନ୍ତି। ସେ ନିଜର ପିଲାବେଳ ବହୁତ କଷ୍ଟ ରେ କାଟିଛନ୍ତି। ଆର୍ଥିକ ଅଭାବ ସତ୍ବେ ସେ ଏମଏ ଯାଏଁ ପଢିଛନ୍ତି। ସେ ନିଜର ପିତା ଙ୍କ ୮ ଜଣ ସନ୍ତାନ ଙ୍କ ମଧ୍ଯରୁ ୭ମ ସନ୍ତାନ ଅଟନ୍ତି।

Loading...

ସେ ଏକ ଈଣ୍ଟରଭ୍ଯୁ ରେ କହିଛନ୍ତି, ଭଗବାନ ଙ୍କୁ ଧନ୍ଯବାଦ ଲୋକ ଙ୍କୁ ହସାଇବା ର କଳା ଦେଇଛନ୍ତି। ମୋ ବନ୍ଧୁ ଅମସିବି ଶଶିଧର ଜେକି ଡିଡି-8 ରେ ଚିଫ ପ୍ରଗ୍ରାମିଂଗ ଅଫିସର ଥିଲେ, ସେ ମୋତେ ପପୁଲାର ରାଇଟର ଆଦି ବିଷ୍ଣୁ ଙ୍କ ଘର କୁ ନେଇଗଲେ। ଏହା ପରେ ୧୯୮୫ ରେ ପ୍ରଥମ ବ୍ରେକ “ଚନ୍ତାବାବାଈ” ରେ ସୁଯୋଗ ମିଳିଥିଲା।

୨୦୦୭ ରେ ବ୍ରହ୍ମାନନ୍ଦମ ଙ୍କ ନାମ ଗିନିଜ ବମକ ରେ ସ୍ଥାନ ପାଇଛି ଗୋଟିଏ ଭାଷା ରେ ୭୦୦ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଥିବାରୁ। ବ୍ରହ୍ମାନନ୍ଦମ ଙ୍କ ପରିବାର ତାଙ୍କ ପତ୍ନୀ ଓ ଦୁଇ ପୁଅ ଙ୍କୁ ନେଇ। ପତ୍ନୀ ଙ୍କ ନାମ ଲଖ୍ମୀ ,ବଡପୁଅ ରାଜା ଗୈତମ ଓ ସାନ ପନଅ ସିଧାର୍ଥ।ରୀଜା ଗୈତମ ୨୦୦୪ ରେ ଫିଲ୍ମ “ପଲ୍ଲାରିଲୋ ପିଲ୍ଲି କୁଟୁରୁ” ରେ ପ୍ରବେଶ କରିଥିଲେ। ସେ ୨୪ ଅକ୍ଟୋବର ୨୦୧୨ ରେ ସିନ୍ମ୍ଯାଟୋଗ୍ରାଫର ଶ୍ରୀନିବାସ ରେଡ୍ଡି ଙ୍କ ଝିଅ କୁ ବିବାହ କରିଥିଲେ।