ସାଉଥ ଫିଲ୍ମ ଜଗତ ର ହାସ୍ଯ ଅଭିନେତା ବ୍ରହ୍ମାନନ୍ଦମ ୩୫୫ କୋଟି ର ମାଲିକ,ଜାଣନ୍ତୁ ତାଙ୍କ ଅବିଶ୍ୱାସନୀୟ ରେକର୍ଡ ବିଷୟରେ

ସାଉଥ ଫିଲ୍ମ ର ଫେମସ କମେଡିଆନ ୬୨ ବର୍ଷିୟା ବ୍ରହ୍ମାନନ୍ଦମ ଙ୍କ ଅବସ୍ଥା ସଂକଟାପର୍ଣ୍ଣ। ହାର୍ଟ ପ୍ରବଲେମ ଥିବାରୁ ସର୍ଜରୀ କରାଯାଇଛି। ବ୍ରହ୍ମାନନ୍ଦ ୩୫୫ କୋଟି ଟଙ୍କା ସମ୍ପତ୍ତି ର ମାଲିକ। ୧୦୦୦ ରୁ ଅଧିକା ଫିଲ୍ମ କରିଥିବାର ୱାର୍ଲ୍ଡ ରେକର୍ଡ କରିଛନ୍ତି। ବ୍ରହ୍ମାନନ୍ଦମ ଙ୍କ ପାଖରେ Audi R8(2.5 କୋଟି ), Audi Q7(80 ଲଖ୍ଯ), ମାର୍ସିଡିଜ ବେଂଜ ବ୍ଲାକ (30 ଲଖ୍ଯ) ଓ ଇନୋବା(15 ଲଖ୍ଯ)। ତାଙ୍କ ପାଖରେ କୋଟିଏ ର ଟଙ୍କା ଚାଷ
 
ସାଉଥ ଫିଲ୍ମ ଜଗତ ର ହାସ୍ଯ ଅଭିନେତା ବ୍ରହ୍ମାନନ୍ଦମ ୩୫୫ କୋଟି ର ମାଲିକ,ଜାଣନ୍ତୁ ତାଙ୍କ ଅବିଶ୍ୱାସନୀୟ ରେକର୍ଡ ବିଷୟରେ

ସାଉଥ ଫିଲ୍ମ ର ଫେମସ କମେଡିଆନ ୬୨ ବର୍ଷିୟା ବ୍ରହ୍ମାନନ୍ଦମ ଙ୍କ ଅବସ୍ଥା ସଂକଟାପର୍ଣ୍ଣ। ହାର୍ଟ ପ୍ରବଲେମ ଥିବାରୁ ସର୍ଜରୀ କରାଯାଇଛି। ବ୍ରହ୍ମାନନ୍ଦ ୩୫୫ କୋଟି ଟଙ୍କା ସମ୍ପତ୍ତି ର ମାଲିକ। ୧୦୦୦ ରୁ ଅଧିକା ଫିଲ୍ମ କରିଥିବାର ୱାର୍ଲ୍ଡ ରେକର୍ଡ କରିଛନ୍ତି।

ବ୍ରହ୍ମାନନ୍ଦମ ଙ୍କ ପାଖରେ Audi R8(2.5 କୋଟି ), Audi Q7(80 ଲଖ୍ଯ), ମାର୍ସିଡିଜ ବେଂଜ ବ୍ଲାକ (30 ଲଖ୍ଯ) ଓ ଇନୋବା(15 ଲଖ୍ଯ)। ତାଙ୍କ ପାଖରେ କୋଟିଏ ର ଟଙ୍କା ଚାଷ ଜମି ଅଛି। ହାଇଦ୍ରାବାଦ ପାଖ ଜୁବଲି ପାହଡ ରେ ଏକ ରାଜକୀୟ ବଙ୍ଗଳା ଅଛି।

ସାଉଥ ଫିଲ୍ମ ଜଗତ ର ହାସ୍ଯ ଅଭିନେତା ବ୍ରହ୍ମାନନ୍ଦମ ୩୫୫ କୋଟି ର ମାଲିକ,ଜାଣନ୍ତୁ ତାଙ୍କ ଅବିଶ୍ୱାସନୀୟ ରେକର୍ଡ ବିଷୟରେ

ବ୍ରହ୍ମାନନ୍ଦମ ଗୋଟିଏ ଫିଲ୍ମ ର ଚାର୍ଜ ପାଖାପାଖି ୧ କୋଟି ନିଅନ୍ତି। ସେ ନିଜର ପିଲାବେଳ ବହୁତ କଷ୍ଟ ରେ କାଟିଛନ୍ତି। ଆର୍ଥିକ ଅଭାବ ସତ୍ବେ ସେ ଏମଏ ଯାଏଁ ପଢିଛନ୍ତି। ସେ ନିଜର ପିତା ଙ୍କ ୮ ଜଣ ସନ୍ତାନ ଙ୍କ ମଧ୍ଯରୁ ୭ମ ସନ୍ତାନ ଅଟନ୍ତି।

ସେ ଏକ ଈଣ୍ଟରଭ୍ଯୁ ରେ କହିଛନ୍ତି, ଭଗବାନ ଙ୍କୁ ଧନ୍ଯବାଦ ଲୋକ ଙ୍କୁ ହସାଇବା ର କଳା ଦେଇଛନ୍ତି। ମୋ ବନ୍ଧୁ ଅମସିବି ଶଶିଧର ଜେକି ଡିଡି-8 ରେ ଚିଫ ପ୍ରଗ୍ରାମିଂଗ ଅଫିସର ଥିଲେ, ସେ ମୋତେ ପପୁଲାର ରାଇଟର ଆଦି ବିଷ୍ଣୁ ଙ୍କ ଘର କୁ ନେଇଗଲେ। ଏହା ପରେ ୧୯୮୫ ରେ ପ୍ରଥମ ବ୍ରେକ “ଚନ୍ତାବାବାଈ” ରେ ସୁଯୋଗ ମିଳିଥିଲା।

ସାଉଥ ଫିଲ୍ମ ଜଗତ ର ହାସ୍ଯ ଅଭିନେତା ବ୍ରହ୍ମାନନ୍ଦମ ୩୫୫ କୋଟି ର ମାଲିକ,ଜାଣନ୍ତୁ ତାଙ୍କ ଅବିଶ୍ୱାସନୀୟ ରେକର୍ଡ ବିଷୟରେ

୨୦୦୭ ରେ ବ୍ରହ୍ମାନନ୍ଦମ ଙ୍କ ନାମ ଗିନିଜ ବମକ ରେ ସ୍ଥାନ ପାଇଛି ଗୋଟିଏ ଭାଷା ରେ ୭୦୦ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଥିବାରୁ। ବ୍ରହ୍ମାନନ୍ଦମ ଙ୍କ ପରିବାର ତାଙ୍କ ପତ୍ନୀ ଓ ଦୁଇ ପୁଅ ଙ୍କୁ ନେଇ। ପତ୍ନୀ ଙ୍କ ନାମ ଲଖ୍ମୀ ,ବଡପୁଅ ରାଜା ଗୈତମ ଓ ସାନ ପନଅ ସିଧାର୍ଥ।ରୀଜା ଗୈତମ ୨୦୦୪ ରେ ଫିଲ୍ମ “ପଲ୍ଲାରିଲୋ ପିଲ୍ଲି କୁଟୁରୁ” ରେ ପ୍ରବେଶ କରିଥିଲେ। ସେ ୨୪ ଅକ୍ଟୋବର ୨୦୧୨ ରେ ସିନ୍ମ୍ଯାଟୋଗ୍ରାଫର ଶ୍ରୀନିବାସ ରେଡ୍ଡି ଙ୍କ ଝିଅ କୁ ବିବାହ କରିଥିଲେ।