ପାରଲେ-ଜି ବିସ୍କୁଟରେ ଥିବା ଏହି ଝିଅଟି କିଏ ଓ ତା ଏବେକାର ବୟସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ବିସ୍କୁଟ ଖାଇବାକୁ ଆମେ ସମସ୍ତେ ଭଲ ପାଇଥାଉ। ବଜାରରେ ଅନେକ ପ୍ରକାରର ବିସ୍କୁଟ ମିଳିଥାଏ। କିନ୍ତୁ ବହୁତ ଦିନ ପୂର୍ବରୁ ଚାଲି ଆସୁଥିବା ପାର୍ଲେ ଜି ବିସ୍କୁଟ ଏବେ ବି ଲୋକପ୍ରିୟ ହୋଇ ରହିଛି। ପାର୍ଲେ କମ୍ପାନୀର ଏହି ବିସ୍କୁଟ ଲୋକଙ୍କୁ ବେଶ ପସନ୍ଦ ଆସିଥିବା ହେତୁ ଏହା ଅନେକ ବର୍ଷ ହେବ ଚାଲିଆସୁଛି। ଏହି ବିସ୍କୁଟକୁ ଆମେ ସମସ୍ତେ ପ୍ରାୟ ଖାଇଛୁ। କିନ୍ତୁ ଖାଇବା ସମୟରେ ମନକୁ ଗୋଟିଏ ପ୍ରଶ୍ନ ଆସିଥିବା ଆପଣ ଲକ୍ଷ୍ୟ କରିଥିବେ
 
ପାରଲେ-ଜି ବିସ୍କୁଟରେ ଥିବା ଏହି ଝିଅଟି କିଏ ଓ ତା ଏବେକାର ବୟସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ବିସ୍କୁଟ ଖାଇବାକୁ ଆମେ ସମସ୍ତେ ଭଲ ପାଇଥାଉ। ବଜାରରେ ଅନେକ ପ୍ରକାରର ବିସ୍କୁଟ ମିଳିଥାଏ। କିନ୍ତୁ ବହୁତ ଦିନ ପୂର୍ବରୁ ଚାଲି ଆସୁଥିବା ପାର୍ଲେ ଜି ବିସ୍କୁଟ ଏବେ ବି ଲୋକପ୍ରିୟ ହୋଇ ରହିଛି। ପାର୍ଲେ କମ୍ପାନୀର ଏହି ବିସ୍କୁଟ ଲୋକଙ୍କୁ ବେଶ ପସନ୍ଦ ଆସିଥିବା ହେତୁ ଏହା ଅନେକ ବର୍ଷ ହେବ ଚାଲିଆସୁଛି। ଏହି ବିସ୍କୁଟକୁ ଆମେ ସମସ୍ତେ ପ୍ରାୟ ଖାଇଛୁ। କିନ୍ତୁ ଖାଇବା ସମୟରେ ମନକୁ ଗୋଟିଏ ପ୍ରଶ୍ନ ଆସିଥିବା ଆପଣ ଲକ୍ଷ୍ୟ କରିଥିବେ ଯେ, ଏହି ବିସ୍କୁଟର ପ୍ୟାକେଟରେ ଥିବା ଝିଅ କିଏ ଏବଂ ଏତେ ବର୍ଷ ଧରି ଏହି ଝିଅର ଫୋଟୋ କାହିଁକି ଏଥିରେ ଅଛି? ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ କହିବୁ ତା ସହ ପ୍ୟାକେଟରେ ଥିବା ଝିଅର ନାମ ଏବଂ ଏବେର ବୟସ ବିଷୟରେ ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ।

ପାରଲେ-ଜି ବିସ୍କୁଟରେ ଥିବା ଏହି ଝିଅଟି କିଏ ଓ ତା ଏବେକାର ବୟସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ପ୍ରକୃତରେ ଏହି ବିସ୍କୁଟରେ ଥିବା ଝିଅ ଜଣକ ଏବେ ୬୫ ବର୍ଷ ବୟସର ହୋଇଯାଇଛନ୍ତି। ନିରୁ ଦେଶପାଣ୍ଡେ ନାମକ ଏହି ବୃଦ୍ଧା ମହିଳା ମାତ୍ର ୪ ବର୍ଷର ହୋଇଥିଲା ବେଳେ ପାର୍ଲେର ଗୋଟିଏ ଆଡ଼ ପାଇଁ ତାଙ୍କର ଫୋଟୋ ନିଆଯାଇଥିଲା। ସେ ସେହି ସମୟରେ ବହୁତ କ୍ୟୁଟ ଏବଂ ସୁନ୍ଦର ଦିଶୁଥିବାରୁ ତାଙ୍କୁ ଏହି ଅଫର ମିଳିଥିଲା।

ପାରଲେ-ଜି ବିସ୍କୁଟରେ ଥିବା ଏହି ଝିଅଟି କିଏ ଓ ତା ଏବେକାର ବୟସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

କିନ୍ତୁ ସେ ଏପର୍ଯ୍ୟନ୍ତ ବି ବିସ୍କୁଟ ପ୍ୟାକେଟରେ ସ୍ଥାନ ପାଉଛନ୍ତି ବୋଲି ଅଜଣା ଥିଲେ। ପିଲାବେଳୁ ଇଂଲଣ୍ଡରେ ରହୁଥିବା ନିରୁ ଦେଶପାଣ୍ଡେ ଏବେ କିଛିଦିନ ତଳେ ଭାରତ ଆସି ଯେତେବେଳେ ଏବେ ବି ତାଙ୍କର ଫୋଟୋ ପାର୍ଲେ ଜି ବିସ୍କୁଟରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏପର୍ଯ୍ୟନ୍ତ ବି କମ୍ପାନୀ ତାଙ୍କ ଫୋଟୋକୁ ବଦଳାଇନାହିଁ ବୋଲି ଖୁବ ଖୁସି ହୋଇଥିଲେ ନିରୁ।