ଡାକୁ ମଲଖନ ସିଂ ଙ୍କ ବଡ ବୟାନ କହିଲେ ୭୦୦ ସାଥି ଙ୍କୁ ନେଇ ପାକିସ୍ତାନ କୁ ତାର ଅକାତ ଦେଖେଇଦେବି ।

କାନପୁର ଚମ୍ବଲ ର ବାଦସାହା ନାମରେ ପରିଚିତ ଦେଷୁ ସରଗନା ମଲଖନ ସିଂହ ପୁଲବାମା ରେ ହୋଇଥିବା ଆତଙ୍କୀ ହମଲାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ ରେ ୭୦୦ ସାଥି ଅଛନ୍ତି ଯଦି ସରକାର କହିବେ ବିନା ସର୍ତ ଏବଂ ବିନା ପଇସା ରେ ବୋଡର ରେ ଦେଶ ପାଇଁ ଜୀବନ ଦେବାକୁ ବି ପଛେଇବୁ ନାହିଁ । ସେ କହିଛନ୍ତି ଯେ ମା ଭବାନୀ ଙ୍କ କୃପା ଥିଲେ କିଏ ବି
 
ଡାକୁ ମଲଖନ ସିଂ ଙ୍କ ବଡ ବୟାନ କହିଲେ ୭୦୦ ସାଥି ଙ୍କୁ ନେଇ ପାକିସ୍ତାନ କୁ ତାର ଅକାତ ଦେଖେଇଦେବି ।

କାନପୁର ଚମ୍ବଲ ର ବାଦସାହା ନାମରେ ପରିଚିତ ଦେଷୁ ସରଗନା ମଲଖନ ସିଂହ ପୁଲବାମା ରେ ହୋଇଥିବା ଆତଙ୍କୀ ହମଲାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ ରେ ୭୦୦ ସାଥି ଅଛନ୍ତି ଯଦି ସରକାର କହିବେ ବିନା ସର୍ତ ଏବଂ ବିନା ପଇସା ରେ ବୋଡର ରେ ଦେଶ ପାଇଁ ଜୀବନ ଦେବାକୁ ବି ପଛେଇବୁ ନାହିଁ । ସେ କହିଛନ୍ତି ଯେ ମା ଭବାନୀ ଙ୍କ କୃପା ଥିଲେ କିଏ ବି କିଛି କରିପାରିବନି ଏବଂ ପାକିସ୍ତାନ କୁ ତାର କୁ କର୍ମ ର ବଦଲା ନେଇ ତାର ଅକାତ ଜଣେଇଦେବୁ ।

ଡାକୁ ମଲଖନ ସିଂ ଙ୍କ ବଡ ବୟାନ କହିଲେ ୭୦୦ ସାଥି ଙ୍କୁ ନେଇ ପାକିସ୍ତାନ କୁ ତାର ଅକାତ ଦେଖେଇଦେବି ।

ପୁଲବାମା ହମଲା ରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କାନପୁର ଠାରେ କହିଛନ୍ତି ଯେ ଯଦି ଲୋକ ସଭା ନିର୍ବାଚନ ରେ ଟିକେଟ ମିଳେ ତାହାହେଲେ ସେ ନିଶ୍ଚୟ ଲଢ଼ିବେ ଏହା ସହ କହିଛନ୍ତି ଯେ ନିର୍ବାଚନ ହୋଉଛି ଆଉ ଆଗକୁ ବି ହବ କିନ୍ତୁ ପୁଲବାମା ରେ ହୋଇଥିବା ଆତଙ୍କୀ ହମଲାର ପ୍ରତିଶୋଧ ନବା ଦରକାର । ଏବଂ କାଶ୍ମିରୀ ପାଇଁ ଯଦି କୌଣସି ନିର୍ଣ୍ଣୟ ନ ନିଅ ଯିବା ତାହାହେଲେ ରାଜନୀତି ଉପରେ ବିସ୍ଵାଶ ରହିବ ନାହିଁ । ଏବଂ ଏହା ବି କହିଛନ୍ତି ଯେ ଏବେ ସମୟ ଆସିଛି ପାକିସ୍ତାନ କୁ ମୁହଁ ତୋଡ ଜବାବ ଦେବାର ।

ଡାକୁ ମଲଖନ ସିଂ ଙ୍କ ବଡ ବୟାନ କହିଲେ ୭୦୦ ସାଥି ଙ୍କୁ ନେଇ ପାକିସ୍ତାନ କୁ ତାର ଅକାତ ଦେଖେଇଦେବି ।

ମଲଖନ ଙ୍କ କହିବା ଅନୁଯାଇ ସେ ୧୯୮୨ ମସିହାରେ ଆତ୍ମସମର୍ପଣ କରିଥିଲି । ସେତେବେଳେ ମଧ୍ୟପ୍ରଦେଶ ରେ ଅର୍ଜୁନ ସିଂହ ମୁଖ୍ୟ ମନ୍ତ୍ରୀ ଥିଲେ । ଆତ୍ମସମର୍ପଣ ପରେ ଏହା ନିଶ୍ଚୟ କରିଛନ୍ତି ଯେ ମୁ ଅନ୍ୟ ପାଇଁ ରାଜନୀତି କରିବୁ ନାହିଁ କି ରାଜନୀତି ପେଟ ପୋଷିବା ପାଇଁ କରିବି ନାହିଁ । ରାଜନୀତି ର ପ୍ରଥମ ପ୍ରାଥମିକତା ଜନତାର ବିକାଶ ହିଁ ହବ ବୋଲି ମଲଖନ ସିଂହ କହିଛନ୍ତି ।