୬ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କଲେ ଓଲିଉଡ୍ ହିରୋ ସମ୍ବିତ, ଏଇ ଝିଅ ହେଲେ ତାଙ୍କ ଜୀବନସାଥୀ

ବିବାହ କଲେ ଓଡ଼ିଆ ଫିଲ୍ମ ଜଗତର ହ୍ୟାଣ୍ଡସମ ଅଭିନେତା ସମ୍ୱିତ୍। ଗତକାଲି ସୟୋନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଉଭୟ ପ୍ରେମ ବିବାହ କରିଛନ୍ତି। ତେବେ ସମ୍ବିତ୍ଙ୍କ ପତ୍ନୀ ସୟୋନା ଓଲିଉଡ୍ ଅଭିନେତା ଦୀପକଙ୍କ ସମ୍ପର୍କୀୟ ହେବେ ବୋଲି ଶୁଣିବାକୁ ମିଳୁଛି। ସମ୍ବିତ୍ ସୟୋନାଙ୍କ ବିବାହରେ ଓଲିଉଡ୍ର ଅନେକ କଳାକାର ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ବିବାହରେ ସମ୍ୱିଦ୍-ସୟୋନା ଖୁବ୍ ସୁନ୍ଦର ମଧ୍ୟ ଲାଗୁଥିଲେ। ହଳଦିଆ ସେରୱାନିରେ ସମ୍ୱିତ୍ ହ୍ୟାଣ୍ଡସମ୍ ଲାଗୁଥିବା ବେଳେ ଲାଲ୍ ଲେହେଙ୍ଗାରେ
 
୬ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କଲେ ଓଲିଉଡ୍ ହିରୋ ସମ୍ବିତ, ଏଇ ଝିଅ ହେଲେ ତାଙ୍କ ଜୀବନସାଥୀ

ବିବାହ କଲେ ଓଡ଼ିଆ ଫିଲ୍ମ ଜଗତର ହ୍ୟାଣ୍ଡସମ ଅଭିନେତା ସମ୍ୱିତ୍‌। ଗତକାଲି ସୟୋନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଉଭୟ ପ୍ରେମ ବିବାହ କରିଛନ୍ତି। ତେବେ ସମ୍ବିତ୍‌ଙ୍କ ପତ୍ନୀ ସୟୋନା ଓଲିଉଡ୍‌ ଅଭିନେତା ଦୀପକଙ୍କ ସମ୍ପର୍କୀୟ ହେବେ ବୋଲି ଶୁଣିବାକୁ ମିଳୁଛି। ସମ୍ବିତ୍‌ ସୟୋନାଙ୍କ ବିବାହରେ ଓଲିଉଡ୍‌ର ଅନେକ କଳାକାର ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ବିବାହରେ ସମ୍ୱିଦ୍‌-ସୟୋନା ଖୁବ୍‌ ସୁନ୍ଦର ମଧ୍ୟ ଲାଗୁଥିଲେ। ହଳଦିଆ ସେରୱାନିରେ ସମ୍ୱିତ୍‌ ହ୍ୟାଣ୍ଡସମ୍‌ ଲାଗୁଥିବା ବେଳେ ଲାଲ୍‌ ଲେହେଙ୍ଗାରେ ସୟୋନା ମଧ୍ୟ ଖୁବ୍‌ ସୁନ୍ଦର ଲାଗୁଥିଲେ।

୬ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କଲେ ଓଲିଉଡ୍ ହିରୋ ସମ୍ବିତ, ଏଇ ଝିଅ ହେଲେ ତାଙ୍କ ଜୀବନସାଥୀ

ସୂଚନା ଅନୁଯାୟୀ, ବିବାହ ପୂର୍ବରୁ ସମ୍ବିତ୍‌ ଏବଂ ସୟୋନାଙ୍କର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘ସମ୍ବିତ୍‌ସ୍‌ ଭାଲେନ୍‌ଟାଇନ୍‌’। ଯେଉଁଥିରେ ଉଭୟଙ୍କୁ ରୋମାଣ୍ଟିକ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଦର୍ଶକେ ଏହି ମ୍ୟୁଜିକ୍‌ ଭିଡିଓକୁ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ।

୬ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କଲେ ଓଲିଉଡ୍ ହିରୋ ସମ୍ବିତ, ଏଇ ଝିଅ ହେଲେ ତାଙ୍କ ଜୀବନସାଥୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍ ହିରୋ ସମ୍ବିତ। କଟକର ଝିଅ ସାୟୋନାଙ୍କ ହାତ ଧରିଛନ୍ତି ଏହି ହାଣ୍ଡସମ୍ ହିରୋ। ଦୀର୍ଘ ୬ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ସମ୍ବିତ୍ ନିଜ ପ୍ରେମିକାଙ୍କୁ ଜୀବନ ସାଥୀ ଭାବେ ପାଇଛନ୍ତି । ସମ୍ବିତଙ୍କ ବରଯାତ୍ରୀରେ ବହୁ ନାମୀଦାମୀ କଳାକାର ଓ ତାଙ୍କ ବନ୍ଧୁ, ବାନ୍ଧବୀମାନଙ୍କୁ ବିଭିନ୍ନ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା।