ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ଘରେ ଦେବା ଦେବୀ ମୂର୍ତ୍ତୀ କିମ୍ବା ଫଟୋ ରଖି ପୂଜା କରିବାର ପରମ୍ପରା କେଉଁ ଆଦିକାଳରୁ ଚାଲି ଆସିଛି। ମାନ୍ୟତା ଅଛି ଯେଉଁ ଘରେ ଭଗବାନଙ୍କର ପୂଜା ହୋଇଥାଏ ସେହି ଘରେ ଭଗବାନଙ୍କର କୃପା ଦୃଷ୍ଟି ରଖିଥାନ୍ତି। ଶାସ୍ତ୍ର ଅନୁସାରେ କିଛି ମୂର୍ତ୍ତୀ ମାନେ କେବଳ ମନ୍ଦିରରେ ରହି ପୂଜା ପାଇବା ଉଚିତ। ଆସନ୍ତୁ ଜାଣିବା କେଉଁ ମୂର୍ତ୍ତି କିମ୍ବା ଫଟୋ ଘରେ ପୂଜା କରିବା ଠିକ୍ ନୂହେଁ। ଭୈରବନାଥ :- ଶିବ ପୁରାଣ ଅନୁସାରେ ଭୈରବନାଥ
 
ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ଘରେ ଦେବା ଦେବୀ ମୂର୍ତ୍ତୀ କିମ୍ବା ଫଟୋ ରଖି ପୂଜା କରିବାର ପରମ୍ପରା କେଉଁ ଆଦିକାଳରୁ ଚାଲି ଆସିଛି। ମାନ୍ୟତା ଅଛି ଯେଉଁ ଘରେ ଭଗବାନଙ୍କର ପୂଜା ହୋଇଥାଏ ସେହି ଘରେ ଭଗବାନଙ୍କର କୃପା ଦୃଷ୍ଟି ରଖିଥାନ୍ତି। ଶାସ୍ତ୍ର ଅନୁସାରେ କିଛି ମୂର୍ତ୍ତୀ ମାନେ କେବଳ ମନ୍ଦିରରେ ରହି ପୂଜା ପାଇବା ଉଚିତ। ଆସନ୍ତୁ ଜାଣିବା କେଉଁ ମୂର୍ତ୍ତି କିମ୍ବା ଫଟୋ ଘରେ ପୂଜା କରିବା ଠିକ୍ ନୂହେଁ।

ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ଭୈରବନାଥ :- ଶିବ ପୁରାଣ ଅନୁସାରେ ଭୈରବନାଥ ଶିବଙ୍କର ଅବତାର ଅଟନ୍ତି। ଶିବଙ୍କର ଅବତାର ହେବା ସତ୍ତ୍ୱେ ମଧ୍ୟ ଭୈରବଙ୍କ ମୂର୍ତ୍ତୀ କିମ୍ବା ଫଟୋ ରଖି ପୂଜା କରିବାକୁ ଅଶୁଭ ମନାଯାଇଥାଏ। ଭୈରବନାଥ ହେଉଛନ୍ତି ତନ୍ତ୍ରର ଦେବତା। ଶାସ୍ତ୍ର ଅନୁସାରେ ତନ୍ତ୍ର କେବଳ ଘର ବାହାରେ ହିଁ କରଯାଇଥାଏ। ସେଥିପାଇଁ ଘରେ ଭୈରବନାଥଙ୍କ ପୂଜାକୁ ମନା କରାଯାଇଛି।

ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ନଟରାଜ :- ନଟରାଜ ମଧ୍ୟ ଭଗବାନ ଶିବଙ୍କର ରୁଦ୍ର ଅବତାର ଅଟନ୍ତି। କିଛି ଘରେ ସୁନ୍ଦରତା ବଢେଇବା ପାଇଁ ନଟରାଜଙ୍କର ମୂର୍ତ୍ତୀ ରଖିଥାନ୍ତି। ନଟରାଜ ରୂପରେ ଶିବ କ୍ରୋଧିତ ରୂପରେ ଦେଖା ଦିଅନ୍ତି। ଯେଉଁମାନେ କ୍ରୋଧିତ ଶିବଙ୍କର ପୂଜା କରନ୍ତି ସେମାନଙ୍କ ସ୍ଵଭାବ ପରିବର୍ତ୍ତନ ହୋଇ କ୍ରୋଧିତ ହୋଇଥାଏ।

ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ଶନିଗ୍ରହ :- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ହେଉଛନ୍ତି ନାୟବନ୍ତ ଓ କ୍ରୁର। ଶନିଗ୍ରହ ମଣିଷର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ସୂର୍ୟ ପୁତ୍ର ଶନି କ୍ରୁର ଅଟନ୍ତି ସେଥିପାଇଁ ତାଙ୍କୁ ଘରେ ପୂଜା କରିବାକୁ ମନା କରାଯାଇଛି।

ଏହି ଦେବାଦେବୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ଘରେ ରଖି ପୂଜା କରନ୍ତୁ ନାହିଁ ନହେଲେ ଘରେ ସବୁବେଳେ ଲାଗିରହିବ ଅଶାନ୍ତି

ରାହୁ ଓ କେତୁ :- ରାହୁ ଓ କେତୁ ଛାୟା ଗ୍ରହ ଅଟନ୍ତି। ଏହି ଦୁଇଜଣ ଅସୁର ଥିଲେ କିନ୍ତୁ ଦେବତାଙ୍କ ସହ ଛଳ କରି ଅମୃତ ପାନ କରିଥିଲେ ସେଥିପାଇଁ ଅମର ହୋଇଗଲେ। ରାହୁର କେବଳ ମୁଣ୍ଡ ଓ କେତୁର କେବଳ ଗଣ୍ଡି (ମୁଣ୍ଡ ବିହୀନ ଶରୀର)। ରାହୁ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦରେ ଦେବତା ଶ୍ରେଣିର ହୋଇଗଲେ। ଏହି ଗ୍ରହ କ୍ରୁର ଅଟନ୍ତି। ଏମାନଙ୍କ ପୂଜା ଘର ବାହାରେ କରିବା ଦ୍ୱାରା ସଫଳତା ମିଳିଥାଏ।