ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ସବୁ ଜିନିଷରେ କିଛି ନା କିଛି ଔଷଧୀୟ ଗୁଣ ନିଶ୍ଚିତ ରହିଥାଏ। ସେଥି ମଧ୍ୟରୁ ପିଆଜ ଏକ। ଯେଉଁଥିରେ ରହିଛି ଅନେକ ଔଷଧୀୟ ଗୁଣ। ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ। ପିଆଜରେ ଏଣ୍ଟି-ଇନଫ୍ଲାମେଟରି ଗୁଣ ଥାଏ। ଏହା ସହ ପିଆଜରେ ଏଣ୍ଟି-ଏଲର୍ଜି, ଏଣ୍ଟି-ଅକ୍ସିଡେଣ୍ଟ ଓ ଏଣ୍ଟି-କାର୍ସିନୋଜେନିକ ଗୁଣ ଥାଏ। ପିଆଜରେ ଭିଟାମିନ ଏ, ବି୬, ବି କମ୍ପଲେକ୍ସ ଭରପୁର ମାତ୍ରାରେ ଥାଏ। ପିଆଜରେ ଆଇରନ, ମିନେରାଲ, ପୋଟାସିଅମ ମଧ୍ୟ ଅନେକ ମାତ୍ରାରେ ଥାଏ ଯାହା ସ୍ୱାସ୍ଥ ପାଇଁ
 
ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ସବୁ ଜିନିଷରେ କିଛି ନା କିଛି ଔଷଧୀୟ ଗୁଣ ନିଶ୍ଚିତ ରହିଥାଏ। ସେଥି ମଧ୍ୟରୁ ପିଆଜ ଏକ। ଯେଉଁଥିରେ ରହିଛି ଅନେକ ଔଷଧୀୟ ଗୁଣ। ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ। ପିଆଜରେ ଏଣ୍ଟି-ଇନଫ୍ଲାମେଟରି ଗୁଣ ଥାଏ। ଏହା ସହ ପିଆଜରେ ଏଣ୍ଟି-ଏଲର୍ଜି, ଏଣ୍ଟି-ଅକ୍ସିଡେଣ୍ଟ ଓ ଏଣ୍ଟି-କାର୍ସିନୋଜେନିକ ଗୁଣ ଥାଏ। ପିଆଜରେ ଭିଟାମିନ ଏ, ବି୬, ବି କମ୍ପଲେକ୍ସ ଭରପୁର ମାତ୍ରାରେ ଥାଏ।

ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ପିଆଜରେ ଆଇରନ, ମିନେରାଲ, ପୋଟାସିଅମ ମଧ୍ୟ ଅନେକ ମାତ୍ରାରେ ଥାଏ ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ । କଞ୍ଚା ପିଆଜକୁ ବ୍ୟବହାର କରିବା ପାଇଁ ଅନେକ ଉପାୟ ରହିଛି। କିଛି ଜଣ କଞ୍ଚା ପିଆଜକୁ ସାଲାଡ କରି ଖାଇବା ପସନ୍ଦ କରନ୍ତି ତ କିଛି ପିଜ୍ଜା, ଆଚାର ଭଳି ଖାଇବାରେ ପସନ୍ଦ କରନ୍ତି।

ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

କଞ୍ଚା ପିଆଜ ଖାଇଲେ କିମ୍ୱା ମୁଣ୍ଡରେ ପିଆଜ ରସ ଲଗାଇଲେ କେଶ ଲମ୍ବାହୋଇଥାଏ। ରକ୍ତ ଚାପ ଥିବା ଲୋକଙ୍କ ପାଇଁ କଞ୍ଚା ପିଆଜ ଖାଇବା ଲାଭଦାୟକ ହୋଇଥାଏ। ପିଆଜ ଖାଇବା ମଧୁମେହ ଥିବା ଲୋକଙ୍କ ପାଇଁ ଫାଇଦା ହୋଇଥାଏ। ୨ ଦିନ ଧରି ପିଆଜ ରସ ପିଇଲେ ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।

ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ପିଆଜର ଔଷଧିୟ ଗୁଣ କ୍ୟାନସର ଭଳି ମାରାତ୍ମକ ରୋଗ ଠିକ କରିବାରେ ସହଯୋଗ କରେ। କଞ୍ଚା ପିଆଜ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ପିଆଜରେ ଥିବା ଭିଟାମିନ ଓ କ୍ୟାଲସିଅମ ମୁଖ ଗହ୍ବର ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ।

ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ନାକରୁ ରକ୍ତ ବାହାରିବା ସମୟରେ ପିଆଜ କାଟି ଶୁଙ୍ଗିଲେ ଏହା ରକ୍ତ ବାହାରିବା ବନ୍ଦ ହୋଇଯାଏ। ପାଇଲ୍‌ସ ସମସ୍ୟା ଥିଲେ ଧଳା ପିଆଜ ଖାଇବା ଉଚିତ୍‌। ପ୍ରତିଦିନ ପିଆଜ ସାଲାଡ ଖାଇଲେ ଶରୀରରେ ଇଂନସୁଲିନ ମାତ୍ରା ବଢିଥାଏ। ଫଳରେ ମଧୁମେହ ନିୟନ୍ତ୍ରଣ ହୋଇଥାଏ।

ପିଆଜ ଖାଇଲେ ୪୮ଘଣ୍ଟାରେ ଡାଇବେଟିସ୍ ରୁ ମିଳିବ ମୁକ୍ତି, ତେବେ କେମିତି ଖାଇବେ ଜାଣନ୍ତୁ

ରକ୍ତ ଚାପ ସହ ହାର୍ଟ ରୋଗ ମଧ୍ୟ ନିୟନ୍ତ୍ରଣ କରେ କଞ୍ଚା ପିଆଜ। ଏଥିରେ ମିଥାଇଲ ସଲଫାଇଡ ଓ ଅମିନୋ ଏସିଡ ଥାଏ। ତେଣୁ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ସହ ଅନ୍ୟ ରୋଗ ମଧ୍ୟ ଦୂର ହୋଇଥାଏ। ପ୍ରତ୍ୟେକ ଦିନ ପିଆଜ ଖାଇଲେ ଶରୀରରେ ରକ୍ତହୀନତା ଦୂର ହୋଇଥାଏ।