ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ଫଟୋ ଟିକୁ ଦେଖିଲା ପରେ ହୁଏତ ଆପଣ ଙ୍କ ମନରେ ଅଲଗା କିଛି ଭାବନା ଆସିପାରେ। କିନ୍ତୁ ଫଟ ପଛର ସତ୍ୟ ଘଟଣା ଜାଣିଲେ ଆପଣଙ୍କ ଆଖିରୁ ଦୁଇଟୋପା ଲୁହ ଝରି ଆସିବ, ଗୋଟେ ଝିଅର ତା ବାପା ପ୍ରତି କର୍ତବ୍ୟ। ବାପାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାଣିଲେ ଆପଣଙ୍କ କୋହ ଆଖି ଦେଇ ଲୁହ ହେଇ ବହିଯିବ , ହୃଦୟରୁ ଆପଣ କହିବେ ନାରୀ କେତେ ମହାନ। ଘଟଣା ଟି ୟୁରୋପ ର। କୌଣସି କାରଣରୁ
 
ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ଫଟୋ ଟିକୁ ଦେଖିଲା ପରେ ହୁଏତ ଆପଣ ଙ୍କ ମନରେ ଅଲଗା କିଛି ଭାବନା ଆସିପାରେ। କିନ୍ତୁ ଫଟ ପଛର ସତ୍ୟ ଘଟଣା ଜାଣିଲେ ଆପଣଙ୍କ ଆଖିରୁ ଦୁଇଟୋପା ଲୁହ ଝରି ଆସିବ, ଗୋଟେ ଝିଅର ତା ବାପା ପ୍ରତି କର୍ତବ୍ୟ। ବାପାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାଣିଲେ ଆପଣଙ୍କ କୋହ ଆଖି ଦେଇ ଲୁହ ହେଇ ବହିଯିବ , ହୃଦୟରୁ ଆପଣ କହିବେ ନାରୀ କେତେ ମହାନ।

ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ଘଟଣା ଟି ୟୁରୋପ ର। କୌଣସି କାରଣରୁ :ୟୁରୋପ ସରକାର ଜଣେ ବୃଦ୍ଧ କୁ ସଜ୍ଜା ଦେଇଥିଲେ , ସଜ୍ଜା ଥୀଲାକି ବୃଦ୍ଧ କୁ ଏକ ବନ୍ଦ କୋଠରୀ ମଧ୍ୟରେ ରଖାଯିବ। କିଛି ଖାଦ୍ୟ ଖାଇବାକୁ ଦିଆଯିବ ନାହିଁ , ଭୋକରେ ଡହଳ ବିକଳ ହେଇ ଯେପରି ବୃଦ୍ଧ ମରିଯିବେ। ବୃଦ୍ଧ ଙ୍କୁ ସେପର୍ଯ୍ୟନ୍ତ ଖାଇବାକୁ ଦିଆଯିବ ନାହିଁ ଯେପର୍ଯ୍ୟନ୍ତ ମୃତ୍ୟ ନ ହେଇଛି। କିଛି ଦିନ ବନ୍ଦ କୋଠରୀ ରେ ରହିବା ପରେ ବୃଦ୍ଧ ଙ୍କ ଦେହ ସମ୍ପୂର୍ଣ୍ଣ ଖରାପ ହେଇଗଲା, ଆଉ ଚାଲିବୁଲି ପାରିଲେ ନାହିଁ , ଏହା ତାଙ୍କ ଝିଅ କୁ ବହୁତ କଷ୍ଟ ଦେଇଥିଲା। ନିଜ ଆଖିସାମ୍ନାରେ କୋଉ ଝିଅ ବାପାକୁ ମରଣ ମୁଁହ କୁ ଠେଲିଦେବ ?

ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ତେବେ ନିଜ ବୃଦ୍ଧ ବାପା କୁ ବଞ୍ଚାଇବାକୁ ଝିଅଟି ନିଜର ଉଦ୍ୟମ ଜାରି ରଖି ସରକାର ଙ୍କୁ ଅନୁରୋଧ କଲେ ଭୋକିଲା ବାପାକୁ ବନ୍ଦ କୋଠରୀ ମଧ୍ୟରେ ସବୁଦିନ ଦେଖା କରିବାକୁ। ସରକାର ମଧ୍ୟ ଝିଅର ଅନୁରୋଧ ରକ୍ଷା କରି ଅନୁମତି ଦେଲେ। ଝିଅଟି ବାପାକୁ ଦେଖା କରିବାକୁ ଯିବାବେଳେ ଜଗୁଆଳ ମାନଙ୍କ ଦ୍ୱାରା ଝିଅକୁ ଚେକ କରାଯାଉଥିଲା ଯେପରି ଝିଅଟି କୌଣସି ଖାଦ୍ୟ ନିଜ ବାପା ପାଇଁ ନନିଏ।

ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ଝିଅଟି ଯେତେବେଳେ ନିଜ ବାପାକୁ ଅତି ରୁଗଣ ଅବସ୍ଥାରେ ଦେଖିଲା , ନିଜର କୋହ ସମ୍ଭାଳିପାରିଲା ନାହିଁ , ଆଖି ସାମ୍ନାରେ ନିଜ ବାପାକୁ କିଭଳି ମରଣମୁଁହକୁ ଠେଲିଦେବ ? କିଛି ଉପାୟ ନପାଇ ନିଜ ବୃଦ୍ଧ ବାପାକୁ ନିଜ ସ୍ତନର ଅମୃତ ପିଆଇବାକୁ ଲାଗିଲା। କିଛିଦିନ ଏହିପରି ନିୟମିତ ଆସି ନିଜ ବାପାକୁ ନିଜ ସ୍ତନରୁ କ୍ଷୀର ପିଆଇ ବଞ୍ଚାଇବାକୁ ଚେଷ୍ଟା କଲା। ଅପରପକ୍ଷେ ବୃଦ୍ଧ ଙ୍କର ମୃତ୍ୟୁ ନହେବାରୁ ଦାୟିତ୍ୱ ରେ ଥିବା କର୍ତ୍ତୃପକ୍ଷ ଙ୍କର ଦୁଃଚିନ୍ତା ବଢ଼ିବାରେ ଲାଗିଲା। ଝିଅଟିର ଗତିବିଧି ଉପରେ ତୀକ୍ଷଣ ନଜର ରଖାଗଲା , ଏବଂ ଝିଅଟି ନିଜ ବାପାକୁ କ୍ଷୀର ପିଆଉଥିବା ସମୟରେ ଧରାପଡିଲା। ବାପା ସହିତ ଝିଅକୁ ମଧ୍ୟ ବନ୍ଦୀ କରିଦିଆଗଲା। ବିଚାରାଧୀନ କୋର୍ଟ ରେ ବିଚାର ଚାଲିଥିବା ବେଳେ ବିଚାରପତି ଝିଅର କାହାଣୀ ଶୁଣି ଭାବବିହ୍ୱୋଳ ହେଇଯାଇଥିଲେ।

ଏହି ଫଟୋର ପଛର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ, ପଢନ୍ତୁ ଏକ ସତ୍ୟ ଘଟଣା

ଗୋଟେ ଝିଅ ଯେ ନିଜ ବାପାକୁ ବଚାଇବା ପାଇଁ ନିଜ ସ୍ତନରୁ କ୍ଷୀର ପିଆଇପାରେ ଏକଥା ବିଶ୍ୱାସ କରିପାରୁନଥିଲେ ବିଚାରପତି। ସେହି ଝିଅଟି ପାଇଁ ପ୍ରଥମଥର ପାଇଁ ବିଚାରପତି ଆଇନରୁ ଉର୍ଦ୍ଧ୍ବ ରହି ବିଚାର ଶୁଣାଇଲେ ଏବଂ ନିର୍ଦୋଷ ରେ ବାପ ଝିଅଙ୍କୁ ମୁକ୍ତ କରାଇଲେ। ସତରେ ନାରୀ କେତେ ମହାନ !! ଏହି ଘଟଣାଟିକୁ ସେତେବେଳର ଚିତ୍ରକାର ମୃରଳୀ ନିଜ କଳାରେ ପ୍ରଦଶନ କରିଥିଲେ ଯାହାକୁ କି ସମଗ୍ର ବିଶ୍ୱରେ ପ୍ରସଂଶା କରାଯାଇଥିଲା ଆଜି ବି ଏ ଫଟ ର ସତ୍ୟ ଜାଣିଲେ ହୃଦୟରୁ ନାରୀ ମାନଙ୍କ ପ୍ରତି ଗଭୀର ଭକ୍ତି ଜାଗ୍ରତ ହୁଏ।