ଶାରୀରିକ ସମ୍ପର୍କ ଦ୍ୱାରା ମଣିଷ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରେ କି? ଜାଣନ୍ତୁ କାରଣ

ତେବେ ଆମ ଶାସ୍ତ୍ର ପୁରଣାରେ ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ବହୁତ ଗୁଡ଼ାଏ ତଥ୍ୟ ଉଲ୍ଲେଖ କରାଯାଇଛି । ଅନେକ ସମୟରେ ଅଜାଣତରେ ହେଉ ପଛେ ଏହି ଶାରୀରିକ ସମ୍ପର୍କକୁ ନେଇ ମଣିଷ ଭୁଲ କରି ବସେ । ଅଧିକ ଭାବିବା ଦ୍ୱାରା ନିଜ ଶରୀର ଓ ମସ୍ତିସ୍କ କୁ ଥକି ଦେଇ ଥାଏ। ଶାରୀରିକ ସମ୍ପର୍କ ମଣିଷ ଜୀବନର ଏକ ଅଭିନ୍ନ ପ୍ରକିୟା। ଏହା ଏକ ବାୟୋକେମିକାଲ ପ୍ରକିୟା। କେତେକ ଏହା ପରେ
 
ଶାରୀରିକ ସମ୍ପର୍କ ଦ୍ୱାରା ମଣିଷ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରେ କି? ଜାଣନ୍ତୁ କାରଣ

ତେବେ ଆମ ଶାସ୍ତ୍ର ପୁରଣାରେ ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ବହୁତ ଗୁଡ଼ାଏ ତଥ୍ୟ ଉଲ୍ଲେଖ କରାଯାଇଛି । ଅନେକ ସମୟରେ ଅଜାଣତରେ ହେଉ ପଛେ ଏହି ଶାରୀରିକ ସମ୍ପର୍କକୁ ନେଇ ମଣିଷ ଭୁଲ କରି ବସେ । ଅଧିକ ଭାବିବା ଦ୍ୱାରା ନିଜ ଶରୀର ଓ ମସ୍ତିସ୍କ କୁ ଥକି ଦେଇ ଥାଏ। ଶାରୀରିକ ସମ୍ପର୍କ ମଣିଷ ଜୀବନର ଏକ ଅଭିନ୍ନ ପ୍ରକିୟା। ଏହା ଏକ ବାୟୋକେମିକାଲ ପ୍ରକିୟା। କେତେକ ଏହା ପରେ କ୍ଲାନ୍ତି ଅନୁଭବ କରିଥାନ୍ତି।

ଶାରୀରିକ ସମ୍ପର୍କ ଦ୍ୱାରା ମଣିଷ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରେ କି? ଜାଣନ୍ତୁ କାରଣ

ସ୍ବାସ୍ଥ୍ୟ ବିଜ୍ଞାନ ଅନୁସାରେ ଏହା ଏକ ସ୍ବତନ୍ତ୍ର ଶାରୀରିକ ପ୍ରକିୟା। ବ୍ୟାୟାମ କଲେ ଯେପରି ଶରୀରରେ ରକ୍ତସଞ୍ଚାଳନ ବୃଦ୍ଧି ପାଇଥାଏ ସେହିପରି ଶାରୀରିକ ସମ୍ପର୍କ ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ହରମୋନ୍‌ କ୍ଷରଣ ହୋଇ ଗ୍ରନ୍ଥିି ଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ। କିଛି ସମୟ ପରେ ଗ୍ରନ୍ଥିଗୁଡ଼ିକ କ୍ଲାନ୍ତ ହୋଇଯାଇଥାନ୍ତି। ଏହାର ସୂଚନା ମସ୍ତିଷ୍କର ହାଇପୋଥାଲାମସ୍‌ରେ ପହଞ୍ଚିଥାଏ।

ଶାରୀରିକ ସମ୍ପର୍କ ଦ୍ୱାରା ମଣିଷ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରେ କି? ଜାଣନ୍ତୁ କାରଣ

ମସ୍ତିଷ୍କ ସ୍ନାୟୁ କୋଷିକା ମାଧ୍ୟମରେ ଏହାର ସୂଚନା ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଦେଇଥାଏ। ଶାରୀରିକ ସମ୍ପର୍କ ଦ୍ୱାରା ହ୍ୟାପିନେସ୍‌ ହରମୋନ୍‌ ସେରାଟୋନିନ୍‌, ଡୋପାମାଇନ୍‌ ଏବଂ ଏଣ୍ଡ୍ରୋଫିନ୍‌ କ୍ଷରଣ ହୋଇଥାଏ। ଏହା ଶରୀରରେ କ୍ଲାନ୍ତି ସୃଷ୍ଟି କଲେ ମଧ୍ୟ ମନରେ ଖୁସି ଜାଗ୍ରତ କରିଥାଏ।