ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ଟ୍ରେନରୁ ବାହାରି ଯାତ୍ରୀମାନେ ପାଟିକରିବାର କାରଣ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ

ଟ୍ରେନକୁ ନେଇ ଘଟୁଥିବା ଦୁର୍ଘଟଣା ବିଷୟରେ ତ ଆପଣ ଜାଣିଥିଲେ। ହେଲେ ଗୁରୁବାର ରାତିରେ ପାରସନାଥ ଏକ୍ସପ୍ରେସ୍ ଟ୍ରେନ୍ରେ କିଛି ଏଭଳି ଘଟଣା ଘଟିଥିଲା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ରାତି ସମୟରେ ସବୁ ଲୋକ ଶୋଇଥିବା ବେଳେ ହଠାତ୍ ଟ୍ରେନ୍ ଭିତରେ ଲୋକେ ଜୋରରେ ପାଟି କରିବାକୁ ଲାଗିଥିଲେ। ଧୀରେ ଧୀରେ ସବୁ ବଗିର ଲୋକ ଉଠିବା ସହ ଟ୍ରେନ୍ ରୋକିବା ପାଇଁ ପାଟି କରିଥିଲେ। ଏହା ପରେ ଲୋକମାନେ ଚେନ୍ ଟାଣି ଧାନ୍ବାଦ୍ ରେଳ
 
ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ଟ୍ରେନରୁ ବାହାରି ଯାତ୍ରୀମାନେ ପାଟିକରିବାର କାରଣ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ

ଟ୍ରେନକୁ ନେଇ ଘଟୁଥିବା ଦୁର୍ଘଟଣା ବିଷୟରେ ତ ଆପଣ ଜାଣିଥିଲେ। ହେଲେ ଗୁରୁବାର ରାତିରେ ପାରସନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ରେ କିଛି ଏଭଳି ଘଟଣା ଘଟିଥିଲା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ରାତି ସମୟରେ ସବୁ ଲୋକ ଶୋଇଥିବା ବେଳେ ହଠାତ୍‌ ଟ୍ରେନ୍‌ ଭିତରେ ଲୋକେ ଜୋରରେ ପାଟି କରିବାକୁ ଲାଗିଥିଲେ। ଧୀରେ ଧୀରେ ସବୁ ବଗିର ଲୋକ ଉଠିବା ସହ ଟ୍ରେନ୍‌ ରୋକିବା ପାଇଁ ପାଟି କରିଥିଲେ। ଏହା ପରେ ଲୋକମାନେ ଚେନ୍‌ ଟାଣି ଧାନ୍‌ବାଦ୍‌ ରେଳ ଷ୍ଟେସନରେ ଟ୍ରେନ୍‌ ରୋକିବା ପରେ ତଳକୁ ଡେଇଁବା ଆରମ୍ଭ କରି ଦେଇଥିଲେ।

ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ଟ୍ରେନରୁ ବାହାରି ଯାତ୍ରୀମାନେ ପାଟିକରିବାର କାରଣ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ

ଧୀରେ ଧୀରେ ଲୋକେ ଶାନ୍ତ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଟ୍ରେନ୍‌ ଭିତରେ ସାପ ପଶି ଯାଇଥିବାରୁ ଲୋକମାନେ ପାଟି କରି ଉଠିଥିଲେ ବୋଲି ଜଣା ପଡ଼ିଥିଲା। ଏହା ପରେ ସ୍ନେକ୍‌ ରେସ୍କ୍ୟୁ ଟିମ୍‌ ଟ୍ରେନ୍‌ର ଭଲ ଭାବରେ ଯାଞ୍ଚ କରିଥିଲେ। କିନ୍ତୁ ସାପ ମିଳି ପାରି ନଥିଲା। ଏହା ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ସାପ ଦେଖାଯାଇଥିବା ବଗିରେ ଲୋକମାନେ ବସି ନଥିଲେ।

ହଠାତ୍‌ ଯାତ୍ରୀମାନେ ପାଟି କରିବାରୁ ଷ୍ଟେସନରେ ଅଟକିଲା ଟ୍ରେନ୍‌, ଟ୍ରେନରୁ ବାହାରି ଯାତ୍ରୀମାନେ ପାଟିକରିବାର କାରଣ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ

ସୂଚନା ମୁତାବକ, ଅସାନସୋଲରୁ ଟ୍ରେନ୍‌ଟି ବାହାରି ବରାକ୍‌ପୂର ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ କଳା ରଙ୍ଗର ସାପ ଦେଖି ପାଟି କରିବାକୁ ଲାଗିଥିଲେ। ଟ୍ରେନ୍‌ଟି ଚାଲୁ ରହିଥିବାରୁ ଡ଼ରରେ ଯାତ୍ରୀମାନେ ଚେନ୍‌ ଟାଣି ଧାନ୍‌ବାଦ୍‌ ଷ୍ଟେସନରେ ଟ୍ରେନ୍‌କୁ ଅଟକାଇଥିଲେ।