ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକ, ସୁରକ୍ଷାକର୍ମୀ ଙ୍କୁ ଜୀବନ୍ତ ଜଳେଇଦେଲେ ୨ ମୃତ

ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ରେ ରଖିବା ପାଇଁ ସ୍ଥାନୀୟ ଲୋକ ଦାବି କରୁଥିଲେ ଫଳରେ ଉତେଜନା ପରିସ୍ଥିତି ଉପୁଜିଥିଲା କଳାହାଣ୍ଡି ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ଥିଲେ । ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ରେଂଗୋପାଲି ଗାଁର ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ବେଦାନ୍ତ ମୁଖ୍ୟ ଫାଟକ ଆଗରେ ହରତାଳ କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀ ଓ
 
ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ପ୍ରଦାନ କରିବା ପାଇଁ  ସ୍ଥାନୀୟ ଲୋକ, ସୁରକ୍ଷାକର୍ମୀ ଙ୍କୁ ଜୀବନ୍ତ ଜଳେଇଦେଲେ ୨ ମୃତ

ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ରେ ରଖିବା ପାଇଁ ସ୍ଥାନୀୟ ଲୋକ ଦାବି କରୁଥିଲେ ଫଳରେ ଉତେଜନା ପରିସ୍ଥିତି ଉପୁଜିଥିଲା କଳାହାଣ୍ଡି ବେଦାନ୍ତରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇ ଥିଲେ । ସିକ୍ୟୁରିଟି ଗାର୍ଡଙ୍କ ମାଡରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ରେଂଗୋପାଲି ଗାଁର ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ବେଦାନ୍ତ ମୁଖ୍ୟ ଫାଟକ ଆଗରେ ହରତାଳ କରିଥିଲେ ।

ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ପ୍ରଦାନ କରିବା ପାଇଁ  ସ୍ଥାନୀୟ ଲୋକ, ସୁରକ୍ଷାକର୍ମୀ ଙ୍କୁ ଜୀବନ୍ତ ଜଳେଇଦେଲେ ୨ ମୃତ

ଏହି ସମୟରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀଙ୍କ ମାଡରେ ଦାନୀ ବାତ୍ରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଘଟଣାରେ ଅନେକ ସାଧାରଣ ଲୋକ ବି ଆହତ ହୋଇଛିନ୍ତି ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ବି ଜାରି କରାଯାଇଥିଲା

ବେଦାନ୍ତ ପ୍ଲାଣ୍ଟ ରେ ଚାକିରୀ ପ୍ରଦାନ କରିବା ପାଇଁ  ସ୍ଥାନୀୟ ଲୋକ, ସୁରକ୍ଷାକର୍ମୀ ଙ୍କୁ ଜୀବନ୍ତ ଜଳେଇଦେଲେ ୨ ମୃତ

ଏହି ଉତ୍ତଜନାମୂଳକ ପରିସ୍ଥିତିରେ ଓଆଇଏସଏଫ ସିକ୍ୟୁରିଟିଙ୍କ ମାଡ଼ରେ ଦାନି ବାତ୍ରା (୩୫) ନାମକ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଏସପି ଙ୍କ କହିବା ଅନୁଯାଇ ପଦର୍ଶନ କାରି କମ୍ୟୁନିଟି ଗୃହ ରେ ଭଙ୍ଗ ରିଜ କରିବା ପରେ ମିଞ୍ଜ ଙ୍କୁ ଏକ ଗୃହରେ ବନ୍ଦ କାରି ଦେଇଥିଲେ ଏବଂ ପରେ ସେହି ଗୃହ ରେ ନିଆଁ ଲଗାଇଦେଇଥିଲେ।

ତେବେ ଆନ୍ଦୋଳନକାରୀ ଓ ବେଦାନ୍ତ ପରିସର ବୋର୍ଡ ର କର୍ମୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା କ୍ଷତି ବାବଦରେ ପରିବାରକୁ ବେଦାନ୍ତ ପକ୍ଷରୁ ୨୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।