ରୋହିତ ଶର୍ମା ଙ୍କ ୨୬୪ ରନର ବିଶ୍ୱ ରେକର୍ଡ କୁ ଭାଙ୍ଗିଦେଲେ ଏହି କୁନି ଖେଳାଳି।

ବିଶ୍ୱ କ୍ରିକେଟରେ ଅନ୍ତର୍ଜାତିୟ ଏକ ଦିବସରେ ସବୁଠାରୁ ଅଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିବାରେ ସୌଭାଗ୍ୟ ଅର୍ଜନ କରିଥିବା ଏକମାତ୍ର ଖେଳାଳି ଭାବେ ଭାରତର ରୋହିତ ଶର୍ମା ଙ୍କ ନାମରେ ଅଛି। ରୋହିତ ଶର୍ମାଙ୍କ ବିଶ୍ୱ କ୍ରିକେଟ୍ ଇତିହାସରେ ୩ଟି ଦ୍ୱିଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଏବେବି ଏହି ରେକର୍ଡ ନିଜ ନାମରେ ହିଁ ରଖିଛନ୍ତି । କିନ୍ତୁ ନିକଟରେ ଏହି କୁନି ଖେଳାଳି ବ୍ୟକ୍ତିଗତ ୨୬୪ ରନ ର ରେକର୍ଡ କୁ ଭାଙ୍ଗିଦେଇଛନ୍ତି ।
 
ରୋହିତ ଶର୍ମା ଙ୍କ ୨୬୪ ରନର ବିଶ୍ୱ ରେକର୍ଡ କୁ ଭାଙ୍ଗିଦେଲେ ଏହି କୁନି ଖେଳାଳି।

ବିଶ୍ୱ କ୍ରିକେଟରେ ଅନ୍ତର୍ଜାତିୟ ଏକ ଦିବସରେ ସବୁଠାରୁ ଅଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିବାରେ ସୌଭାଗ୍ୟ ଅର୍ଜନ କରିଥିବା ଏକମାତ୍ର ଖେଳାଳି ଭାବେ ଭାରତର ରୋହିତ ଶର୍ମା ଙ୍କ ନାମରେ ଅଛି। ରୋହିତ ଶର୍ମାଙ୍କ ବିଶ୍ୱ କ୍ରିକେଟ୍ ଇତିହାସରେ ୩ଟି ଦ୍ୱିଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଏବେବି ଏହି ରେକର୍ଡ ନିଜ ନାମରେ ହିଁ ରଖିଛନ୍ତି । କିନ୍ତୁ ନିକଟରେ ଏହି କୁନି ଖେଳାଳି ବ୍ୟକ୍ତିଗତ ୨୬୪ ରନ ର ରେକର୍ଡ କୁ ଭାଙ୍ଗିଦେଇଛନ୍ତି । କିନ୍ତୁ ଏହା ଅନ୍ତର୍ଜାତୀୟ ସ୍ତରରେ ନାହିଁ ଯାହା ଏବେ ସୋସାଇଲଲ ମିଡିଆରେ ଭାଇରଲ ହେବାକୁ ଲାଗିଛି ।

ରୋହିତ ଶର୍ମା ଙ୍କ ୨୬୪ ରନର ବିଶ୍ୱ ରେକର୍ଡ କୁ ଭାଙ୍ଗିଦେଲେ ଏହି କୁନି ଖେଳାଳି।

ମୁମ୍ବାଇର ଇଣ୍ଟର-ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ରିଜବୀ ସ୍ପ୍ରିଙ୍ଗ ଫିଲ୍ଡ ପକ୍ଷରୁ ଖେଳୁଥିବା ଅଭିନବ ସିଂହ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର ୨୬୪ ରନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଅଭିନବ ୨୬୫ ରନ୍ କରିଥିବା ଜଣ ପଡିଛି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କୌଣସି ଖେଳାଳି ରୋହିତଙ୍କ ଏହି ରେକର୍ଡର ନିକଟତର ହୋଇପାରିନାହାନ୍ତି।

ରୋହିତ ଶର୍ମା ଙ୍କ ୨୬୪ ରନର ବିଶ୍ୱ ରେକର୍ଡ କୁ ଭାଙ୍ଗିଦେଲେ ଏହି କୁନି ଖେଳାଳି।

ମୁମ୍ବାଇ ଇଣ୍ଡିଆନ୍ସ ତା’ର ଟ୍ୱିଟର୍ ଆକାଉଣ୍ଟ ଜରିଆରେ ରୋହିତଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଥିଲା। ଏଥିରେ କୁହାଯାଇଛି, “ରୋହିତ ଆମକୁ ସେହି ଖେଳାଳି ମିଳିଗଲା ଯିଏ ତମର ୨୬୪ ରନ ର ରେକର୍ଡ କୁ ଭାଙ୍ଗିଦେଇଛନ୍ତି ।”କିନ୍ତୁ ଭାରତୀୟ କ୍ରୀକେଟିୟର ରୋହିତ ଶର୍ମା ଙ୍କ ଏହା ନେଇ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ ।