ନିଜ ଗାଲକୁ ନିଜେ ଚାପୁଡ଼ା ମାରି ବୃଦ୍ଧ ଜଣ ଙ୍କ କହୁଥିଲେ ଯେ “ମୋ ଝିଅ କୁ ଫେରାଇ ଆଣିଦିଏ ନହେଲେ ମୋତେ ଗୁଳି ମାରିଦିଅ”।

୨୦ ମାର୍ଚ ହୋଲି ଦିନ କିଛି ଲୋକ ହିନ୍ଦୁ ସମୁଦାୟର ଦୁଇ ନାବାଳିକା ଝିଅ ସିରଫ ରୀନା ୧୫ ଏବଂ ରବିନା ୧୩ ଦୁହିଁଙ୍କୁ ବଳ ପୂର୍ବକ ଧର୍ମପରିବର୍ତନ କରାଇଦେଇଥିଲେ ଏବଂ ଅଂଧେଡ ବୟସ ଲୋକଙ୍କ ଶହ ବିବାହ ମଧ୍ୟ କରିଦେଇଥିଲେ। ଏହି ଘଟଣା ସିଂଧି ପ୍ରାନ୍ତ ର ଘୋଟକି ଜିଲ୍ଲାର ଅଟେ। ଏବଂ ରିପୋର୍ଟ ଅନୁସାରେ ଆରୋପି ମାନେ ଘରେ ପଶି ୪ ତୁଳା ସୁନା ଶହ ୭୫ ହଜାର ଟଙ୍କା ବି ନେଇଯାଇଥିଲେ ।
 
ପାକିସ୍ତାନ ରେ ଦୁଇ ହିନ୍ଦୁ ନାବାଳିକ ଝିଅ ଙ୍କୁ ହତିଆର ଦେଖାଇ ଅପହରଣ କରି ନେଇଥିଲେ । ପରେ ତାଙ୍କର ଧର୍ମପରିବର୍ତନ କରାଯାଇଥିଲା। କିନ୍ତୁ ବର୍ତମାନ ସାମନାକୁ ଆସିଛି ତାଙ୍କ ବାପାଙ୍କ ଏହି ବିଡ଼ିଓ ଯାହା ବୃଦ୍ଧ ଜଣ ଙ୍କ ଏକ ଥାନା ଆଗରେ କାନ୍ଦି କାନ୍ଦି ନିଜ ଗାଲକୁ ନିଜେ ଚାପୁଡ଼ା ମାରି ଏମିତି କିଛି ଥାନା ବାଲାକୁ ଗୁହାରି କରୁଥିଲେ ।ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି ।

ନିଜ ଗାଲକୁ ନିଜେ ଚାପୁଡ଼ା ମାରି ବୃଦ୍ଧ ଜଣ ଙ୍କ କହୁଥିଲେ ଯେ “ମୋ ଝିଅ କୁ ଫେରାଇ ଆଣିଦିଏ ନହେଲେ ମୋତେ ଗୁଳି ମାରିଦିଅ”।

ଅପହୃତ ନାବାଳିକା ଝିଅଙ୍କ ବାପା ଥାନା ଆଗରେ କାନ୍ଦି କାନ୍ଦି ପୂର୍ବରୁ କମ୍ପ୍ଲେନ ବି କରିଥିଲେ ଏବଂ କହିଥିଲେ ଯେ ମୋ ଝିଅ ଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ହେଲେ କିନ୍ତୁ ପୋଲିସ ଅଧିକାରୀ ଏହାକୁ ଅଣଦେଖା କରିଥିଲେ । କିନ୍ତୁ ପରେ ଅଳ୍ପ ସଂଖ୍ୟକ ହିନ୍ଦୁ ସମୁଦାୟ ର ଲୋକ ମାନେ ଏହାର ପ୍ରତିବାଦ କରିଥିଲେ ତା ପରେ ସ୍ଥାନୀୟ ପୋଲିସ ଏହା ବିରୁଦ୍ଧରେ ଏତଲା ରଖିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । କିନ୍ତୁ ଏହା ପରେ ଆରୋପି ଏକ ଭିଡ଼ିଓ ଜାରି କରି କହିଥିଲେ ଯେ ଦୁହେଁ ଝିଅ ନିଜ ଇଚ୍ଛାରେ ଇସ୍ଲାମ ଧର୍ମ ଆପଣାଇଛନ୍ତି ।

ନିଜ ଗାଲକୁ ନିଜେ ଚାପୁଡ଼ା ମାରି ବୃଦ୍ଧ ଜଣ ଙ୍କ କହୁଥିଲେ ଯେ “ମୋ ଝିଅ କୁ ଫେରାଇ ଆଣିଦିଏ ନହେଲେ ମୋତେ ଗୁଳି ମାରିଦିଅ”।

କିନ୍ତୁ ପରେ ଗାନ ମାଧ୍ୟମରେ ଏହାକୁ କଡା ନିନ୍ଦା କରାଯାଇଛି । ପୋଲିସ କହିବା ଅନୁଯାଇ ପାକିସ୍ତାନ ଆଇନି ଅନୁଯାଇ ଅପହରଣ ,ଚୋରି ,ମାରପିଟ ଏବଂ ଅନଧିକୃତ ଘରେ ପ୍ରବେଶ କରିଥିବାରୁ ଏହି ମାମଲାରେ ଆରୋପିଙ୍କ ବିରୋଧରେ ଥାନାରେ ଏତଲା ଲେଖାଯାଇଛି । ଏହା ପରେ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇସାରିଛନ୍ତି ।