ଏହି ରାଶିର ପୁଅମାନେ ଅଧିକ ଭଲ ପାଇଥାନ୍ତି ନିଜ ସ୍ତ୍ରୀକୁ

ବିଶ୍ୱାସର ଅନ୍ୟ ନାମ ବିବାହ । କାରଣ ଏଥିରେ ଦୁଇଟି ଅପରିଚିତ ବ୍ୟକ୍ତି ପରସ୍ପରକୁ ବିଶ୍ୱାସ କରି ଜୀବନର ବାକି ସମୟ ଏକାଠି ରହିବେ ବୋଲି ସ୍ଥିର କରିଥାଆନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ବିବାହ ପୂର୍ବରୁ ପୁଅଝିଅଙ୍କର ରାଶିର ମେଳକ କରାଯାଇଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ରାଶିର ପୁଅ ନିଜ ପତ୍ନୀଙ୍କୁ ଜୀବନଠାରୁ ଅଧିକ ଭଲ ପାଆନ୍ତି । ଵୃଷରାଶି : ଏହି ରାଶିର ପୁଅମାନେ ଟିକେ ରାଗି,
 
ଏହି ରାଶିର ପୁଅମାନେ ଅଧିକ ଭଲ ପାଇଥାନ୍ତି ନିଜ ସ୍ତ୍ରୀକୁ

ବିଶ୍ୱାସର ଅନ୍ୟ ନାମ ବିବାହ । କାରଣ ଏଥିରେ ଦୁଇଟି ଅପରିଚିତ ବ୍ୟକ୍ତି ପରସ୍ପରକୁ ବିଶ୍ୱାସ କରି ଜୀବନର ବାକି ସମୟ ଏକାଠି ରହିବେ ବୋଲି ସ୍ଥିର କରିଥାଆନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ବିବାହ ପୂର୍ବରୁ ପୁଅଝିଅଙ୍କର ରାଶିର ମେଳକ କରାଯାଇଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ରାଶିର ପୁଅ ନିଜ ପତ୍ନୀଙ୍କୁ ଜୀବନଠାରୁ ଅଧିକ ଭଲ ପାଆନ୍ତି ।

ଏହି ରାଶିର ପୁଅମାନେ ଅଧିକ ଭଲ ପାଇଥାନ୍ତି ନିଜ ସ୍ତ୍ରୀକୁ

ଵୃଷରାଶି : ଏହି ରାଶିର ପୁଅମାନେ ଟିକେ ରାଗି, କିନ୍ତୁ ନିଜ ସ୍ତ୍ରୀକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ଏବଂ ଉପହାର ଦେବାକୁ ଭଲପାଇଥାନ୍ତି ଓ
କର୍କଟ ରାଶି: ଏହି ରାଶିର ପୁଅମାନେ ସ୍ଵଭାଵରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀର ଅନେକ ଯତ୍ନ ନେଇଥାନ୍ତିଓ ଏମାନେ କେବେ ହେଲେ ନିଜ ଜୀବନସାଥୀକୁ ଧୋକା ଦିଅନ୍ତି ନାହିଁ।

ଏହି ରାଶିର ପୁଅମାନେ ଅଧିକ ଭଲ ପାଇଥାନ୍ତି ନିଜ ସ୍ତ୍ରୀକୁ

ତୁଳାରାଶି: ଏହି ରାଶିର ପୁଅମାନେ ବହୁତ ରୋମାଣ୍ଟିକ । ଏମାନେ ନୀଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରନ୍ତି। ଜୀବନର ଯେ, କୌଣସି ପରିସ୍ଥିତିରେ ବି ଏମାନେ ଜୀବନସାଥୀର ସାଥ ଦେବାକୁ ପଛାନ୍ତି ନାହିଁଓ
ସିଂହ ରାଶି: ଏହି ରାଶିର ପୁଅମାନଙ୍କ ବ୍ୟକ୍ତିତ୍ୱ ଟିକେ ନିଆରା। ଝିଅମାନେ ଏମାନଙ୍କ ସ୍ୱଭାବ ପ୍ରତି ଆକର୍ଷିତ ହେଇଥାନ୍ତି ଓ ଏମାନେ ସଚ୍ଚା ଜୀବନସାଥୀ ହୋଇଥାନ୍ତି ଓ ଅନ୍ୟ ମହିଳାଙ୍କୁ ଆଡ଼ ଆଖିରେ ବି ଚାହାଁନ୍ତି ନାହିଁ।

କୁମ୍ଭ ରାଶି: ଏହି ରାଶିର ପୁଅମାନେ ନିଜ ଜୀବନସାଥୀ ପ୍ରତି ଅଧିକ ବିଶ୍ୱାସି ହୋଇଥାନ୍ତି। ଦୁନିଆର ସବୁ ନିଜ ସ୍ତ୍ରୀକୁ ସମସ୍ତ ଖୁସି ଦେବା ପାଇଁ ବହୁତ ଚେଷ୍ଟା କରନ୍ତିଓ ଏମାନେ ନିଜ ସ୍ତ୍ରୀର ସମସ୍ତ ସ୍ୱପ୍ନ ପୂରା କରିବାରେ ବିଶ୍ୱାସ ରଖନ୍ତି।