ଘିକୁଆଁରି ଗଛ ର ଆଶ୍ଚର୍ଯ୍ୟଜନକ ଫାଇଦା, ଦୂରେଇ ଯିବ ଅନେକ ରୋଗ ଓ ସମସ୍ୟା

ଘିକୁଆଁରି ଗଛ ବିଷୟରେ ଆପଣ ଆଗରୁ ନିଶ୍ଚୟ ଶୁଣିଥିଲେ, ଏହାକୁ ଆଲୋବେରା ବି କୁହାଯାଏ ଏବଂ ଓଡ଼ିଆ ରେ ଯାହାକୁ ଆମେ ଘିକୁଆଁରି ନାମରେ ମଧ୍ୟ ଜାଣନ୍ତି ତାହା ଏକ ଚମତ୍କାରୀ ଏବଂ ବହୁ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ଘିକୁଆଁରି ର ଔଷଧି ଗୁଣ ମଧ୍ୟ ବହୁତ ଅଛି ଯେମିତି କି ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଏହାର ବ୍ୟବହାର କରାଯାଏ । ଏହାକୁ ପୁରୁଷ ମାନେ ସେଭିଂ ଜେଲ୍ ଭାବେ
 
ଘିକୁଆଁରି ଗଛ ର ଆଶ୍ଚର୍ଯ୍ୟଜନକ ଫାଇଦା, ଦୂରେଇ ଯିବ ଅନେକ ରୋଗ ଓ ସମସ୍ୟା

ଘିକୁଆଁରି ଗଛ ବିଷୟରେ ଆପଣ ଆଗରୁ ନିଶ୍ଚୟ ଶୁଣିଥିଲେ, ଏହାକୁ ଆଲୋବେରା ବି କୁହାଯାଏ ଏବଂ ଓଡ଼ିଆ ରେ ଯାହାକୁ ଆମେ ଘିକୁଆଁରି ନାମରେ ମଧ୍ୟ ଜାଣନ୍ତି ତାହା ଏକ ଚମତ୍କାରୀ ଏବଂ ବହୁ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ଘିକୁଆଁରି ର ଔଷଧି ଗୁଣ ମଧ୍ୟ ବହୁତ ଅଛି ଯେମିତି କି ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଏହାର ବ୍ୟବହାର କରାଯାଏ ।

ଘିକୁଆଁରି ଗଛ ର ଆଶ୍ଚର୍ଯ୍ୟଜନକ ଫାଇଦା, ଦୂରେଇ ଯିବ ଅନେକ ରୋଗ ଓ ସମସ୍ୟା

ଏହାକୁ ପୁରୁଷ ମାନେ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।

ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି।

ଘିକୁଆଁରି ଗଛ ର ଆଶ୍ଚର୍ଯ୍ୟଜନକ ଫାଇଦା, ଦୂରେଇ ଯିବ ଅନେକ ରୋଗ ଓ ସମସ୍ୟା

ଆଲୋବେରା ଜେଲ୍‌ ହେଉଛି ଏକ ରକମର ଶ୍ରେଷ୍ଠ୍‍ କେଶ ମସ୍‌ଚୁରାଇଜର୍‌। ଏହାକୁ କେଶରେ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ୍‌ ବି ରହିଥାଏ।

ଆଇବ୍ରୋରେ ବି ଆଲୋବେରା ଜେଲ୍‌ ବ୍ୟହାର କରିପାରନ୍ତି। ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ।