କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

ଶେଷ ଓଭରରେ ବିଜୟ ପାଇଁ ୧୭ ରନ ଆବଶ୍ୟକ ହେଉଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୧୦ ରନ ସଂଗ୍ରହ କରିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୭ ରନରେ ବିଜୟୀ ହୋଇଥିଲା। ଏଥିସହ ଚଳିତ ଇଣ୍ଡିଆନ ପ୍ରମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଲିଗ୍ ସପ୍ତମ ମ୍ୟାଚ୍ରେ ଟସ୍ ଜିତି ବାଙ୍ଗାଲୋର ପିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି
 
କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

ଶେଷ ଓଭରରେ ବିଜୟ ପାଇଁ ୧୭ ରନ ଆବଶ୍ୟକ ହେଉଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୧୦ ରନ ସଂଗ୍ରହ କରିଥିଲା। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୭ ରନରେ ବିଜୟୀ ହୋଇଥିଲା। ଏଥିସହ ଚଳିତ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)ରେ ମୁମ୍ବାଇ ପ୍ରଥମ ବିଜୟ ହାସଲ କରିଛି।

କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଲିଗ୍‌ ସପ୍ତମ ମ୍ୟାଚ୍‌ରେ ଟସ୍‌ ଜିତି ବାଙ୍ଗାଲୋର ପିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୮ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା। ଜବାବରେ ବାଙ୍ଗାଲୋର ୨୦ ଓଭରରେ ୫ ଉଇକେଟ ହରାଇ ୧୮୧ ରନ କରି ମ୍ୟାଚ୍‌ ହାତଛଡ଼ା କରିଛି।

କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

ଏହି ରୋମାଞ୍ଚକ ମ୍ୟାଚ୍‌ରେ ଅମ୍ପାୟରଙ୍କ ଏକ ବଡ଼ ଭୁଲକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ମ୍ୟାଚ୍‌ର ଶେଷ ବଲ୍‌ରେ ବିଜୟ ପାଇଁ ବାଙ୍ଗାଲୋର ୭ ରନ୍‌ ଅବଶ୍ୟକ କରୁଥିଲା। ମୁମ୍ବାଇ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ସାମ୍ନାରେ ଥିଲେ ଶିବମ ଦୁବେ। ଲଙ୍ଗ୍‌ଅନ୍‌କୁ ଦୁବେ ଶଟ୍‌ ଖେଳିଥିଲେ କିନ୍ତୁ ରନ୍‌ ନେଇ ନ ଥିଲେ। ତେବେ ଏହି ବଲ୍‌ଟି ନୋ ବଲ୍‌ ଥିଲା।

କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

କାରଣ ମାଲିଙ୍ଗା ଲାଇନ୍‌ କ୍ରସ୍‌ କରିଥିଲେ। ତେବେ ଅମ୍ପାୟର ଏହାକୁ ନୋଟିସ କରି ନ ଥିଲେ। ଫଳରେ ବାଙ୍ଗାଲୋର ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅମ୍ପାୟରଙ୍କ ଏହି ତ୍ରୁଟିରେ ଦୁଇ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଅସନ୍ତୋଷ ଜାହିର କରିଛନ୍ତି। କ୍ଲବ୍‌ ମ୍ୟାଚ୍‌ ନୁହଁ, ଆମେ ଆଇପିଏଲ ମ୍ୟାଚ୍‌ ଖେଳୁଛୁ। ତେଣୁ ଏଭଳି ତ୍ରୁଟି ଗ୍ରହଣୀୟ ନୁହଁ ବୋଲି କୋହଲି ମ୍ୟାଚ୍‌ ପରେ କହିଥିଲେ।

କଣ ଗତକାଲିର ମୁମ୍ବାଇ ବେଙ୍ଗାଲୁରୁ ମ୍ୟାଚ ଫିକ୍ସ ଥିଲା? ଶେଷ ଓଭରର ଶେଷ ବଲ ମାଲିଙ୍ଗାଙ୍କ ନୋବଲକୁ କାହିଁକି ଦେଲାନି ଅମ୍ପାୟାର ଜାଣନ୍ତୁ କାରଣ

କୋହଲୀଙ୍କ ଅସନ୍ତୋଷ ଠିକ୍ କାରଣ ଅନ୍ତିମ ବଲ୍‌ ଯଦି ନୋ ବଲ୍‌ ହୋଇଥାଆନ୍ତା ତୋ ଉକ୍ତ ବଲ୍‌ ରେ ଦୁଇ ରନ୍ ସହ ଫ୍ରି ହିଟ୍ ମିଳିଥାଆନ୍ତା, ଓ ଷ୍ଟ୍ରାଇକ ରେ ଏବି ଡିଭିଲର୍ସ ରହିଥାଆନ୍ତି ତୋ ମ୍ୟାଚ ର ପରିଣାମ କିଛି ଅଲଗା ହୋଇଥାନ୍ତା। ଆପଣଙ୍କ ଅନୁସାରେ କଣ ଏହା ଅମ୍ପାୟରଙ୍କ ଏକ ବଡ଼ ଭୁଲ? ନା ମ୍ୟାଚ ଫିକ୍ସିଂ ନିଜର ରାୟ ତଳେ କମେଣ୍ଟ ବକ୍ସ ମଧ୍ୟରେ ନିଶ୍ଚୟ ଦିଅନ୍ତୁ