ଦେଖନ୍ତୁ ଫୋଟୋ : ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ହେମାମାଳିନୀ ଟାଣଖରାରେ ଚାଷୀଙ୍କ ସହ ମିଶି ଗହମ କାଟିଲେ

ଅଭିନେତ୍ରୀ ହେମାମାଳିନୀ ଙ୍କୁ କିଏ ବା ନଜାଣେ, ସେ ମଥୁରାର ଲୋକସଭା ସଦସ୍ୟ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିବା ସହ ଏକ ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେଆର୍ କରିଛନ୍ତି। ସେ ସବୁ ଫୋଟୋ ଲୋକସଭା ଆସନ ମଥୁରାର ଗୋବର୍ଦ୍ଧନ ଅଞ୍ଚଳର ବୋଲି ଜଣା ପଡିଛି । ଏଥିରେ ହେମାମାଳିନୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଡ୍ରିମ ଗାର୍ଲ ଭାବେ ଜଣାଶୁଣା ହେମାମାଳିନୀ ମହିଳାମାନଙ୍କ ସହିତ ମିଶି ଗହମ ଖେତରେ ପହଞ୍ଚିଥିଲେ।
 
ସେଠାରେ ହେମାମାଳିନୀ ଗହମ ଶସ୍ୟ କାଟିଥିଲେ। ସେ ଖେତରେ ଗହମ କାଟୁଥିବା ମହିଳାମାନଙ୍କୁ ସାହାଯ୍ୟ କରୁଥିଲେ। ଏହି ଅବସରରରେ ହେମାମାଳିନୀ କହିଛନ୍ତି ଯେ ସେ ମହିଳା ଚାଷୀମାନଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ। ପ୍ରଚଣ୍ଡ ଖରାରେ ହେମାମାଳିନୀଙ୍କ ଏହି କାମ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଦେଖନ୍ତୁ ଫୋଟୋ : ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ହେମାମାଳିନୀ ଟାଣଖରାରେ ଚାଷୀଙ୍କ ସହ ମିଶି ଗହମ କାଟିଲେ

ଗତ ୨୦୧୪ ଲୋକସଭା ନିର୍ବାଚନରେ ହେମାମାଳିନୀ ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ ପୁତ୍ର ଜୟନ୍ତ ସିଂହଙ୍କୁ ପରାଜିତ କରିଥିଲେ। ଏଥର ହେମାମାଳିନୀ ପୁଣି ମଥୁରାରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଏହି ସବୁ ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।