ହିନ୍ଦ ମହାସାଗର ରେ ଚୀନ ର ଦାଦାଗିରି କୁ ରୋକିବା ପାଇଁ ଭାରତର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ

ଭାରତୀୟ ନୌସେନା ନିଜର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ କରିଦେଇଛି । ଏହା ପରେ ନୌସେନା ଘାତକ ପଂଡୁବିୟାଂ କିଣିବ। ଯାହାର ଆକଳନ ପ୍ରାୟ ୫୦୦୦୦ କାରୋଡ଼ ଟଙ୍କା ହବ ବୋଲି କୁହ ଯାଇଛି । ଏହି ପ୍ରୋଜେକ୍ଟ ପାଇଁ ଭାରତୀୟ ନୌସେନା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାରତୀୟ ନୌସେନା ଏହି ବିଦେଶୀ କମ୍ପାନୀ ଙ୍କୁ expression of interest ଜାରି କରିଛି ଯେଉଁ ମାନେ ଏହି ପ୍ରୋଜେକ୍ଟ ରେ ଭାଗିଦାରୀ ହବା
 
ହିନ୍ଦ ମହାସାଗର ରେ ଚୀନ ର ଦାଦାଗିରି କୁ ରୋକିବା ପାଇଁ ଭାରତର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ


ଭାରତୀୟ ନୌସେନା ନିଜର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ କରିଦେଇଛି । ଏହା ପରେ ନୌସେନା ଘାତକ ପଂଡୁବିୟାଂ କିଣିବ। ଯାହାର ଆକଳନ ପ୍ରାୟ ୫୦୦୦୦ କାରୋଡ଼ ଟଙ୍କା ହବ ବୋଲି କୁହ ଯାଇଛି । ଏହି ପ୍ରୋଜେକ୍ଟ ପାଇଁ ଭାରତୀୟ ନୌସେନା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାରତୀୟ ନୌସେନା ଏହି ବିଦେଶୀ କମ୍ପାନୀ ଙ୍କୁ expression of interest ଜାରି କରିଛି ଯେଉଁ ମାନେ ଏହି ପ୍ରୋଜେକ୍ଟ ରେ ଭାଗିଦାରୀ ହବା ପାଇଁ ଚାହୁଁଛନ୍ତି ।

ପ୍ରୋଜେକ୍ଟ -୭୫ କଣ ଆସନ୍ତୁ ଜାଣିବା :

ହିନ୍ଦ ମହାସାଗର ରେ ଚୀନ ର ଦାଦାଗିରି କୁ ରୋକିବା ପାଇଁ ଭାରତର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ

ଏହି ପ୍ରୋଜେକ୍ଟ ପାରମ୍ପରିକ ଡିଜେଲ ଇଲେକ୍ଟ୍ରିକ ପଂଡୁବିୟାଂ ତିଆରି କରିବାକୁ ଚାହୁଁଚି । ଏହି ପଂଡୁବିୟାଂ ମୁମ୍ବାଇ ରେ mazagon dockyard ରେ ନିର୍ମିତ ହୋଉଛି । ଏହା ସ୍କ୍ୱାର୍ନିଙ୍ଗ ପଂଡୁବିୟାଂ ତୁଳନାରେ ୫୦ ପ୍ରତିଶତ ବଡ ଅଟେ । ଏହାର କ୍ଷମତା ପ୍ରାୟ ୧୨ ଲେନ୍ଡ ଆକ୍ରମଣ କୄସେ ମିସାଇଲ ଏବଂ ଆଣ୍ଟି ସିପି କୄସେ ମିସାଇଲ ହିଁ ସାମିଲ ହବ ଯାହା ୧୮ ଅଧିକ ଓଜନ ବିଶିଷ୍ଟ ତରାପିଡୋ କୁ ୧୬ରେ ନେବାର କ୍ଷମତା ରହିବ।

ହିନ୍ଦ ମହାସାଗର ରେ ଚୀନ ର ଦାଦାଗିରି କୁ ରୋକିବା ପାଇଁ ଭାରତର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ

ଏହି ପ୍ରୋଜେକ୍ଟ ହେବ ପରେ ହିନ୍ଦ ମହାସାଗର ରେ ନିଜ ର ସୁରକ୍ଷା ପୁକଥା କରିପାରିବ । ଏହା ପ୍ରୋଜେକ୍ଟ କରିବା ଦ୍ଵାରା ଚୀନ ର ବଳପୂର୍ବକ ହିନ୍ଦ ମହାସାଗର ରେ ଦାଦାଗିରି କୁ ସମ୍ପୂର୍ଣ ଭାବରେ ନିଜ କଣ୍ଟ୍ରୋଲ କରାଯାଇପାରିବ । କାରଣ ଭାରତ ପାଖରେ ୧୦୦ ରୁ ଅଧିକ ପଂଡୁବିୟାଂ ଥିବା ବେଳେ ପାକିସ୍ତାନ ନୌସେନା ପାଖରେ ମାତ୍ର ୨୦ ଟି ପଂଡୁବିୟାଂ ହିଁ ଅଛି ।

ହିନ୍ଦ ମହାସାଗର ରେ ଚୀନ ର ଦାଦାଗିରି କୁ ରୋକିବା ପାଇଁ ଭାରତର ମହତ୍ଵପୁର୍ଣ ପ୍ରୋଜେକ୍ଟ -୭୫ ର ଶୁଭାରମ୍ଭ

ଏହା ସ୍ପଷ୍ଟ ଯେ ଏହି ପ୍ରୋଜେକ୍ଟ କେବଳ ଚୀନ କୁ ହିନ୍ଦ ମହା ସାଗର ରେ ଦାଦାଗିରିକୁ ରୋକିବା ପାଇଁ ମୁଖ୍ୟ ଭୂମିକା ହବ । ଏହି ପ୍ରୋଜେକ୍ଟ ପାଇଁ ରକ୍ଷାମନ୍ତ୍ରୀ ନିର୍ମଳା ସୀତା ରମଣ ଏକ କମିଟି ମଧ୍ୟ ଗଠନ କରିସାରିଲେଣି ।