ସୋସିଆଲ ମିଡିଆରେ ଡିଣ୍ଡା ଏକାଡେମୀ କହି ଟ୍ରଲ କରାଯାଉଥିବା ଅଶୋକ ଡିଣ୍ଡା ଖୋଲିଲେ ମୁହଁ କହିଦେଲେ ଏମିତି କିଛି ସମସ୍ତଙ୍କ ମୁହଁ ହୋଇଗଲା ବନ୍ଦ

ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ସମ୍ପର୍କରେ ପୂର୍ବତନ ଭାରତୀୟ ପେସର ଅଶୋକ ଡିଣ୍ଡା ଶୁକ୍ରବାର ମୁହଁ ଖୋଲିଛନ୍ତି। ସେ ଚଳିତ ଆଇପିଏଲରେ ଖେଳୁ ନାହାନ୍ତି। ହେଲେ ଚଳିତ ସିଜନରେ କୌଣସି ବୋଲର ବ୍ୟୟ ବହୁଳ ସ୍ପେଲ ପକାଇବା ପରେ ଉକ୍ତ ବୋଲର ‘ଡିଣ୍ଡା ଏକାଡେମୀ’ରେ ଯୋଗ ଦେଇଥିବା ଟ୍ରୋଲ କରାଯାଉଛି। ‘ଡିଣ୍ଡା ଏକାଡେମୀ’ ଗତ କିଛି ସପ୍ତାହ ହେଲା ସୋସିଆଲ ମିଡିଆରେ ପରିଚୟ ସୃଷ୍ଟି କରିଛି। ଚଳିତ ଆଇପିଏଲ ସିଜନରେ ଏ ପର୍ଯ୍ୟନ୍ତ ବ୍ୟୟ ବହୁଳ ସାବ୍ୟସ୍ତ
 
ସୋସିଆଲ ମିଡିଆରେ ଡିଣ୍ଡା ଏକାଡେମୀ କହି ଟ୍ରଲ କରାଯାଉଥିବା ଅଶୋକ ଡିଣ୍ଡା ଖୋଲିଲେ ମୁହଁ କହିଦେଲେ ଏମିତି କିଛି ସମସ୍ତଙ୍କ ମୁହଁ ହୋଇଗଲା ବନ୍ଦ

ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ସମ୍ପର୍କରେ ପୂର୍ବତନ ଭାରତୀୟ ପେସର ଅଶୋକ ଡିଣ୍ଡା ଶୁକ୍ରବାର ମୁହଁ ଖୋଲିଛନ୍ତି। ସେ ଚଳିତ ଆଇପିଏଲରେ ଖେଳୁ ନାହାନ୍ତି। ହେଲେ ଚଳିତ ସିଜନରେ କୌଣସି ବୋଲର ବ୍ୟୟ ବହୁଳ ସ୍ପେଲ ପକାଇବା ପରେ ଉକ୍ତ ବୋଲର ‘ଡିଣ୍ଡା ଏକାଡେମୀ’ରେ ଯୋଗ ଦେଇଥିବା ଟ୍ରୋଲ କରାଯାଉଛି। ‘ଡିଣ୍ଡା ଏକାଡେମୀ’ ଗତ କିଛି ସପ୍ତାହ ହେଲା ସୋସିଆଲ ମିଡିଆରେ ପରିଚୟ ସୃଷ୍ଟି କରିଛି। ଚଳିତ ଆଇପିଏଲ ସିଜନରେ ଏ ପର୍ଯ୍ୟନ୍ତ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା ଉମେଶ ଯାଦବ ଓ ଜୟଦେବ ଉନାଡକଟ୍‌ ଡିଣ୍ଡା ଏକାଡେମୀରୁ ସ୍ନାତ୍ତକ କରିଥିବା ଜୋକ୍ସ ସୋସିଆଲ ମିଡିଆରେ ଶେୟାର କରାଯାଉଛି।

ସୋସିଆଲ ମିଡିଆରେ ଡିଣ୍ଡା ଏକାଡେମୀ କହି ଟ୍ରଲ କରାଯାଉଥିବା ଅଶୋକ ଡିଣ୍ଡା ଖୋଲିଲେ ମୁହଁ କହିଦେଲେ ଏମିତି କିଛି ସମସ୍ତଙ୍କ ମୁହଁ ହୋଇଗଲା ବନ୍ଦ

ବେଙ୍ଗଲ ଷ୍ଟାର ବହୁ ଆଇପିଏଲ ମ୍ୟାଚ୍‌ରେ ବ୍ୟୟ ବହୁଳ ବୋଲର ସାବ୍ୟସ୍ତ ହୋଇଥିବାରୁ ତାଙ୍କ ଉପରେ ପ୍ରଶଂସକମାନେ ଏବେ ଜୋକ୍ସ ପ୍ରସ୍ତୁତ କରୁଛନ୍ତି। ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଅରସିବି)ପକ୍ଷରୁ ଅଫିସିଆଲ ଟୁଇଟର ମଧ୍ୟ ଜୋକ୍‌ କରାଯିବା ପରେ ଡିଣ୍ଡା ଜବାବ ଦେଇଛନ୍ତି।

ସୋସିଆଲ ମିଡିଆରେ ଡିଣ୍ଡା ଏକାଡେମୀ କହି ଟ୍ରଲ କରାଯାଉଥିବା ଅଶୋକ ଡିଣ୍ଡା ଖୋଲିଲେ ମୁହଁ କହିଦେଲେ ଏମିତି କିଛି ସମସ୍ତଙ୍କ ମୁହଁ ହୋଇଗଲା ବନ୍ଦ

ନିଜ କ୍ୟାରିୟରର ସମ୍ପୂର୍ଣ୍ଣ ପରିସଂଖ୍ୟାନର ଏକ ଫଟୋ ଅପ୍‌ଲୋଡ କରି  କ୍ୟାପଶନରେ ଲେଖିଛନ୍ତି, ମୋତେ ଘୃଣା କରୁଥିବା ପ୍ରଶଂସକମାନଙ୍କୁ ମୋ କ୍ୟାରିୟର ସମ୍ପର୍କରେ କିଛି ଜାଣାନାହଁି। ମୋ ବିଷୟରେ ମତ ଦେବା ବନ୍ଦ କରନ୍ତୁ ।

ସୋସିଆଲ ମିଡିଆରେ ଡିଣ୍ଡା ଏକାଡେମୀ କହି ଟ୍ରଲ କରାଯାଉଥିବା ଅଶୋକ ଡିଣ୍ଡା ଖୋଲିଲେ ମୁହଁ କହିଦେଲେ ଏମିତି କିଛି ସମସ୍ତଙ୍କ ମୁହଁ ହୋଇଗଲା ବନ୍ଦ

ଡିଣ୍ଡା ଅନ୍ତିମ ଥର ୨୦୧୩ରେ ଅର୍ନ୍ତଜାତୀୟ ମ୍ୟାଚ୍‌ ଖେଳିଥିଲେ। ଭାରତ ପାଇଁ ୧୩ ଦିନିକିଆ ମ୍ୟାଚ୍‌ ଖେଳି ସେ ୧୨ ଉଇକେଟ ଅକ୍ତିଆର କରିଛନ୍ତି। ଏଥିସହିତ ୯ ଟି୨୦ ମ୍ୟାଚ୍‌ରୁ ୧୭ ଉଇକେଟ ନେଇଛନ୍ତି। ତାଙ୍କୁ ଦୀର୍ଘ ଦିନ ହେଲା ସମାଲୋଚନା କରାଯାଉଥିବାବେଳେ ଡିଣ୍ଡାଙ୍କ ଘରୋଇ ଓ ଅନ୍ତର୍ଜାତୀୟ ପ୍ରଦର୍ଶନ ଖରାପ ନୁହେଁ, ଯାହାକି ‘ଡିଣ୍ଡା ଏକାଡେମୀ’ ଜୋକ୍ସରେ ଦର୍ଶାଉଛି। ଅନ୍ତର୍ଜାତୀୟ ସ୍ତରରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ହେଲେ ଖଳାଳିଙ୍କ ନିକଟରେ ପ୍ରତିଭା ଥିବା ଦରକାର। ନ ହେଲେ ଭାରତ ପାଇଁ କେଳିବା ସମ୍ଭବ ନୁହେଁ।