ସ୍ତ୍ରୀ ଥିବା ସତ୍ତ୍ବେ ଲୁଚିକରି ଦ୍ୱିତୀୟ ବିବାହ କରୁଥିଲା ଯୁବକ ହଠାତ୍ ବାହାବେଦୀରେ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦ୍ବିତୀୟ ବିବାହ କରିବା କିଛି ଅପରାଧ ନୁହେଁ ହେଲେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଏକ ବଡ ଅପରାଧ ହୋଇଥାଏ। ଏହିଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶ ଗାଜିଆବାଦ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ। ନୀତିନ ବର୍ମା ନାମକ ଜଣେ ଯୁବକ ସ୍ଥାନୀୟ ସିହାଣି ଗେଟ୍ ଥାନା ଅଞ୍ଚଳରେ ବିବାହ କରିବାକୁ
 
ସ୍ତ୍ରୀ ଥିବା ସତ୍ତ୍ବେ ଲୁଚିକରି ଦ୍ୱିତୀୟ ବିବାହ କରୁଥିଲା ଯୁବକ ହଠାତ୍ ବାହାବେଦୀରେ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦ୍ବିତୀୟ ବିବାହ କରିବା କିଛି ଅପରାଧ ନୁହେଁ ହେଲେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଏକ ବଡ ଅପରାଧ ହୋଇଥାଏ। ଏହିଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।

ସ୍ତ୍ରୀ ଥିବା ସତ୍ତ୍ବେ ଲୁଚିକରି ଦ୍ୱିତୀୟ ବିବାହ କରୁଥିଲା ଯୁବକ ହଠାତ୍ ବାହାବେଦୀରେ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ। ନୀତିନ ବର୍ମା ନାମକ ଜଣେ ଯୁବକ ସ୍ଥାନୀୟ ସିହାଣି ଗେଟ୍‌ ଥାନା ଅଞ୍ଚଳରେ ବିବାହ କରିବାକୁ ଆସିଥିବାବେଳେ ଏହା ଘଟିଥିଲା।

ସ୍ତ୍ରୀ ଥିବା ସତ୍ତ୍ବେ ଲୁଚିକରି ଦ୍ୱିତୀୟ ବିବାହ କରୁଥିଲା ଯୁବକ ହଠାତ୍ ବାହାବେଦୀରେ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରଥମ ସ୍ତ୍ରୀଙ୍କ ପ୍ରମାଣ ଆଧାରରେ ବିବାହ ଉତ୍ସବକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିରଠ ବ୍ରହ୍ମପୁରୀ ଅଞ୍ଚଳରେ ରହୁଥିବା ସୋନିଆଙ୍କ ସହିତ ୪ ବର୍ଷ ତଳେ ନୀତିନଙ୍କର ବିବାହ ହୋଇଥିଲା। ତେବେ ଦୁଇଜଣଙ୍କ ମଧ୍ୟରେ ଲଗାତାର ଗଣ୍ଡଗୋଳ ଲାଗି ରହିଥିଲା। ଏନେଇ ସୋନିଆ ସ୍ଥାନୀୟ ଥାନାରେ ମଧ୍ୟ ମାମଲା ଦାଏର କରିଥିଲେ। ପୋଲିସ ଅଭିଯୁକ୍ତ ନୀତିନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।