ବାତ୍ୟା ଫନି ର ଭୀଷଣ ତାଣ୍ଡବ ଦେଖାଗଲା ଓଡିଶା ରେ, ବାହୁବଳୀ ର ଏହି ଅଭିନେତ୍ରୀ ଓଡ଼ିଶାବାସୀ ଙ୍କୁ କହିଲେ ଏମିତି

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି କାଲି ସମଗ୍ର ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଧ୍ୱଂସର ତାଣ୍ଡବ ରଚାଇଛି । ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬ ଜଣ ଲୋକ ମୃତ୍ୟୁ ବରଣ କରିଥିବା ଅସମର୍ଥିତ ସୁତ୍ରରୁ ଜଣାଯାଇଛି । ତେବେ ସରକାରୀଭାବେ ଏ ସଂପର୍କରେ କିଛି କୁହାଯାଇନାହିଁ । ଆହୁରି ଅନେକ ସ୍ଥାନରେ ଲୋକମାନେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର
 
ବାତ୍ୟା ଫନି ର ଭୀଷଣ ତାଣ୍ଡବ ଦେଖାଗଲା ଓଡିଶା ରେ, ବାହୁବଳୀ ର ଏହି ଅଭିନେତ୍ରୀ ଓଡ଼ିଶାବାସୀ ଙ୍କୁ କହିଲେ ଏମିତି

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି କାଲି ସମଗ୍ର ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଧ୍ୱଂସର ତାଣ୍ଡବ ରଚାଇଛି । ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬ ଜଣ ଲୋକ ମୃତ୍ୟୁ ବରଣ କରିଥିବା ଅସମର୍ଥିତ ସୁତ୍ରରୁ ଜଣାଯାଇଛି । ତେବେ ସରକାରୀଭାବେ ଏ ସଂପର୍କରେ କିଛି କୁହାଯାଇନାହିଁ । ଆହୁରି ଅନେକ ସ୍ଥାନରେ ଲୋକମାନେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ବାତ୍ୟା ଫନି ର ଭୀଷଣ ତାଣ୍ଡବ ଦେଖାଗଲା ଓଡିଶା ରେ, ବାହୁବଳୀ ର ଏହି ଅଭିନେତ୍ରୀ ଓଡ଼ିଶାବାସୀ ଙ୍କୁ କହିଲେ ଏମିତି

ଓଡ଼ିଶାରେ ଧ୍ୱଂସର ତାଣ୍ଡବ ରଚାଇବା ପରେ ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଧୀରେ ଧୀରେ ଉତ୍ତରକୁ ଅଗ୍ରସର ହେଉଛି । ମିଳିଥିବା ସର୍ବଶେଷ ଖବର ମୁତାବକ ଫନି ଏବେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଇଚି। ଏହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଦେଖାଦେଇଛି ।

ବାତ୍ୟା ଫନି ର ଭୀଷଣ ତାଣ୍ଡବ ଦେଖାଗଲା ଓଡିଶା ରେ, ବାହୁବଳୀ ର ଏହି ଅଭିନେତ୍ରୀ ଓଡ଼ିଶାବାସୀ ଙ୍କୁ କହିଲେ ଏମିତି

ଏହି ଭୀଷଣ ବାତ୍ୟା କୁ ନେଇ ବହୁବଳୀ ର ଅଭିନେତ୍ରୀ ତମାନ୍ନା ଭାଟିଆ ଟ୍ୱିଟ କଲେ। ସେ କହିଲେ ମୁ ଓଡିଶା, ଆନ୍ଧ୍ରପ୍ରଦେଶ ଆଉ ୱେଷ୍ଟ ବଙ୍ଗାଳ ଲୋକଙ୍କ ପାଇଁ ପ୍ରାଥନା କରୁଛି, ଘର ଭିତରେ ରୁହନ୍ତୁ ଆଉ ପରଷ୍ପର ର ସହାୟତା କରନ୍ତୁ।

ବାତ୍ୟା ଫନି ର ଭୀଷଣ ତାଣ୍ଡବ ଦେଖାଗଲା ଓଡିଶା ରେ, ବାହୁବଳୀ ର ଏହି ଅଭିନେତ୍ରୀ ଓଡ଼ିଶାବାସୀ ଙ୍କୁ କହିଲେ ଏମିତି

ଅଭିନେତ୍ରୀ ଭୂମି ମଧ୍ୟ ଟ୍ୱିଟ କରି ନିଜର ମନ୍ତବ୍ୟ ଜଣେଇଲେ। ସେ ମଧ୍ୟ ଓଡ଼ିଶାବାସୀ ଙ୍କ ପାଇଁ ଶୁଭ କାମନା କଲେ।