ଏକଦିବସୀୟ ମ୍ୟାଚ ରେ ସବୁଠାରୁ ଅଧିକ ଆଲ-ଆଉଟ ହୋଇଥିବା ଟିମ ମଧ୍ୟରେ ଭାରତର ଲଜ୍ୟାଜନକ ରେକର୍ଡ

ବର୍ତମାନ ଏକଦିବସୀୟ ମ୍ୟାଚ ରେ ବିଶ୍ଵ ର ୨ ନମ୍ବର ସ୍ଥାନ ରେ ଥିବା ଭାରତୀୟ ଦଳ ବିଶ୍ଵକପ ୨୦୧୯ କୁ ଜିତିବାର ସାମର୍ଥ୍ୟ ରଖିଛି। ଭାରତୀୟ ଦଳ ନାମରେ ଗୋଟେ ଖରାପ ରେକର୍ଡ ଦେଖିବାକୁ ମିଳିଛି, ସାଧାରଣ ଭାବରେ କହିବାକୁ ଗଲେ ଏହି ରେକର୍ଡ ପାଇଁ ଭାରତର ବର୍ତ୍ତମାନ ର ଖେଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଆସନ୍ତୁ ଦେଖିବା କେଉଁ ଟିମ କେଉଁ କେଉଁ ସ୍ଥାନ ରେ ଅଛନ୍ତି। ୧. ଶ୍ରୀଲଙ୍କା :
 
ଏକଦିବସୀୟ ମ୍ୟାଚ ରେ ସବୁଠାରୁ ଅଧିକ ଆଲ-ଆଉଟ ହୋଇଥିବା ଟିମ ମଧ୍ୟରେ ଭାରତର ଲଜ୍ୟାଜନକ ରେକର୍ଡ

ବର୍ତମାନ ଏକଦିବସୀୟ ମ୍ୟାଚ ରେ ବିଶ୍ଵ ର ୨ ନମ୍ବର ସ୍ଥାନ ରେ ଥିବା ଭାରତୀୟ ଦଳ ବିଶ୍ଵକପ ୨୦୧୯ କୁ ଜିତିବାର ସାମର୍ଥ୍ୟ ରଖିଛି। ଭାରତୀୟ ଦଳ ନାମରେ ଗୋଟେ ଖରାପ ରେକର୍ଡ ଦେଖିବାକୁ ମିଳିଛି, ସାଧାରଣ ଭାବରେ କହିବାକୁ ଗଲେ ଏହି ରେକର୍ଡ ପାଇଁ ଭାରତର ବର୍ତ୍ତମାନ ର ଖେଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଆସନ୍ତୁ ଦେଖିବା କେଉଁ ଟିମ କେଉଁ କେଉଁ ସ୍ଥାନ ରେ ଅଛନ୍ତି।

ଏକଦିବସୀୟ ମ୍ୟାଚ ରେ ସବୁଠାରୁ ଅଧିକ ଆଲ-ଆଉଟ ହୋଇଥିବା ଟିମ ମଧ୍ୟରେ ଭାରତର ଲଜ୍ୟାଜନକ ରେକର୍ଡ

୧. ଶ୍ରୀଲଙ୍କା : ଏହି ଶୁଚି ରେ ସର୍ବ ପ୍ରଥମେ ଶ୍ରୀଲଙ୍କା କ୍ରିକେଟ ଟିମ ର ନାମ ଆସୁଛି, ଯେଉଁଠାରେ ଶ୍ରୀଲଙ୍କା ଏକଦିବସୀୟ ମ୍ୟାଚ ରେ ଆଜି ଯାଏ ୨୭୫ ଥର ଆଲ-ଆଉଟ ହୋଇଛି। ଏହି ୨୭୫ ମ୍ୟାଚ ରେ ଶ୍ରୀଲଙ୍କା କୁ ୩୨ ଥର ବିଜୟ ହାସଲ ବି ହୋଇଛି।

ଏକଦିବସୀୟ ମ୍ୟାଚ ରେ ସବୁଠାରୁ ଅଧିକ ଆଲ-ଆଉଟ ହୋଇଥିବା ଟିମ ମଧ୍ୟରେ ଭାରତର ଲଜ୍ୟାଜନକ ରେକର୍ଡ

୨. ଭାରତ : ଏହି ଶୁଚି ରେ ଭାରତ ୨ ତମ ସ୍ଥାନ ରେ ଅଛି। ସୂଚନା ଅନୁସାରେ ଭାରତ ଆଜି ଯାଏ ୨୭୨ ମ୍ୟାଚ ରେ ଆଲ-ଆଉଟ ହୋଇ ସାରିଛି। ଏଥି ମଧ୍ୟରୁ ଭାରତ ୩୧ ମ୍ୟାଚ ରେ ବିଜୟ ହାସଲ କରିଛି।

୩. ପାକିସ୍ତାନ : ପାକିସ୍ତାନୀ ଦଳ ଆଜି ଯାଏ ଏକଦିବସୀୟ ମଞ୍ଚ ରେ ୨୬୬ ଥର ଆଲ-ଆଉଟ ହୋଇ ସାରିଛି, ସୂଚନା ମୁତାବକ ଏଥି ମଧ୍ୟରୁ ୨୮ ଥର ବିଜୟ ହାସଲ ମଧ୍ୟ କରିଛି।

ଏକଦିବସୀୟ ମ୍ୟାଚ ରେ ସବୁଠାରୁ ଅଧିକ ଆଲ-ଆଉଟ ହୋଇଥିବା ଟିମ ମଧ୍ୟରେ ଭାରତର ଲଜ୍ୟାଜନକ ରେକର୍ଡ

ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ, ଯେଉଁଥିରେ ଦୁନିଆ ର ଟପ ୭ ଟି ଟିମ ର ରେକର୍ଡ କୁ ଦର୍ଶା ଯାଇଛି।