ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଗୋଟେ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ନିଶ୍ଚିତ କେବେ ନା କେବେ ଆସିଥାଏ। ପ୍ରଥମେ ଅଣ୍ତା ଆସିଲା ନା ପ୍ରଥମେ କୁକୁଡା, ସେମିତି ଆପଣଙ୍କୁ ଏହି କଥାର ଉତ୍ତର ମିଳିନଥିବ। କିନ୍ତୁ ଅଣ୍ତା ମାଂସାହାରୀ ଅଟେ କିମ୍ବା ଶାକାହାରୀ ଅଟେ। ଏହାର ଉତ୍ତର ଆମେ ନେଇକରି ଆସିଛୁ। ଲୋକଙ୍କୁ ବହୁତଥର କହୁଥିବାର ଶୁଣିଥିବେ କି କୁକୁଡା ଅଣ୍ତା ଦେଇଥାଏ। ତେବେ ନନ୍ ଭେଜ୍ ହେଲା ନା ଭେଜ୍ , କିନ୍ତୁ ଏହାର ଉତ୍ତର କେହି ବି ଜାଣିନଥିବେ।
 
ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଗୋଟେ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ନିଶ୍ଚିତ କେବେ ନା କେବେ ଆସିଥାଏ। ପ୍ରଥମେ ଅଣ୍ତା ଆସିଲା ନା ପ୍ରଥମେ କୁକୁଡା, ସେମିତି ଆପଣଙ୍କୁ ଏହି କଥାର ଉତ୍ତର ମିଳିନଥିବ। କିନ୍ତୁ ଅଣ୍ତା ମାଂସାହାରୀ ଅଟେ କିମ୍ବା ଶାକାହାରୀ ଅଟେ। ଏହାର ଉତ୍ତର ଆମେ ନେଇକରି ଆସିଛୁ। ଲୋକଙ୍କୁ ବହୁତଥର କହୁଥିବାର ଶୁଣିଥିବେ କି କୁକୁଡା ଅଣ୍ତା ଦେଇଥାଏ। ତେବେ ନନ୍ ଭେଜ୍ ହେଲା ନା ଭେଜ୍ , କିନ୍ତୁ ଏହାର ଉତ୍ତର କେହି ବି ଜାଣିନଥିବେ। ଏମିତିରେ ବହୁତ ଲୋକ ଅଲଗା ଅଲଗା ବିଚାର ନେଇକରି ଚଳନ୍ତି। ଅଣ୍ତା ଶାକାହାରୀ କି ମାଂସାହାରୀ ଏହାର ସନ୍ଧାନ ବୈଜ୍ଞାନିକମାନେ ପତ୍ତା ଲଗାଇସାରିଛନ୍ତି। କିନ୍ତୁ ବହୁତ ଲୋକ ଅଛନ୍ତି ଏହାର ଉତ୍ତରରେ ବହୁତ ଲୋକ ସନ୍ତୁଷ୍ଟ ନୁହନ୍ତି। ଆଜି ଆମେ ଆପଣଙ୍କୁ କହିଦେବୁ କି ସାଇନ୍ସ ଏହାର ପ୍ରୁଫ୍ ଦେଇଛନ୍ତି।

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ। ଚାଲନ୍ତୁ ଜାଣିବା ଏହାର ଉତ୍ତର। ଦୁନିଆଁରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଅଣ୍ତାକୁ ମାଂସାହାରୀ ଭାବି ଖାଇନଥାନ୍ତି। ସେହି ଲୋକଙ୍କର ଏହା ମାନିବା କଥା କି ଅଣ୍ତା କୁକୁଡାରୁ ଆସିଛି ମାନେ ତାହା ନନ୍ ଭେଜ୍ ଅଟେ। କିନ୍ତୁ ଆପଣଙ୍କୁ କହିଦେବୁ କି ସାଇନ୍ସ ଏହା କହେ କି କ୍ଷୀରରୁ ପଶୁ ଆସିଥାଏ। ସେମିତି ତାହା କିପରି ଶାକାହାରୀ ହେଲା ? ସାଇନ୍ସ ଏହା କହେ କି କ୍ଷୀରରୁ ପଶୁ ଆସିଥାଏ, ସେମିତି ତାହା ଶାକାହାରି କିପରି ହେଲା। ଦୁନିଆଁରେ ଲୋକେ ବହୁତ ଲୋକ ଅଣ୍ତା ଖାଇଥାନ୍ତି। ସେମିତି ଏହି ଲୋକଙ୍କର ମାନିବା କଥା କି ଅଣ୍ତା କୁକୁଡାରୁ ଆସେ ତେବେ କୁକୁଡା ନନ୍ ଭେଜ୍ ଅଟେ। ଓ ଅଣ୍ତା ବି ନନ୍ ଭେଜ୍ ଅଟେ। ଯେତେ ବି ଶାକାହାରୀ ଲୋକ ଅଛନ୍ତି ସେମାନେ ଅଣ୍ତାକୁ ମାଂସାହାରୀ ଭାବି ଖାଇନଥାନ୍ତି ।

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଅଣ୍ତା ତିନୋଟି ଭାଗରେ ହୋଇଥାଏ। ପ୍ରଥମେ ଖୋଳ, ଦ୍ୱିତୀୟ ତାର ଉପର ଭାଗ, ଓ ତୃତୀୟ ଅଣ୍ତାର କେଶର। ଅଣ୍ତାରେ କରାଯାଇଥିବା ରିସର୍ଚ୍ଚ ଅନୁସାରେ, ଅଣ୍ତାର ଧଳା ଅଂଶରେ ପ୍ରୋଟିନ୍ ହୋଇଥାଏ। ସେଥିରେ ପଶୁମାନଙ୍କର କୌଣସି ଭାବ ନଥାଏ। ଯଦି ଆପଣ ତର୍କ ହିସାବରେ ଦେଖିବେ ତେବେ ଧଳା ଭାଗ ଶାକାହାରୀ ହୋଇଥାଏ।

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଧଳା ଅଂଶ ପରେ ଆସିଥାଏ କେଶରର, ଏଥିରେ ବହୁତ ପ୍ରୋଟିନ୍ ଥାଏ। ଓ କୋଲେଷ୍ଟ୍ରୋଲ୍, ଫ୍ୟାଟ୍ ଭଲ ମାତ୍ରାରେ ମିଳିଥାଏ, ଅଣ୍ତା କୁକୁଡା ଓ ଗଞ୍ଜାର ମିଳନରୁ ଆସିଥାଏ, ତାଙ୍କ ମଧ୍ୟରେ ଗେମିଟ୍ ସେଲ୍ସ ଥାଏ, ଯାହା ତାହାକୁ ମାଂସାହାରୀ କରିଦେଇଥାଏ।

ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ? ବହୁ ରିସର୍ଚ୍ଚ ପରେ ସାମନାକୁ ଆସିଲା ସତ୍ଯତା, ଜାଣନ୍ତୁ ଏହା କଣ

ଜରୁରୀ ନୁହେଁ କି ସବୁ କୁକୁଡା ସଂମ୍ପର୍କରେ ଆସିବେ , କୁକୁଡା ଯେବେ ୬ ମାସର ହୋଇଯାଏ। ତେବେ ସେ ସବୁ ୧ କିମ୍ବା ଦେଢ ଦିନରେ ଅଣ୍ତା ଦେଇଥାଏ। ଏହି ଅଣ୍ତାକୁ ଅନଫର୍ଟିଲାଇଡଜ୍ କୁହାଯାଇଥାଏ। ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି କି ଏଥିରେ କେବେ ଚିଆଁ ବାହାରିନଥାନ୍ତି। ଯଦି ଆପଣ ଅଣ୍ତାକୁ ମାଂସାହାରୀ ବୁଝିକରି ରଖିନାହାନ୍ତି , ତେବେ ଆରମ୍ଭ କରିଦିଅନ୍ତୁ ଏହାର ଖାଇବା, କାରଣ ଏହା ଶାକାହାରୀ ଅଟେ।