ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିସାରିଛି। ହେଲେ ଏଥିମଧ୍ୟରେ ଆଉ ଜଣେ ମୋଦିଙ୍କ ଚର୍ଚ୍ଚା ହେଉଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାଲେଶ୍ୱରର ବିଜୟୀ ବିଜେପି ସାସଂଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ତାଙ୍କୁ ଓଡ଼ିଶାର ମୋଦି କୁହାଯାଉଛି । ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରେ ବିଜେପି ଟିକେଟରେ ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ନିର୍ବାଚିତ ହୋଇଛନ୍ତି। ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଚଳିତ ନିର୍ବାଚନରେ ବିଜେଡ଼ି ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬
 
ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଆସିସାରିଛି। ହେଲେ ଏଥିମଧ୍ୟରେ ଆଉ ଜଣେ ମୋଦିଙ୍କ ଚର୍ଚ୍ଚା ହେଉଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବାଲେଶ୍ୱରର ବିଜୟୀ ବିଜେପି ସାସଂଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ତାଙ୍କୁ ଓଡ଼ିଶାର ମୋଦି କୁହାଯାଉଛି । ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରେ ବିଜେପି ଟିକେଟରେ ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ନିର୍ବାଚିତ ହୋଇଛନ୍ତି।

ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଚଳିତ ନିର୍ବାଚନରେ ବିଜେଡ଼ି ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଭୋଟରେ ପରାଜିତ କରିଛନ୍ତି। ନିର୍ବାଚନରେ ବିଜୟୀ ହୋଇ ଚାରିଆଡ଼େ ପ୍ରତାପ ଷଢଙ୍ଗୀ ଚର୍ଚ୍ଚାରେ ରହିଛନ୍ତି ।

ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

ଲୋକେ ତାଙ୍କୁ ଓଡ଼ିଶାର ମୋଦୀ ବୋଲି କହୁଛନ୍ତି। ସେ ବିବାହ କରିନାହାଁନ୍ତି ଏବଂ ଏକ ଛୋଟ କୁଡ଼ିଆରେ ଜୀବନଯାପନ କରୁଛନ୍ତି । ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ ନୁହେଁ  କିନ୍ତୁ ସ୍ଥାନୀୟ ଅଂଚଳରେ ଲୋକେ ତାଙ୍କୁ ଖୁବ ଭଲ ପାଆନ୍ତି ଓ ସମ୍ମାନ ମଧ୍ୟ ଦିଅନ୍ତି ।

ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

ବାଲେଶ୍ୱର ନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଅତି ସରଳ ଜୀବନଯାପନ କରନ୍ତି । ସାଂସଦ ପ୍ରତାପ ଷଢଙ୍ଗୀଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁରର ଏକ ଗରୀବ ପରିବାରରେ ହୋଇଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଫକୀର କଲେଜରେ ସ୍ନାତକ ପଢିଛନ୍ତି । ସେ ଏକ ଆଧ୍ୟାତ୍ମିକ ମଣିଷ ଓ ମଠରେ ମଧ୍ୟ ମାଁଙ୍କ ପୂଜାର୍ଚ୍ଚନା କରନ୍ତି ।

ସରଳ ଜୀବନଯାପନ ସହ କୁଡ଼ିଆରେ ରୁହନ୍ତି ପ୍ରତାପ ଷଡ଼ଙ୍ଗୀ, ଲୋକେ କୁହନ୍ତି “ଓଡ଼ିଶାର ମୋଦୀ”, ଜାଣନ୍ତୁ ତାଙ୍କ ବିଷୟରେ

ପ୍ରତାପ ଷଢଙ୍ଗୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଂଚଳରେ ଅନେକ ବିଦ୍ୟାଳୟ ତିଆରି କରିଛନ୍ତି । ସେ ସାଇକଲରେ ଯିବା ଆସିବା କରନ୍ତି ।