ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ଗୁରୁବାର ଦିନଟି, ଗୁରୁକୃପା ପାଇବାର ଦିନ, ଏହି ଦିନରେ ଲୋକମାନେ ନିଜ ଗୁରୁଙ୍କ ବିଶେଷ ଆରାଧନା କରନ୍ତି, ଅଧିକାଂଶ ଲୋକ ସିରିଡିର ସାଇ ବାବା ଙ୍କ ଆରାଧନା ମଧ୍ୟ କରନ୍ତି ଏବଂ ତାଙ୍କ କୃପା ପାଇ ସବୁ ସମସ୍ୟାରୁ ମୁକ୍ତି ପାଇଥାନ୍ତି। ଯଦି କାହାରି ଜାତକରେ ଭାଗ୍ୟର ଗୁରୁ ଗ୍ରହର ଦୋଷ, ଅର୍ଥାତ ତାଙ୍କ ଗୁରୁ ରାଗିଯାଇଥାନ୍ତି, ଯେଉଁ କାରଣରୁ ଚାକିରି, ଘୋର, ବାହାଘର ଏବଂ ଭାଗ୍ୟ ସାଥ ଦେଉନଥିବା ସମସ୍ୟାର ସାମ୍ନା କରିବାକୁ ପଡୁଥିବ ତାହେଲେ
 
ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ଗୁରୁବାର ଦିନଟି, ଗୁରୁକୃପା ପାଇବାର ଦିନ, ଏହି ଦିନରେ ଲୋକମାନେ ନିଜ ଗୁରୁଙ୍କ ବିଶେଷ ଆରାଧନା କରନ୍ତି, ଅଧିକାଂଶ ଲୋକ ସିରିଡିର ସାଇ ବାବା ଙ୍କ ଆରାଧନା ମଧ୍ୟ କରନ୍ତି ଏବଂ ତାଙ୍କ କୃପା ପାଇ ସବୁ ସମସ୍ୟାରୁ ମୁକ୍ତି ପାଇଥାନ୍ତି। ଯଦି କାହାରି ଜାତକରେ ଭାଗ୍ୟର ଗୁରୁ ଗ୍ରହର ଦୋଷ, ଅର୍ଥାତ ତାଙ୍କ ଗୁରୁ ରାଗିଯାଇଥାନ୍ତି, ଯେଉଁ କାରଣରୁ ଚାକିରି, ଘୋର, ବାହାଘର ଏବଂ ଭାଗ୍ୟ ସାଥ ଦେଉନଥିବା ସମସ୍ୟାର ସାମ୍ନା କରିବାକୁ ପଡୁଥିବ ତାହେଲେ ଗୁରୁବାର ଦିନ ଏହି କାମ କଲେ ଗୁରୁଦେଵ ଭଗବାନ ପ୍ରସନ୍ନ ହୋଇ ମନସ୍କାମନା ପୁରା କରିଦେବେ।

ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ଗୁରୁଗ୍ରହରେ ପୀଡିତ ବ୍ୟକ୍ତି ଗୁରୁବାର ଦିନ ସକାଳୁ ସ୍ନାନ କରିବା ଜଳରେ ଚିମୁଟାଏ ହଳଦୀ ପକାଇ ସ୍ନାନ କରିବେ।

ସ୍ନାନ କରିବା ପରେ ଘରର ପୁଜା କରିବା ସ୍ଥାନରେ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅର ଦୀପ ଜଳାଇବେ।

ହଳଦିଆ କୁଶ ଆସନରେ ବସି ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ରକୁ ୧୦୮ ଥର ଜପ କରିବେ।

ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ପୁଜା ସରିବା ପରେ ବିଷ୍ଣୁ ସହସ୍ତ୍ରନାମର ପାଠ ମଧ୍ୟ କରିବେ, ଏବଂ ଜପ କରିବା ପରେ ଏହି ମନ୍ତ୍ରକୁ କହି କହି କେଶରର ତିଲକ ମଥାରେ ଲଗାଇ, କଦଳୀ ଗଛରେ ପାଣି ଅର୍ପଣ କରିବେ।

ଗୁରୁଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରତି ଗୁରୁବାର ଦିନ ସାଇବାବାଙ୍କ ମନ୍ଦିରକୁ ଯାଇ ଭଗବାନ ସାଇନାଥଙ୍କୁ ହଳଦିଆ ରଙ୍ଗର ୭ ଟି ଳଡୁ ଚଢାଇବେ। ବାବା ସବୁ ଇଛା ପୁରା କରିବେ।

ଜଦି ସମ୍ଭବ ହେବ ତାହେଲେ ଗୁରୁବାର ଦିନ ଉପବାସ ରହିବେ ଏବଂ ହଳଦିଆ ବସ୍ତ୍ର ପରିଧାନ କରିବେ, ବିନା ଲୁଣରେ ତିଆରି ଖାଦ୍ୟ ଭୋଜନ କରିବେ।

ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ନିଜ ଗୁରୁଙ୍କ କୃପା ପାଇବା ପାଇଁ ଗୁରୁବାର ଦିନ ଗରିବ ଝିଅମାନଙ୍କୁ ବା ବିକଳାଙ୍ଗ ଲୋକମାନଙ୍କୁ ହଳଦିଆ ଜିନିଷ ଦାନ କରିବେ।

ଗୁରୁବାର ଦିନ ସକାଳେ ଏବଂ ସନ୍ଧ୍ୟାରେ ୧୦୮ ଥର ନିଜ ଗୁରୁମନ୍ତ୍ରର ନାମ ଜପ କରିବେ, ଏମିତି କରିଲେ ସବୁ ମନସ୍କାମନା ପୂର୍ଣ ହେବ।

ଗୁରୁବାର ଦିନ ନିଶ୍ଚିତ କରନ୍ତୁ ଏହି ଚମତ୍କାରୀ ଉପାୟ, ସାଇବାବା କରିବେ ସବୁ ସମସ୍ୟାର ସମାଧାନ

ଧନ ପ୍ରାପ୍ତି ପାଈଁ ଗୁରୁବାର ଦିନ ସୂର୍ଯ୍ୟାସ୍ତ ସମୟରେ କଦଳୀ ଗଛ ମୂଳରେ ଗାଇ ଘିଅରେ ଦୀପ ଜଳାଇବେ।

ଶୀଘ୍ର ବିବାହ ପାଈଁ ଗୁରୁବାର ଦିନ ଗାଈକୁ ଦୁଇଟି ଅଟା ଗଳାରେ ଅଳ୍ପ ହଳଦୀ ଲଗେଇ ଖୁଆଇବେ, ସାଥିରେ ଅଳ୍ପ ଗୁଡ଼ ଏବଂ ମୁଗର ଭୋଗ ମଧ୍ୟ ଗାଈକୁ ଲଗାଇବେ ଶୀଘ୍ର ହିଁ ବିବାହ ଯୋଗ ହୋଇଯିବ।