ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ! ଏବେ ହୋଇପାରେ ଜେଲ୍, ଲାଗୁ ହେଲା ଏହି ନୂଆ ନିୟମ

ଆଜିକାଲି ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ଭିଡିଓ ସାଇଟ୍ରେ ଅନେକ ଭିଡିଓ ଦେଖିବାକୁ ମିଳେ। ନିଜ ପସନ୍ଦ ହିସାବରେ ଲୋକେ ଭିଡିଓ ଦେଖନ୍ତି। କିନ୍ତୁ ଏବେ ଏକ ନୂଆ ନିୟମ ଲାଗୁ ହୋଇଛି। ଏବେ ୱେବସାଇଟ୍ରେ ବିଶେଷ ସଫ୍ଟୱାଏର ଅପଲୋଡ କରାଯିବ। ଯାହା ଦ୍ବାରା ଜଣା ପଡିବ ଯେ, ଭିଡିଓ ୟୁଜରର ବୟସ କେତେ। ଯଦି ଏହି ନିୟମର ପାଳନ କୌଣସି ସଂସ୍ଥା କରିବନି ତାହେଲେ ତା ସାଇଟ୍ ବନ୍ଦ କରାଯିବ। ରିପୋର୍ଟ ଅନୁସାରେ ବ୍ରିଟେନ୍ର ସଂସ୍କୃତି, ଗଣମାଧ୍ୟମ
 
ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ! ଏବେ ହୋଇପାରେ ଜେଲ୍, ଲାଗୁ ହେଲା ଏହି ନୂଆ ନିୟମ

ଆଜିକାଲି ୟୁଟ୍ୟୁବ୍‌ ଓ ଅନ୍ୟାନ୍ୟ ଭିଡିଓ ସାଇଟ୍‌ରେ ଅନେକ ଭିଡିଓ ଦେଖିବାକୁ ମିଳେ। ନିଜ ପସନ୍ଦ ହିସାବରେ ଲୋକେ ଭିଡିଓ ଦେଖନ୍ତି। କିନ୍ତୁ ଏବେ ଏକ ନୂଆ ନିୟମ ଲାଗୁ ହୋଇଛି। ଏବେ ୱେବସାଇଟ୍‌ରେ ବିଶେଷ ସଫ୍ଟୱାଏର ଅପଲୋଡ କରାଯିବ। ଯାହା ଦ୍ବାରା ଜଣା ପଡିବ ଯେ, ଭିଡିଓ ୟୁଜରର ବୟସ କେତେ।

ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ! ଏବେ ହୋଇପାରେ ଜେଲ୍, ଲାଗୁ ହେଲା ଏହି ନୂଆ ନିୟମ

ଯଦି ଏହି ନିୟମର ପାଳନ କୌଣସି ସଂସ୍ଥା କରିବନି ତାହେଲେ ତା ସାଇଟ୍‌ ବନ୍ଦ କରାଯିବ। ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ସଂସ୍କୃତି, ଗଣମାଧ୍ୟମ ଓ ଖେଳ ବିଭାଗଙ୍କ ଅନୁସାରେ ୱେବସାଇଟ୍‌ରେ ବୟସ ଜାଣିବା ପ୍ରକ୍ରିୟା କଷ୍ଟକର ହେବ। କାରଣ କେବଳ ନିଜ ଜନ୍ମତିଥି ବା କୌଣସି ବକ୍ସରେ ଚିହ୍ନ ଦେଲେ ଏହି ମାମଲାର ସମାଧାନ ହେବ ନାହିଁ।

ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ! ଏବେ ହୋଇପାରେ ଜେଲ୍, ଲାଗୁ ହେଲା ଏହି ନୂଆ ନିୟମ

ଏଥିପାଇଁ ୟୁଜର୍ସ ନିଜ ଜନ୍ମତିଥିର ପ୍ରମାଣ ଦେବା ପାଇଁ କ୍ରେଡିଟ୍‌କାର୍ଡ, ପାସପୋର୍ଟ ବା ଡିଜିଟାଲ ଆଇଡିର ବ୍ୟବହାର କରିବାକୁ ପଡିବ। ସୂଚନାଯୋଗ୍ୟ ଯେ, ବ୍ରିଟେନ ସରକାର ଏହି ନିୟମ ଲାଗୁ କରିବା ପାଇଁ ଗତ ବର୍ଷରୁ ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକ ସର୍ଭେ ମଧ୍ୟ କରାଯାଇଛି। ତେବେ ୭ ବର୍ଷରୁ ୧୭ ବର୍ଷ ପିଲାଙ୍କ ମା ବାପା ମଧ୍ୟରୁ ୭୭ ପ୍ରତିଶତ ଲୋକେ ଏହି ନିୟମ ଲାଗୁ କରିବା ପାଇଁ ନିଜ ସହମତି ଦେଇଛନ୍ତି। ଏହି ନିୟମ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଲାଗୁ ହେବାକୁ ଯାଉଛି।