ଏହି ୫ ଜଣ ଅଭିନେତାଙ୍କ ସାଙ୍ଗରେ କିଏଭି ଝଗଡା କରିବାକୁ ଚାହାନ୍ତିନାହିଁ, ନମ୍ବର ୧ କୁ ଡରନ୍ତି ପୁରା ବଲିବୁଡ଼

୧. ସନି ଦେଓଲ: ବଲିବୁଡ଼ର ସବୁଠୁ ବଡ ଏକ୍ସନ ସୁପରଷ୍ଟାର ସନି ଦେଓଲକୁ ପୁରା ବଲିବୁଡ଼ ଡରନ୍ତି । ସନି ଦେଓଲଙ୍କ ନାମ ବଲିବୁଡ଼ର ସବୁଠୁ ଶକ୍ତିଶାଳୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାନ୍ତି । ଦିନେ ପେଟ୍ରୋଲ ପମ୍ପରେ ସନି ଦେଓଲଙ୍କ ଝଗଡା ୪ଜଣଙ୍କ ସାଙ୍ଗରେ ହେଇଗଲା ଓ ସନି ୪ଜଣଙ୍କୁ ବହୁତ ମାରିଥିଲେ । ଏତିକି ନୁହଁ, ୧୯୯୩ ରେ ଆଇ ବ୍ଲକବ୍ଲଷ୍ଟର ଫିଲ୍ମ ‘ଡର’ ର ସୁଟିଂ ସମୟରେ ସନି ଦେଓଲଙ୍କୁ ତାଙ୍କ ସହ-ଅଭିନେତା ସାହରୁଖ
 
ଏହି ୫ ଜଣ ଅଭିନେତାଙ୍କ ସାଙ୍ଗରେ କିଏଭି ଝଗଡା କରିବାକୁ ଚାହାନ୍ତିନାହିଁ, ନମ୍ବର ୧ କୁ ଡରନ୍ତି ପୁରା ବଲିବୁଡ଼

୧. ସନି ଦେଓଲ:

ଏହି ୫ ଜଣ ଅଭିନେତାଙ୍କ ସାଙ୍ଗରେ କିଏଭି ଝଗଡା କରିବାକୁ ଚାହାନ୍ତିନାହିଁ, ନମ୍ବର ୧ କୁ ଡରନ୍ତି ପୁରା ବଲିବୁଡ଼

ବଲିବୁଡ଼ର ସବୁଠୁ ବଡ ଏକ୍ସନ ସୁପରଷ୍ଟାର ସନି ଦେଓଲକୁ ପୁରା ବଲିବୁଡ଼ ଡରନ୍ତି । ସନି ଦେଓଲଙ୍କ ନାମ ବଲିବୁଡ଼ର ସବୁଠୁ ଶକ୍ତିଶାଳୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାନ୍ତି । ଦିନେ ପେଟ୍ରୋଲ ପମ୍ପରେ ସନି ଦେଓଲଙ୍କ ଝଗଡା ୪ଜଣଙ୍କ ସାଙ୍ଗରେ ହେଇଗଲା ଓ ସନି ୪ଜଣଙ୍କୁ ବହୁତ ମାରିଥିଲେ । ଏତିକି ନୁହଁ, ୧୯୯୩ ରେ ଆଇ ବ୍ଲକବ୍ଲଷ୍ଟର ଫିଲ୍ମ ‘ଡର’ ର ସୁଟିଂ ସମୟରେ ସନି ଦେଓଲଙ୍କୁ ତାଙ୍କ ସହ-ଅଭିନେତା ସାହରୁଖ ଖାନଙ୍କ ଉପରେ ରାଗିଯାଇଥିଲେ ଓ ସେ ରାଗିକି ନିଜ ପେଣ୍ଟର ପକେଟକୁ ଚିରି ଦେଇଥିଲେ ।

୨. ସଲ୍ମାନ ଖାନ:

ସଲ୍ମାନ ଖାନଭି ବଲିବୁଡ଼ର ସବୁଠୁ ରାଗି ଅଭିନେତାମାନଙ୍କ ମଧ୍ୟରୁ ଜଣେ । ସଲ୍ମାନ ଖାନଙ୍କ ସାଙ୍ଗରେ ପୁରା ବଲିବୁଡ଼ରୁ କେହିଭି ଝଗଡା କରିବାକୁ ଚାହାନ୍ତିନାହିଁ । ସଲ୍ମାନ ଖାନ ଓ ବିବେକ ଓ଼ବେରାଏଙ୍କ ମଧ୍ୟରେ ଝଗଡା ହେଇଯାଇଥିଲା ଓ ଏହି ଝଗଡା କାରଣରୁ ବିବେକ ଓ଼ବେରାଏ ସଲ୍ମାନ ଖାନଙ୍କୁ କ୍ଷମାଭି ମାଗିଥିଲେ ।

୩. ସଞ୍ଜୟ ଦତ୍ତ:

ଏହି ୫ ଜଣ ଅଭିନେତାଙ୍କ ସାଙ୍ଗରେ କିଏଭି ଝଗଡା କରିବାକୁ ଚାହାନ୍ତିନାହିଁ, ନମ୍ବର ୧ କୁ ଡରନ୍ତି ପୁରା ବଲିବୁଡ଼

ସଞ୍ଜୟ ଦତ୍ତଙ୍କ ରାଗ ଦେଖିକି ସଲ୍ମାନ ଖାନ ମଧ୍ୟ ଡରିଯାଇଥିଲେ । ସଞ୍ଜୟ ଦତ୍ତଙ୍କୁ ବଲିବୁଡ଼ର ସବୁଠୁ ବଡ ଖଳନାୟକ କୁହାଯାଏ । ସଲ୍ମାନ ଖାନ ଓ ସଞ୍ଜୟ ଦତ୍ତ ବହୁତ ଭଲ ସାଙ୍ଗ ଅଟନ୍ତି । ସଲ୍ମାନ ଖାନ ସଞ୍ଜୟ ଦତ୍ତଙ୍କୁ ନିଜ ବଡ ଭାଇ ପରିକା ମାନନ୍ତି ।

୪. ଅଜୟ ଦେବଗନ:

ଅଜୟ ଦେବଗନଙ୍କ ରାଗକୁ ପୁରା ବଲିବୁଡ଼ ଡ଼ରୁଛି । ଅଜୟ ଦେବଗନଙ୍କ ସ୍ତ୍ରୀ କାଜଲ ଏକ ଇଣ୍ଟରଭିଉରେ କହିଲେ କି ଅଜୟ ନିଜ ରାଗକୁ ସମସ୍ତଙ୍କ ସାମ୍ନାରେ ଦେଖାନ୍ତି ନାହିଁ, କିନ୍ତୁ ସେ ସିରିଏସ ରହିବା କାରଣରୁ ସମସ୍ତଙ୍କୁ ଡରନ୍ତି ।

୫. ସୁନୀଲ ସେଠ୍ହି:

ଏହି ୫ ଜଣ ଅଭିନେତାଙ୍କ ସାଙ୍ଗରେ କିଏଭି ଝଗଡା କରିବାକୁ ଚାହାନ୍ତିନାହିଁ, ନମ୍ବର ୧ କୁ ଡରନ୍ତି ପୁରା ବଲିବୁଡ଼

ସୁନୀଲ ସେଠ୍ହିଙ୍କ ସାଙ୍ଗରେ ପୁରା ବଲିବୁଡ଼ ମଧ୍ୟରୁ କେହିଭି ଝଗଡା କରିବାକୁ ଚାହାନ୍ତିନାହିଁ । ସୁନୀଲ ସେଠ୍ହି ପ୍ରଥମ ଫିଲ୍ମରେ ନିଜର ବହୁତ ଭଲ ବଡିର ପ୍ରଦର୍ଶନ କରିଥିଲେ । ଆଜିଭି ସୁନୀଲ ସେଠ୍ହିଙ୍କ ବଡି ଓ ଚାହାଣି କୌଣସି ସୁପରଷ୍ଟାରଙ୍କଠୁ କମ ନୁହନ୍ତି ।