ଭାରତର କମଳା ରଙ୍ଗର ଜର୍ସିକୁ ସବୁଆଡୁ ବିରୋଧ, ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଇ କୁହାଯାଉଛି ଏମିତି କିଛି

ଚଳିତ ବିଶ୍ୱକପ୍ରେ ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍ରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ଏହି ମ୍ୟାଚ୍ ପୂର୍ବରୁ ଏବେ ଏକ ବିବାଦ ଦେଖିବାକୁ ହୋଇଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ଚିରାଚରିତ ନୀଳ ରଙ୍ଗର ଜର୍ସି ବଦଳରେ ଅରେଞ୍ଜ ଜର୍ସି ପରିଧାନ କରିବ ବୋଲି ପୂର୍ବରୁ ସ୍ଥିର ହୋଇଛି। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରିଛନ୍ତି। ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ଏମ୍ଏଲ୍ଏ ଅବୁ ଅସିମ
 
ଭାରତର କମଳା ରଙ୍ଗର ଜର୍ସିକୁ ସବୁଆଡୁ ବିରୋଧ, ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଇ କୁହାଯାଉଛି ଏମିତି କିଛି

ଚଳିତ ବିଶ୍ୱକପ୍‌ରେ ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍‌ରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଏବେ ଏକ ବିବାଦ ଦେଖିବାକୁ ହୋଇଛି।

ଭାରତର କମଳା ରଙ୍ଗର ଜର୍ସିକୁ ସବୁଆଡୁ ବିରୋଧ, ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଇ କୁହାଯାଉଛି ଏମିତି କିଛି

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଚିରାଚରିତ ନୀଳ ରଙ୍ଗର ଜର୍ସି ବଦଳରେ ଅରେଞ୍ଜ ଜର୍ସି ପରିଧାନ କରିବ ବୋଲି ପୂର୍ବରୁ ସ୍ଥିର ହୋଇଛି। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରିଛନ୍ତି।

ଭାରତର କମଳା ରଙ୍ଗର ଜର୍ସିକୁ ସବୁଆଡୁ ବିରୋଧ, ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଇ କୁହାଯାଉଛି ଏମିତି କିଛି

ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ଏମ୍‌ଏଲ୍‌ଏ ଅବୁ ଅସିମ ଆଜମୀ କହିଛନ୍ତି ଏହି ଜର୍ସି ବଦଳାଇବା ନିଷ୍ପତ୍ତି ପଛରେ ସରକାରଙ୍କ ହାତ ରହିଛି।

ଭାରତର କମଳା ରଙ୍ଗର ଜର୍ସିକୁ ସବୁଆଡୁ ବିରୋଧ, ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଇ କୁହାଯାଉଛି ଏମିତି କିଛି

ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗେରୁଆକରଣ’ କରିବାକୁ ଚାହୁଁଛନ୍ତି ବୋଲି ଅଜମୀ କହିଛନ୍ତି। ସେହିଭଳି ପ୍ରାକ୍ତନ ମନ୍ତ୍ରୀ ତଥା କଂଗ୍ରେସ ଏମ୍‌ଏଲ୍‌ଏ ନସୀମ ଖାଁ କହିଛନ୍ତି ମୋଦି ସରକାର ‘ଗେରୁଆ ପଲିଟିକ୍ସ’ କରୁଛନ୍ତି।