ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।

ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ଓ ପାଇଜାମା ପିନ୍ଧି ବୁଲିବା ର ନଜର ଅଳ୍ପ କେତେଜଣ ହିଁ ଛୀଂହିପାରିଥିଲେ। ଏବଂ ଯେଉଁ ଲୋକମାନେ ଏହି ମହାନ ସୁପର ଷ୍ଟାରଙ୍କୁ ଜାଣିପାରିଲେ ତାଙ୍କର ଟିକେ ଝଲକ ପାଇବା ପାଇଁ ପଛରେ ଧାଇଁଲେ । ଲୋକେ ଜାଣିଲା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ । ବଲିଉଡ ଜଗତର ମହାନ ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ “ଗୁଳାବୋ- ସୀତାବୋ ” ର ସୁଟିଂ ଲଖନଉ ର ସଡ଼କରେ
 
ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।

ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ଓ ପାଇଜାମା ପିନ୍ଧି ବୁଲିବା ର ନଜର ଅଳ୍ପ କେତେଜଣ ହିଁ ଛୀଂହିପାରିଥିଲେ। ଏବଂ ଯେଉଁ ଲୋକମାନେ ଏହି ମହାନ ସୁପର ଷ୍ଟାରଙ୍କୁ ଜାଣିପାରିଲେ ତାଙ୍କର ଟିକେ ଝଲକ ପାଇବା ପାଇଁ ପଛରେ ଧାଇଁଲେ । ଲୋକେ ଜାଣିଲା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ ।

ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।

ବଲିଉଡ ଜଗତର ମହାନ ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ “ଗୁଳାବୋ- ସୀତାବୋ ” ର ସୁଟିଂ ଲଖନଉ ର ସଡ଼କରେ ଚାଲିଥିଲା । ଏହି ଫିଲ୍ମ ରେ ବଚ୍ଚନ ସାହେବ ମିର୍ଜା ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ । ଏବଂ ଏହା ସବୁ ଏହି ସୁଟିଂ ର ହିଁ ଅଂଶବିଶେଷ ଥିଲା ।

ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।

ଏହି ଫିଲ୍ମ ରେ ବଚ୍ଚନ ସାହେବ ଗୋଟେ ଗାଡ଼ିରୁ ଓଲ୍ହାଇ ଗାଡିର ଭଡା ପଇସା ଦେଇ ତାଙ୍କର ଚପଲ ଚିଡିଯାଇଥିବାରୁ ଗୋଟେ ଚପଲ ଦୋକାନକୁ ଯାଇଥିଲେ କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କେହିବି ବଚ୍ଚନ ସାହେବ ଙ୍କୁ ଜାଣିପାରିନଥିଲେ ।

ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।

ଲୋକମାନେ ଏହି ମହାନ ସୁପର ଷ୍ଟାରଙ୍କୁ ଜାଣିପାରିଲେ ତାଙ୍କର ଟିକେ ଝଲକ ପାଇବା ପାଇଁ ପଛରେ ଧାଇଁଲେ ଏବଂ ସୂଚନା ଯୋଗ୍ୟ ଯେ ଏହି ଫିଲ୍ମ ଲଖନଉ ସହରରେ ଦୁଇ ମାସ ଧରି ସୁଟିଂ ଚାଲିବ।