ଭାରତ ଇଂଲଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ୍ ହେଲେ ଏହି ଦଳକୁ ହେବ ସବୁଠୁ ବଡ଼ କ୍ଷତି…

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍ର ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍ ପୂର୍ବରୁ ଭାରତ ଓ ଇଂଲଣ୍ଡ ଫେଭରାଇଟ୍ ଥିଲେ। ସେମିଫାଇନାଲଠାରୁ ଭାରତ ଆଉ ଗୋଟିଏ ବିଜୟ ଦୂରରେ ଥିବାବେଳେ ଗୋଟିଏ ପରାଜୟ ଇଂଲଣ୍ଡକୁ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପକାଇପାରେ। କୌତୂହଳର ବିଷୟ ହେଉଛି, ଗତ ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ଦିନିକିଆ ଦଳଗତ ର଼୍ୟାଙ୍କିଙ୍ଗ୍ର ଦ୍ୱିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ନଂ ୧ ଏକଦିବସୀୟ ମାନ୍ୟତା ହାସଲ କରିଛି।
 
ଭାରତ ଇଂଲଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ୍ ହେଲେ ଏହି ଦଳକୁ ହେବ ସବୁଠୁ ବଡ଼ କ୍ଷତି…

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ଇଂଲଣ୍ଡ ଫେଭରାଇଟ୍‌ ଥିଲେ। ସେମିଫାଇନାଲଠାରୁ ଭାରତ ଆଉ ଗୋଟିଏ ବିଜୟ ଦୂରରେ ଥିବାବେଳେ ଗୋଟିଏ ପରାଜୟ ଇଂଲଣ୍ଡକୁ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପକାଇପାରେ।

ଭାରତ ଇଂଲଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ୍ ହେଲେ ଏହି ଦଳକୁ ହେବ ସବୁଠୁ ବଡ଼ କ୍ଷତି…

କୌତୂହଳର ବିଷୟ ହେଉଛି, ଗତ ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ଦିନିକିଆ ଦଳଗତ ର଼୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ନଂ ୧ ଏକଦିବସୀୟ ମାନ୍ୟତା ହାସଲ କରିଛି।

ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ କେଉଁ ଟିମ କୁ ହେବ ଅଧକ କ୍ଷତି ?

ଭାରତ ଇଂଲଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ୍ ହେଲେ ଏହି ଦଳକୁ ହେବ ସବୁଠୁ ବଡ଼ କ୍ଷତି…

ଯଦି ଭାରତ ଓ ଇଂଲଣ୍ଡ ର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଏ ତାହାଲେ ଇଂଲଣ୍ଡ ଦଳ କୁ ହେବ ସବୁଠୁ ବଡ କ୍ଷତି। ମ୍ୟାଚ ବାତିଲ ହେଲା ପରେ ଉଭୟ ଟିମ କୁ ଗୋଟିଏ ଲେଖାଏ ପଏଣ୍ଟ ମିଳିବ। ଭାରତ ୬ ଟି ମ୍ୟାଚ ରେ ୫ ଜିତି କି ୧୧ ପଏଣ୍ଟ ସହ ସେମି-ଫାଇନାଲ ରେ ପ୍ରବେଶ କରିବ।

ଭାରତ ଇଂଲଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ୍ ହେଲେ ଏହି ଦଳକୁ ହେବ ସବୁଠୁ ବଡ଼ କ୍ଷତି…

ମାତ୍ର ଇଂଲଣ୍ଡ ୭ ଟି ମ୍ୟାଚ ରେ ୪ ଟି ଜିତି ୮ ପଏଣ୍ଟ ଅଛି, ମ୍ୟାଚ ବାତିଲ ହେଲେ ୯ ପଏଣ୍ଟ ହେବ। ଯାହା ଫଳରେ ସେମି-ଫାଇନାଲ ପାଇଁ ବାଟ ଏତେ ସହଜ ହେବ ନାହିଁ। ସେଥିପାଇଁ ଇଂଲଣ୍ଡ ଟିମ ମ୍ୟାଚ କୁ ଜିତି ସେମି ଫାଇନାଲ ର ରେସ ରେ ଆଗୁଆ ରହିବା ପାଇଁ ଚାହିଁବ।