ପ୍ରଥମ ସ୍ୱାମୀ ଡାଇବର୍ସ ଦେବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ବାହାର କଲେ,ଏବେ ନିଜେ ପାଳୁଛନ୍ତି ଦୁଇ ଛୁଆକୁ.. ।

ଟିଭି ଜଗତରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନେ କି ନିଜ ଲଭ ଲାଇଫ ଏବଂ ବୈବାହିକ ଜୀବନରେ ଛନ୍ଦି ହୋଇ ରହିଥିବାର ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଏପରି ଏକ ଜଣାଶୁଣା ଟିଭି ନାୟିକା ଙ୍କ ବିଷୟରେ ଯିଏକି ସ୍ୱାମିଠୁ ଅଲଗା ହେଲାପରେ ନିଜ ଗୋଡ଼ରେ ଠିଆ ହୋଇ ନିଜ ଛୁଆ ପିଲାଙ୍କୁ ଲାଳନପାଳନ କରିଥାନ୍ତି । ୩୦ ଜୁନ ୨୦୧୧ ରେ ସୋନି ଚେଲେନ ରେ ପ୍ରସାରିତ ସିରିଏଲ ” ବଡେ ଅଛେ
 
ପ୍ରଥମ ସ୍ୱାମୀ ଡାଇବର୍ସ ଦେବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ବାହାର କଲେ,ଏବେ ନିଜେ ପାଳୁଛନ୍ତି ଦୁଇ ଛୁଆକୁ.. ।

ଟିଭି ଜଗତରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନେ କି ନିଜ ଲଭ ଲାଇଫ ଏବଂ ବୈବାହିକ ଜୀବନରେ ଛନ୍ଦି ହୋଇ ରହିଥିବାର ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଏପରି ଏକ ଜଣାଶୁଣା ଟିଭି ନାୟିକା ଙ୍କ ବିଷୟରେ ଯିଏକି ସ୍ୱାମିଠୁ ଅଲଗା ହେଲାପରେ ନିଜ ଗୋଡ଼ରେ ଠିଆ ହୋଇ ନିଜ ଛୁଆ ପିଲାଙ୍କୁ ଲାଳନପାଳନ କରିଥାନ୍ତି ।

ପ୍ରଥମ ସ୍ୱାମୀ ଡାଇବର୍ସ ଦେବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ବାହାର କଲେ,ଏବେ ନିଜେ ପାଳୁଛନ୍ତି ଦୁଇ ଛୁଆକୁ.. ।

୩୦ ଜୁନ ୨୦୧୧ ରେ ସୋନି ଚେଲେନ ରେ ପ୍ରସାରିତ ସିରିଏଲ ” ବଡେ ଅଛେ ଲଗତେ ହୋ ” ର ଅୟଶା ନାମରେ ଅଭିନୟ କରୁଥିବା “ଚାହତ ଖନ୍ନା ” ଏହି ସିରିଏଲ ପ୍ରାୟ ୬୪୪ ଏପିଶୋଡ଼ ପରେ ୨୦୧୪ ରେ ବନ୍ଦ କରିଦିଆ ଯାଇଥିଲା। ସେ ବହୁତ ସିରିଏଲ ସହ ଫିଲ୍ମରେ ବି କାମ କରିଛନ୍ତି ।

ପ୍ରଥମ ସ୍ୱାମୀ ଡାଇବର୍ସ ଦେବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ବାହାର କଲେ,ଏବେ ନିଜେ ପାଳୁଛନ୍ତି ଦୁଇ ଛୁଆକୁ.. ।

ସେ ପ୍ରଥମେ ୨୦୦୬ ରେ ଭରତ ନରସିଂହାନି ଙ୍କ ସହ କରିଥିଲେ କିନ୍ତୁ ୩ (୨୦୦୯) ବର୍ଷ ପରେ ପ୍ରଥମ ସ୍ୱାମୀ ଡାଇବର୍ସ ଦେଇଥିଲେ

ପ୍ରଥମ ସ୍ୱାମୀ ଡାଇବର୍ସ ଦେବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ବାହାର କଲେ,ଏବେ ନିଜେ ପାଳୁଛନ୍ତି ଦୁଇ ଛୁଆକୁ.. ।

ଏହାପରେ ସେ ୨୦୧୩ ରେ ପରହାନ ଖାନ ଙ୍କୁ ବିବାହ କରିଥିଲେ ଏବଂ ଏହା କେବଳ ୫ ବର୍ଷ ପରେ ପୁଣି ପରହାନ ଖାନ ଡାଇବର୍ସ ଦେଇଥିଲେ। ଏତେ ସବୁ ହେଲା ପରେ ବି ସେ ନିଜ ଗୋଡ଼ରେ ଠିଆ ହୋଇ ନିଜ ଦୁଇ ଛୁଆ କୁ ଭଲରେ ପାଳନ ପୋଷଣ କରୁଛନ୍ତି ।