ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ଭାରତୀୟ କ୍ରିକେଟରମାନେ ବଲିଉଡ୍ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଆଥିଆ ଡେଟ୍
 
ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ଭାରତୀୟ କ୍ରିକେଟରମାନେ ବଲିଉଡ୍‌ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ୍‌ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ଭାରତୀୟ କ୍ରିକେଟର କେ.ଏଲ. ରାହୁଲଙ୍କୁ ଆଥିଆ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେବା ସହ ଦୁହେଁ ପ୍ରେମ ସଂପର୍କରେ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଯେଉଁ ଅଭିନେତ୍ରୀଙ୍କ ସହ କେ.ଏଲ ରାହୁଲଙ୍କ ନାଁ ଯୋଡ଼ି ହୋଇଛି, ସେ ମଧ୍ୟରୁ ସେ କାହାକୁ ବି ଡେଟ୍ କରୁ ନାହାନ୍ତି। କିନ୍ତୁ ଆଥିଆଙ୍କୁ ଏବେ ସେ ଡେଟ୍ କରୁଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

କୌଣସି ଇଭେଣ୍ଟରେ ଦୁହେଁ ସାଥୀରେ ନଜର ଆସୁ ନଥିଲେ ମଧ୍ୟ ଲୁଚି ଲୁଚି ଦୁହେଁ ସମୟ ବିତାଉଛନ୍ତି। ଫେବୃଆରୀ ଆରମ୍ଭରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏ ନେଇ ଦୁହେଁ ଗମ୍ଭୀର ବୋଲି ଚର୍ଚ୍ଚା ହେଉଛି।

ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ସୂଚନା ମୁତାବକ, ଦୁହିଁଙ୍କ ଦେଖା ତାଙ୍କ ବନ୍ଧୁ ଆକାଂକ୍ଷା ରଞ୍ଜନଙ୍କ ଜରିଆରେ ହୋଇଥିଲା। ଏହା ପରେ ଦୁହେଁ ପରସ୍ପର ସହ ସମୟ ବିତାଇବା ଆରମ୍ଭ କରିଥିଲେ। ଅପ୍ରେଲ ମାସରେ ଆକାଂକ୍ଷା କେ.ଏଲ ରାହୁଲ ଏବଂ ଆଥିଆଙ୍କ ସହ ଏକ ଫଟୋ ଇନଷ୍ଟାରେ ମଧ୍ୟ ସେୟାର କରିଥିଲେ।

ପୁଣି କ୍ରିକେଟ-ବଲିଉଡ୍ ଯୋଡି, ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି କେଏଲ୍ ରାହୁଲ୍ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ତେବେ ଏ ନେଇ ଆଥିଆଙ୍କୁ ପଚରାଯିବା ପରେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ବିଶ୍ୱକପରେ ବ୍ୟସ୍ତ ଥିବାରୁ କେ.ଏଲ ରାହୁଲଙ୍କୁ ତାଙ୍କ ପ୍ରତିକ୍ରିୟା ମଗା ଯାଇ ପାରି ନାହିଁ।