ସାଇବାବାଙ୍କ ଅନୁଚିନ୍ତା, ବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

କୋଇଲିର ରଙ୍ଗ କଳା ହୋଇଥିଲେ କ’ଣ ହେଲା ସେ ତାର ମନୋମୁଗ୍ଧକର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ବଶୀଭୂତ କରିପାରେ । ରୂପ ପାଇଁ ନୁହେଁ ଗୁଣ ପାଇଁ ଆଦୃତ ହୁଏ ।। ମଣିଷ ଯେତେ ସୁନ୍ଦର, ସ୍ୱାସ୍ଥ୍ୟବାନ ହୋଇଥାଉ, ଯେତେ ବଡ କୁଳରେ ଜନ୍ମିଥାଉ, ଯେତେ ପ୍ରତିଷ୍ଠିତ ପରିବାରର ସନ୍ତାନ ହୋଇଥାଉ ସେ ଯଦି ଶିକ୍ଷିତ, ସଭ୍ୟ, ମାର୍ଜିତ ନୁହେଁ ତେବେ ଗନ୍ଧହୀନ ଫୁଲ ପରି ଶୋଭାପାଏ । ତାକୁ କେହି ଆଦର କରନ୍ତି ନାହିଁ ।
 
ସାଇବାବାଙ୍କ ଅନୁଚିନ୍ତା, ବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

କୋଇଲିର ରଙ୍ଗ କଳା ହୋଇଥିଲେ କ’ଣ ହେଲା ସେ ତାର ମନୋମୁଗ୍ଧକର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ବଶୀଭୂତ କରିପାରେ । ରୂପ ପାଇଁ ନୁହେଁ ଗୁଣ ପାଇଁ ଆଦୃତ ହୁଏ ।।
ମଣିଷ ଯେତେ ସୁନ୍ଦର, ସ୍ୱାସ୍ଥ୍ୟବାନ ହୋଇଥାଉ, ଯେତେ ବଡ କୁଳରେ ଜନ୍ମିଥାଉ, ଯେତେ ପ୍ରତିଷ୍ଠିତ ପରିବାରର ସନ୍ତାନ ହୋଇଥାଉ ସେ ଯଦି ଶିକ୍ଷିତ, ସଭ୍ୟ, ମାର୍ଜିତ ନୁହେଁ ତେବେ ଗନ୍ଧହୀନ ଫୁଲ ପରି ଶୋଭାପାଏ ।

ସାଇବାବାଙ୍କ ଅନୁଚିନ୍ତା, ବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ତାକୁ କେହି ଆଦର କରନ୍ତି ନାହିଁ । ଗନ୍ଧହୀନ ଫୁଲରେ ଭଅଁର ବି ବାସେ ନାହିଁ । ମୂର୍ଖ, ଅଜ୍ଞାନୀକୁ କେହି ପାଖରେ ପଶାନ୍ତି ନାହିଁ । ଭଲ ପାଆନ୍ତି ନାହିଁ ।।

ସାଇବାବାଙ୍କ ଅନୁଚିନ୍ତା, ବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ସାଗର ସବୁଠାରୁ ମହାନ୍ । କିନ୍ତୁ ସେ ଅଶାନ୍ତ ହେଲେ ତା ବକ୍ଷରେ ଝଡ ଉଠିଲେ ସେ ନିଜର ସୀମାଲଂଘନ କରି ସବୁକିଛି ନଷ୍ଟଭ୍ରଷ୍ଟ କରିଦେଇପାରେ ।।

ସାଇବାବାଙ୍କ ଅନୁଚିନ୍ତା, ବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ସାଧୁ, ଜ୍ଞାନୀ, ବିଦ୍ୱାନମାନେ ନିଜର ସୀମାଲଂଘନ କରନ୍ତି ନାହିଁ । ସର୍ବଦା ନିଜର ମର୍ଯ୍ୟାଦା ବଜାୟ ରଖନ୍ତି । ଏହାର ବ୍ୟତିକ୍ରମ ହେଲେ ଉପହସିତ ହୋଇଥାନ୍ତି ।।