ଆମେରିକାରେ ପାଳିତ ହେଲା ରଥଯାତ୍ରା, ନିଶ୍ଚୟ ଦେଖନ୍ତୁ ଭିଡିଓ କିପରି ଲୋକମାନେ ପୂଜା ସହ ଟାଣିଲେ ତିନିରଥ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ପ୍ରଭୁଙ୍କୁ ରଥରେ ଦେଖିବା ପାଇଁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହି ପବିତ୍ର ଗୁଣ୍ଡିଚା ଯାତ୍ରା ପଡିଥାଏ। ଭକ୍ତ ଓ ଭଗବାନଙ୍କ ଏଭଳି ଦୁର୍ଲଭ ମିଳନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ପୁରୀର ଏହି ରଥଯାତ୍ରା କେବଳ ଦେଶରେ ନୁହେଁ,
 
ଆମେରିକାରେ ପାଳିତ ହେଲା ରଥଯାତ୍ରା, ନିଶ୍ଚୟ ଦେଖନ୍ତୁ ଭିଡିଓ କିପରି ଲୋକମାନେ ପୂଜା ସହ ଟାଣିଲେ ତିନିରଥ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ପ୍ରଭୁଙ୍କୁ ରଥରେ ଦେଖିବା ପାଇଁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହି ପବିତ୍ର ଗୁଣ୍ଡିଚା ଯାତ୍ରା ପଡିଥାଏ। ଭକ୍ତ ଓ ଭଗବାନଙ୍କ ଏଭଳି ଦୁର୍ଲଭ ମିଳନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।

ଆମେରିକାରେ ପାଳିତ ହେଲା ରଥଯାତ୍ରା, ନିଶ୍ଚୟ ଦେଖନ୍ତୁ ଭିଡିଓ କିପରି ଲୋକମାନେ ପୂଜା ସହ ଟାଣିଲେ ତିନିରଥ

ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ପୁରୀର ଏହି ରଥଯାତ୍ରା କେବଳ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ଖ୍ୟାତି ଲାଭ କରିଛି।

ଆମେରିକାରେ ପାଳିତ ହେଲା ରଥଯାତ୍ରା, ନିଶ୍ଚୟ ଦେଖନ୍ତୁ ଭିଡିଓ କିପରି ଲୋକମାନେ ପୂଜା ସହ ଟାଣିଲେ ତିନିରଥ

କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ପାଳନ ହୁଏ ଏହି ପବିତ୍ର ରଥଯାତ୍ରା। ଆମେରିକାରେ ଏଥର ନିଆରା ଢଙ୍ଗରେ ପାଳନ ହୋଇଛି ରଥଯାତ୍ରା, ଦେଖନ୍ତୁ ଭିଡିଓ-

ଆମେରିକାର ନ୍ୟୁୟର୍କ ସହରରେ ମଧ୍ୟ ପାଳିତ ହୁଏ ପବିତ୍ର ରଥଯାତ୍ରା। ଏହି ଯାତ୍ରା ନ୍ୟୁୟର୍କ ସହରରୁ ଆରମ୍ଭ ହୋଇ ୱାସିଂଟନ୍ ଛକ ପାର୍କରେ ଶେଷ ହୋଇଥାଏ। ଚଳିତବର୍ଷ ୩୦ ଜୁନ୍ ୨୦୧୯ରେ ପାଳିତ ହୋଇଥିଲା ଏହି ପବିତ୍ର ଯାତ୍ରା। ଭକ୍ତମାନେ ନୃତ୍ୟ ଏବଂ କୀର୍ତ୍ତନ କରିକରି ରଥ ସହିତ ଯାତ୍ରା କରିଥିଲେ ।